/sambad/media/post_attachments/wp-content/uploads/2017/11/ms-1.jpg) ମେଷ: ଅଫିସର ଜରୁରୀ କାମ ସାରିବାରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। କୋର୍ଟ କଚେରି ମାମଲାଠୁଁ ଦୂରରେ ରହନ୍ତୁ। ସନ୍ଧ୍ୟାରେ ପରିବାର ସହିତ ସମୟ କାଟିବେ।
ମେଷ: ଅଫିସର ଜରୁରୀ କାମ ସାରିବାରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। କୋର୍ଟ କଚେରି ମାମଲାଠୁଁ ଦୂରରେ ରହନ୍ତୁ। ସନ୍ଧ୍ୟାରେ ପରିବାର ସହିତ ସମୟ କାଟିବେ।
/sambad/media/post_attachments/wp-content/uploads/2017/11/brus-290x300.jpg) ବୃଷ: କୌଣସି ଶୁଭ ସମାଚାର ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟ ପାନୀୟ ନେଇ ସଜାଗ ରୁହନ୍ତୁ।
ବୃଷ: କୌଣସି ଶୁଭ ସମାଚାର ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟ ପାନୀୟ ନେଇ ସଜାଗ ରୁହନ୍ତୁ।
/sambad/media/post_attachments/wp-content/uploads/2017/11/mithun.jpg) ମିଥୁନ: ଆପଣ କୌଣସି ବିଷୟ ନେଇ ଚିନ୍ତନ ମନ୍ଥନରେ ବୁଡ଼ି ରହିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। ମହିଳାମାନେ ପୂର୍ବ କଥା ମନେପକାଇ ଖୁସି ହେବେ।
ମିଥୁନ: ଆପଣ କୌଣସି ବିଷୟ ନେଇ ଚିନ୍ତନ ମନ୍ଥନରେ ବୁଡ଼ି ରହିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। ମହିଳାମାନେ ପୂର୍ବ କଥା ମନେପକାଇ ଖୁସି ହେବେ।
/sambad/media/post_attachments/wp-content/uploads/2017/11/karkat.jpg) କର୍କଟ: ଶୁଭକାର୍ଯ୍ୟରେ ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ସନ୍ତାନଙ୍କର କୌଣସି ମହତ୍ତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହୋଇପାରେ। ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଭାବିବେ।
କର୍କଟ: ଶୁଭକାର୍ଯ୍ୟରେ ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ସନ୍ତାନଙ୍କର କୌଣସି ମହତ୍ତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହୋଇପାରେ। ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଭାବିବେ।
/sambad/media/post_attachments/wp-content/uploads/2017/11/singha.jpg) ସିଂହ: କିଛି ଲୋକଙ୍କ ସହିତ ଉପଯୋଗୀ କଥାବାର୍ତ୍ତା କରିପାରନ୍ତି। କଲେଜ ଜୀବନର କୌଣସି ସାଙ୍ଗର ଫୋନ ଆସିପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।
ସିଂହ: କିଛି ଲୋକଙ୍କ ସହିତ ଉପଯୋଗୀ କଥାବାର୍ତ୍ତା କରିପାରନ୍ତି। କଲେଜ ଜୀବନର କୌଣସି ସାଙ୍ଗର ଫୋନ ଆସିପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।
/sambad/media/post_attachments/wp-content/uploads/2017/11/kanya.jpg) କନ୍ୟା: ମାତାପିତାଙ୍କ ସହଯୋଗ ପାଇବେ। ପରିଶ୍ରମ ଓ ଏକାଗ୍ରତା ସହିତ କାମ କରିବେ। ସାମାଜିକ ପ୍ରତିଷ୍ଠା ବଢ଼ିବ। ମହିଳାମାନଙ୍କୁ କୌଣସି ବଡ଼ ସଫଳତା ମିଳିପାରେ।
କନ୍ୟା: ମାତାପିତାଙ୍କ ସହଯୋଗ ପାଇବେ। ପରିଶ୍ରମ ଓ ଏକାଗ୍ରତା ସହିତ କାମ କରିବେ। ସାମାଜିକ ପ୍ରତିଷ୍ଠା ବଢ଼ିବ। ମହିଳାମାନଙ୍କୁ କୌଣସି ବଡ଼ ସଫଳତା ମିଳିପାରେ।
/sambad/media/post_attachments/wp-content/uploads/2017/11/tula.jpg) ତୁଳା: କଂପାନିରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରକଳ୍ପ ମିଳିବ। କୌଣସି କାମର ଯୋଜନା ତିଆରି କରିପାରନ୍ତି। ପିଲାମାନଙ୍କୁ ମାଆଙ୍କ ଠାରୁ କୌଣସି ଉପହାର ମିଳିବ।
ତୁଳା: କଂପାନିରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରକଳ୍ପ ମିଳିବ। କୌଣସି କାମର ଯୋଜନା ତିଆରି କରିପାରନ୍ତି। ପିଲାମାନଙ୍କୁ ମାଆଙ୍କ ଠାରୁ କୌଣସି ଉପହାର ମିଳିବ।
/sambad/media/post_attachments/wp-content/uploads/2017/11/bicha.jpg) ବିଛା: କୌଣସି ପ୍ରସଙ୍ଗରେ କହିବା ସମୟରେ ସଂଯମୀ ରୁହନ୍ତୁ। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବ୍ୟବସାୟରେ ନୂଆ ବିଚାର ଲାଗୁ କଲେ ଲାଭ ହେବ।
ବିଛା: କୌଣସି ପ୍ରସଙ୍ଗରେ କହିବା ସମୟରେ ସଂଯମୀ ରୁହନ୍ତୁ। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବ୍ୟବସାୟରେ ନୂଆ ବିଚାର ଲାଗୁ କଲେ ଲାଭ ହେବ।
/sambad/media/post_attachments/wp-content/uploads/2017/10/dhanu.jpg) ଧନୁ: ଆପଣଙ୍କୁ କିଛି ନୂଆ ଅନୁଭବ ମିଳିବ। ପ୍ରତ୍ୟେକ ଲୋକ ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ଆପଣଙ୍କ କାମରେ ବରିଷ୍ଠଙ୍କ ପୂରା ସହଯୋଗ ପାଇବେ।
ଧନୁ: ଆପଣଙ୍କୁ କିଛି ନୂଆ ଅନୁଭବ ମିଳିବ। ପ୍ରତ୍ୟେକ ଲୋକ ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ଆପଣଙ୍କ କାମରେ ବରିଷ୍ଠଙ୍କ ପୂରା ସହଯୋଗ ପାଇବେ।
/sambad/media/post_attachments/wp-content/uploads/2017/11/makar.jpg) ମକର: ନିଜ କାମରେ ଅଧିକ ଖର୍ଚ୍ଚ କରିପାରନ୍ତି। ଘରୋଇ କାମ ସଂପୂର୍ଣ୍ଣ କରିବା ପାଇଁ ପରିବାର ଲୋକଙ୍କ ସହଯୋଗ ପାଇବେ। ବେପାରରେ ଉନ୍ନତିର ଅବସର ପାଇବେ।
ମକର: ନିଜ କାମରେ ଅଧିକ ଖର୍ଚ୍ଚ କରିପାରନ୍ତି। ଘରୋଇ କାମ ସଂପୂର୍ଣ୍ଣ କରିବା ପାଇଁ ପରିବାର ଲୋକଙ୍କ ସହଯୋଗ ପାଇବେ। ବେପାରରେ ଉନ୍ନତିର ଅବସର ପାଇବେ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଲାଗି ରହିଥିବା ଅସୁବିଧା କମ୍ ହେବ। ଜରୁରୀ କାମରେ ବଡ଼ ଭଉଣୀଙ୍କର ସାହାଯ୍ୟ ପାଇବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ମନୋନୀତ ହୋଇପାରନ୍ତି।
/sambad/media/post_attachments/wp-content/uploads/2017/11/mina.jpg) ମୀନ: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଜୀବନସାଥୀଙ୍କ ସହିତ ପୁଣ୍ୟକ୍ଷେତ୍ରକୁ ଯାଇପାରନ୍ତି। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ।
ମୀନ: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଜୀବନସାଥୀଙ୍କ ସହିତ ପୁଣ୍ୟକ୍ଷେତ୍ରକୁ ଯାଇପାରନ୍ତି। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/gata-kali-rasi-4-1.jpg)
