publive-imageମେଷ: ଚେଷ୍ଟା କଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇପାରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। କର୍ତ୍ତୃପକ୍ଷଙ୍କ କଥା ଭଲଭାବେ ଶୁଣି ନିଜର ମତାମତ ଦିଅନ୍ତୁ।

Advertisment

publive-imageବୃଷ: ଆପଣ ନିଜ କଥାରେ ଲୋକଙ୍କୁ ପ୍ରଭାବିତ କରିବେ। ଉପାୟ ବଦଳାଇଲେ କାମ ସହଜରେ ସଂପୂର୍ଣ୍ଣ ହେବ। ପ୍ରିୟତମଙ୍କ ସହ ସମ୍ବନ୍ଧରେ ସୁଧାର ଆସିବ।

publive-imageମିଥୁନ: ପାରିବାରିକ ସୌହାର୍ଦ୍ୟ ବଢ଼ିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ମାନ ସମ୍ମାନରେ ବୃଦ୍ଧି ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

publive-imageକର୍କଟ: କାର୍ଯ୍ୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଉତ୍‍ଥାନ ପତନର ଲାଗିରହିବ। ଜୀବନସାଥୀଙ୍କ ଠାରୁ ଶୁଭ ଖବର ପାଇବେ।

publive-imageସିଂହ: ଆପଣ ଘର ଲୋକଙ୍କୁ ନିଜ କଥା ବୁଝାଇବାରେ ସଫଳ ହେବେ। ଉନ୍ନତି ପାଇଁ ନୂଆ ପଥ ଦୃଷ୍ଟିଗୋଚର ହେବ। ବ୍ୟବସାୟୀଙ୍କୁ ଧନଲାଭ ଯୋଗ ରହିଛି।

publive-imageକନ୍ୟା: ବେପାର ବଢ଼ାଇବା ପାଇଁ ନୂଆ ଯୋଜନା ଲାଗୁ କରିବେ। ସରକାରୀ କର୍ମଚାରୀଙ୍କ ଲାଗି ଦିନଟି ଭଲ। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageତୁଳା: ଆପଣଙ୍କ ଦୃଷ୍ଟକୋଣ ସକାରାତ୍ମକ ରହିବ। କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ।

publive-imageବିଛା: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ବେପାରରେ ଲାଭର ଅବସର ପାଇବେ। ଜୀବନସାଥୀଙ୍କ ବ୍ୟବହାରରେ ଖୁସି ରହିବେ।

publive-imageଧନୁ: ତେଜରାତି ସାମଗ୍ରୀ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

publive-imageମକର: ଅଭିଜ୍ଞ ଲୋକଙ୍କ ମନ୍ତବ୍ୟ ଲାଭଦାୟକ ସାବ୍ୟସ୍ତ ହେ‌ବ। ପରିଶ୍ରମ ବଳରେ ସୁଖ୍ୟାତି ଅର୍ଜନ କରିବେ। ଜୀବନସାଥୀଙ୍କ ସହ ହସଖୁସିରେ ସମୟ ବିତିବ।

publive-image

କୁମ୍ଭ: ମସ୍ତିଷ୍କରେ କ୍ୟାରିୟରକୁ ନେଇ ଅସ୍ଥିରତା ଲାଗି ରହିବ। ବେପାରରେ ଲାଭ ହେବ। ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

publive-imageମୀନ: ନିର୍ଦ୍ଧାରିତ ସମୟରେ ଆପଣ ନିଜର କାମ ପୂରା କରିପାରି‌ବେ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନ ପ୍ରଫୁଲ୍ଲ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।