publive-imageମେଷ: ଭବିଷ୍ୟତ ଲାଗି ଯୋଜନା ତିଆରି ପାଇଁ ଭଲ ଦିନଟିଏ। ଚାକିରିରେ ଦରମା ବଢ଼ିପାରେ। ବେପାରରେ ଉନ୍ନତିର ଅବସର ପାଇବେ।

Advertisment

publive-imageବୃଷ: ପୂର୍ବରୁ କରି ଆସୁଥିବା କାମରେ ଲାଭ ପାଇବେ। ଚାକିରିରେ ପ୍ରଭୁତ୍ବ ବୃଦ୍ଧି ହେବ। ଜୀବନସାଥୀ ଉପରେ ବିଶ୍ବାସ ବଜାୟ ରଖନ୍ତୁ ଏବଂ ତାଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ।

publive-imageମିଥୁନ: ଜମି କିଣିବା ପୂର୍ବରୁ ପରିବାର ଲୋକଙ୍କ ସମ୍ମତି ନିଅନ୍ତୁ। ବ୍ୟବସାୟରେ ଉନ୍ନତି ହେବ। ଆଇନ ମାମଲାରେ ବଡ଼ ଓକିଲଙ୍କ ମତ ଆପଣଙ୍କ ଲାଗି ଭଲ ପ୍ରମାଣିତ ହେବ।

publive-imageକକର୍ଟ: ଚାକିରି ବୃତ୍ତିରେ ସାବଧାନ ରହିବାର ଆବଶ୍ୟକତା ରହିଛି। ଜରୁରୀ କାମ ଅନ୍ୟମାନଙ୍କ ଉପରେ ନ୍ୟସ୍ତ କରନ୍ତୁ ନାହିଁ। ଲକ୍ଷ୍ୟ ସ୍ଥଳ ନିକଟରେ ପହଞ୍ଚିବେ।

publive-imageସିଂହ: ଆପଣଙ୍କ ମନ ଧର୍ମକାର୍ଯ୍ୟରେ ଅଧିକ ଲାଗି ରହିବ। ବନ୍ଧୁ ମାଧ୍ୟମରେ ଲାଭ ପାଇବେ। ଆଖପାଖର ଗତିବିଧି ଉପରେ ଦୃଷ୍ଟି ଦିଅନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

publive-imageକନ୍ୟା: ବ୍ୟବସାୟରେ ସକାରାତ୍ମକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ଯଥେଷ୍ଟ ମଜଭୁତ ହେବ। ଡାକ୍ତରଙ୍କର ସମାଜରେ ଖ୍ୟାତି ବଢ଼ିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦିଅନ୍ତୁ।

publive-imageତୁଳା: ଆପଣଙ୍କର ମାନସିକ ପ୍ରସନ୍ନତା ବଜାୟ ରହିବ। ରାଜନୀତିକ ଲୋକଙ୍କ ସମାଜରେ ପ୍ରତିଷ୍ଠା ବଢ଼ିବ। ପ୍ରେମ ଜୀବନ ଭଲ ରହିବ।

publive-imageବିଛା: ଆପଣଙ୍କ ଉପରେ ଲୋକମାନଙ୍କର ଭରସା ରହିବ। ପୁରୁଣା କାମ ସମାପ୍ତ କରିବା ପାଇଁ ଦିନଟି ଭଲ। ଧନଲାଭର ଯୋଗ ରହିଛି। ପାରିବାରିକ ଜୀବନ ଶାନ୍ତିମୟ ହେବ।

publive-imageଧନୁ: ଆପଣଙ୍କର ସବୁ ରଚନାକୁ ଲୋକେ ପ୍ରଶଂସା କରିବେ। କାମ ସଂପୂର୍ଣ୍ଣ କରିବା ପାଇଁ ସରକାରୀ କର୍ମଚାରୀଙ୍କର ମତ ପାଇବେ। ଜୀବନସାଥୀ ସହିତ ମନୋମାଳିନ୍ୟ ଦୂର ହେବ।

publive-imageମକର: ଆପଣଙ୍କର ଚେଷ୍ଟା ସଫଳ ହେବ। ବଡ଼ କଂପାନି ସହିତ ଚାକିରି ପାଇଁ କଥାବାର୍ତ୍ତା କରିବେ। ବ୍ୟବସାୟ ବୃଦ୍ଧି ପାଇଁ ଅଧିକ ପରିଶ୍ରମ କରିବାକୁ ହେବ।

publive-image

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

publive-imageମୀନ: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ବୁଝନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖା ଦେବ।