publive-imageମେଷ: ଆଧ୍ୟାତ୍ମିକ ପ୍ରସଙ୍ଗ ପ୍ରତି ଆପଣଙ୍କ ଧ୍ୟାନ ଆକର୍ଷିତ ହେବ। ବ୍ୟବସାୟରେ ବାପା ସହଯୋଗ କରିବେ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ।

Advertisment

publive-imageବୃଷ: ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ। କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ବେପାରରେ ଲାଭର ସମ୍ଭାବନା ଅଛି।

publive-imageମିଥୁନ: ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ଧାର ଦେଲେ ଠିକଣା ସମୟରେ ଅର୍ଥ ଫେରସ୍ତ ପାଇବାର ଆଶା କମ୍। କର୍ମକ୍ଷେତ୍ରରେ ସଫଳତା ପାଇବେ।

publive-imageକର୍କଟ: ଦିନଟି ଆପଣଙ୍କ ଲାଗି ଉତ୍ସାହପୂର୍ଣ୍ଣ ରହିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ମହିଳାମାନେ କୌଣସି ଖୁସି ଖବର ପାଇବେ।

publive-imageସିଂହ: ପାରିବାରିକ ଜୀବନରେ ମହତ୍ତ୍ବପୂର୍ଣ୍ଣ କାମ ପୂରା ହେବ। ଚାକିରିରେ ଉନ୍ନତି ଯୋଗ ରହିଛି। ଭବିଷ୍ୟତର ଯୋଜନା ନେଇ ବିଚାର ବିମର୍ଶ କରନ୍ତୁ।

publive-imageକନ୍ୟା: ବେପାର ପାଇଁ ଦିନଟି ଲାଭପ୍ରଦ। ଯୋଜନା ତିଆରି କରିବା ଏବଂ ନିଷ୍ପତ୍ତି ନେବା ଲାଗି ଭଲ ଦିନଟିଏ। କାର୍ଯ୍ୟ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବେ।

publive-imageତୁଳା: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟ ବୃଦ୍ଧି ହେବାର ଯୋଗ ରହିଛି। ଛାତ୍ରଙ୍କୁ କିଛି ଶିଖାଇବା ପାଇଁ ଦିନଟି ଭଲ।

publive-imageବିଛା: ଅଧୁରା କାମ ସମାପ୍ତ କରିବାକୁ ଚେଷ୍ଟା କରିବେ। ସାମାଜିକ ଓ ରାଜନୀତି କାର୍ଯ୍ୟରେ ମନ ଲାଗିବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।

publive-imageଧନୁ: ଯାହା ସହିତ ମିଶିବେ ସେ ଆପଣଙ୍କ ଦ୍ବାରା ପ୍ରଭାବିତ ହେବେ। କ୍ୟାରିୟରକୁ ନେଇ ମନରେ ସଂଶୟ ସୃଷ୍ଟି ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

publive-imageମକର: ଆପଣଙ୍କ ଧ୍ୟାନ ଅଫିସ କାମ ପୂରା କରିବାରେ ଲାଗି ରହିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପାରିବାରିକ ଜୀବନ ଭଲ ରହିବ।

publive-image

କୁମ୍ଭ: ତିଆରି କରିଥିବା ଯୋଜନାରେ ପରିବର୍ତ୍ତନ କରିପାରନ୍ତି। ଲାଗି ରହିଥିବା ସମସ୍ୟାର ସମାଧାନ ମିଳିବ। ବାହାନ କିଣିବା ଲାଗି ମନ ବଳିବ।

publive-imageମୀନ: ବୟୋଜ୍ୟେଷ୍ଠଙ୍କ ପରାମର୍ଶ ଲାଭଦାୟକ ପ୍ରମାଣିତ ହେବ। ସମାଜ କଲ୍ୟାଣ କାର୍ଯ୍ୟରେ ରୁଚି ବଢ଼ିବ। ଚାକିରିଜୀବୀଙ୍କୁ ଉନ୍ନତିର ଅବସର ମିଳିବ।