ମେଷ: ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଭାଗୀଦାର କାରବାରରେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ବ୍ୟାବସାୟିକ ଡିଲ୍ରେ ଲାଭ ହୋଇପାରେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।
ମିଥୁନ: ଆପଣ କାମ ପାଇଁ ପ୍ରଶ˚ସା ଓ ପୁରସ୍କାର ପାଇବେ। ବ୍ୟବସାୟ ବୃଦ୍ଧି ପାଇଁ ଯୋଜନା କରିପାରନ୍ତି। ଆପଣଙ୍କ ଜୀବନରେ ନୂଆ ସ˚ପର୍କ ଯୋଡ଼ି ହେବ।
କର୍କଟ: ପ୍ରଭୁଙ୍କ ଆରାଧନା ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଆପଣଙ୍କର ଅଧିକାଂଶ କାମ ସ˚ପୂର୍ଣ୍ଣ ହୋଇଯିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ସି˚ହ: ବିଶେଷ ଚେଷ୍ଟା କଲେ ଯାଇ ବେପାରରେ ସଫଳତା ଓ ଲାଭ ପାଇବେ। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ିପାରେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁୁ।
କନ୍ୟା: କର୍ମସାଧନ ପାଇଁ ଭଲ ସୁଯୋଗ ଆସିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣ ହେବ। ବିବାହିତ ଲୋକଙ୍କୁ ଦାମ୍ପତ୍ୟ ସୁଖ ମିଳିବ।
ତୁଳା: କାମକୁ ଠିକ୍ ରୂପେ ନିର୍ବାହ କରି ଆତ୍ମସନ୍ତୋଷ ଲାଭ କରିବେ। ଲୋକମାନଙ୍କ ମଧୢରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଆୟରେ ଅପ୍ରତ୍ୟାଶିତ ବୃଦ୍ଧି ହେବ।
ବିଛା: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ନୂଆ ବିଚାର ଆର୍ଥିକ ପକ୍ଷ ପାଇଁ ଲାଭଦାୟକ ହେବ। ପ୍ରେମିକ ଆପଣଙ୍କୁ ଉପହାର ଦେଇପାରନ୍ତି।
ଧନୁ: ସାହସିକ ନିଷ୍ପତ୍ତି ବଳରେ ସଫଳତା ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। ବିବାହ ଯୋଗ୍ୟ ପୁରୁଷଙ୍କ ଲାଗି ଭଲ ପ୍ରସ୍ତାବ ଆସିବ।
ମକର: ଜରୁରୀ କାମରେ ସଫଳତା ପାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ।
କୁମ୍ଭ: ରାଜନୈତିକ କାର୍ଯ୍ୟରେ ସମୟ ବିତିବ। ବନ୍ଧୁଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖକର ହେବ।
ମୀନ: ନୂଆ ବସ୍ତ୍ର ପରିଧାନ କରିବେ। ଖୁବ୍ ମଜା କରିବେ ଓ ଖୁସି ରହିବେ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଦୈନନ୍ଦିନ କାର୍ଯ୍ୟରେ ସଫଳତା ପାଇବେ।