ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇବେ। ଶତ୍ରୁଙ୍କୁ ଜୟ କରିବେ। ଛାତ୍ରଛାତ୍ରୀଙ୍କୁ ପଢ଼ା କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି।

ବୃଷ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଦାମ୍ପତ୍ୟ ସମ୍ବନ୍ଧରେ ସୁଖ ଭରି ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ମିଥୁନ: କୌଣସି କାମରେ ଭାଇ ଭଉଣୀଙ୍କର ସହଯୋଗ ପାଇବେ। ଅଭିଜ୍ଞଙ୍କ ପରାମର୍ଶ ନେଇ ପୁଞ୍ଜି ବଜାରରେ ନିବେଶ କରନ୍ତୁ। ରାଜନୀତିରେ ଆର୍ଥିକ ଲାଭ ହେବ।

କର୍କଟ: ଲକ୍ଷ୍ୟ ସ୍ଥଳ ଦିଗକୁ ଅଗ୍ରସର ହେବେ। ବନ୍ଧୁଙ୍କ ମାଧୢମରେ କିଛି ଆଶା ପୂରଣ ହେବ। ପିଲାମାନଙ୍କ ସହିତ ବାହାରକୁ ବୁଲି ଯିବେ।

ସି˚ହ: ଗୁରୁଜନଙ୍କ ପ୍ରତି ମନରେ ଭକ୍ତିଭାବ ରହିବ। ପୁସ୍ତକ ବ୍ୟବସାୟୀଙ୍କର ବିକ୍ରି ବଢ଼ିବ ଓ ଲାଭ ହେବ। ପ୍ରିୟତମଙ୍କର ପ୍ରେମ ଓ ସହଯୋଗ ପାଇବେ।

କନ୍ୟା: ଦୀର୍ଘ ଦିନରୁ ଲାଗିରହିଥିବା ଚିନ୍ତା ଦୂର ହେବ। ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ।

ତୁଳା: ବେପାରରେ ବଡ଼ କ˚ପାନି ସହିତ ଡିଲ୍‌ର ସୁଯୋଗ ମିଳିବ। ସାହିତ୍ୟିକଙ୍କୁ ଖୁସି ଖବର ମିଳିବ। ପ୍ରେମ ସମ୍ବନ୍ଧ ମଧୁର ହେବ। ଚାକିରିରେ ପଦୋନ୍ନତି ମିଳିପାରେ।

ବିଛା: ନୂତନ ସକାରାତ୍ମକ ଶକ୍ତି ଅନୁଭବ କରିବେ। ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ।

ଧନୁ: ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ। ଉତ୍ସାହର ସହିତ ସବୁ କାମ କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ମକର: ଦିନଟି ଶୁଭପ୍ରଦ। ସ୍ଥିତି ଆପଣଙ୍କ ପକ୍ଷରେ ହେବ। ସମାଜରେ ଲୋକପ୍ରିୟତା ବଢ଼ିବ। ଅଫିସରେ ଅଧିକ କାମ ପୂରା ହୋଇପାରେ।

କୁମ୍ଭ: ରାଜନୀତିରେ ସଫଳତା ପାଇବେ। କୌଣସି କାମରେ ବନ୍ଧୁଙ୍କ ସହଯୋଗ ପାଇବେ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

ମୀନ: ଭାବିଥିବା ସବୁ କାମ ସହଜରେ ପୂରା ହୋଇଯିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିବେ। ଘରକୁ ବନ୍ଧୁ ଆସିବେ।

ସମ୍ବନ୍ଧିତ ଖବର