ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବେପାର ବୃତ୍ତିରେ ଆଶାଜନକ ଫଳ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବୈବାହିକ ଜୀବନ ଖୁସି ଭରା ରହିବ।

ବୃଷ: ଧ୍ୟାନ ଲକ୍ଷ୍ୟସ୍ଥଳ ଆଡ଼କୁ ସଜାଇ ରଖିବେ। ପାରିବାରିକ ସହଯୋଗ ପାଇବେ। ବ୍ୟବସାୟୀଙ୍କ ଲାଗି ଧନଲାଭ ଯୋଗ ରହିଛି।

ମିଥୁନ: ଚାକିରି ବୃତ୍ତିରେ ପରସ୍ଥିତି ଉତ୍ତମ ରହିବ। ଜୀବନସାଥୀଙ୍କୁ କୌଣସି ଉପହାର ଦେବା ପାଇଁ ଭାବିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ ହେବ।

କର୍କଟ: ସବୁ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କିଛି ଲୋକ ଆପଣଙ୍କୁ ସାହାଯ୍ୟ ମାଗିବେ। ଛାତ୍ରଙ୍କୁ ଲେଖାପଢ଼ାରେ ସିନିୟରଙ୍କର ସାହାଯ୍ୟ ମିଳିବ।

ସିଂହ: ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହେବ। ବ୍ୟବସାୟରେ ବଡ଼ ଡିଲ୍ କରିପାରନ୍ତି। କୌଣସି ଭଲ କଂପାନିରେ ଚାକିରିରେ ସୁଯୋଗ ଆସିବ।

କନ୍ୟା: ଅଫିସରେ ନିଜର ମତ ରଖିବାର ସଫଳ ହେବେ। ବ୍ୟବସାୟରେ ଲାଭ ପାଇବେ। କୌଣସି ବ୍ୟକ୍ତିଙ୍କ ସହିତ ବନ୍ଧୁତା କରିବା ପୂର୍ବରୁ ତାଙ୍କ ବ୍ୟବହାରକୁ ବୁଝନ୍ତୁ।

ତୁଳା: ଆପଣଙ୍କର ବୃଦ୍ଧି ପାଉଥିବା ଶକ୍ତି ଦ୍ବାରା କିଛି ଲୋକ ପ୍ରଭାବିତ ହେବେ। ଜରୁରୀ କାମରେ ସଫଳତା ପାଇବେ। ପରିବାରରେ ଖୁସିର ଆଗମନ ହେବ।

ବିଛା: ଘରେ କୌଣସି ମାଙ୍ଗଳିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରିବେ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। କାରବାରରେ ଉନ୍ନତିର ସୁଯୋଗ ପାଇବେ।

ଧନୁ: ଅଫିସରେ ନୂଆ କାମ ମିଳିବ। ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି। ପ୍ରିୟତମଙ୍କ ସହିତ ବାହାରେ ରାତ୍ରିଭୋଜନ କରିବେ।

ମକର: କାରବାର ବୃଦ୍ଧି ଲାଗି ପରିବାର ଲୋକଙ୍କ ଠାରୁ ପରାମର୍ଶ ମିଳିବ। ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ସାବଧାନତାର ସହ ଯାନବାହାନ ଚଳାନ୍ତୁ।

କୁମ୍ଭ: ଆପଣଙ୍କର ମନ ପୂଜାପାଠରେ ଅଧିକ ଲାଗି ରହିବ। ଇଂଜିନିୟରଙ୍କ ଲାଗି ଦିନଟି ଅନୁକୂଳ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

କୁମ୍ଭ: ଆପଣଙ୍କର ମନ ପୂଜାପାଠରେ ଅଧିକ ଲାଗି ରହିବ। ଇଂଜିନିୟରଙ୍କ ଲାଗି ଦିନଟି ଅନୁକୂଳ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

ସମ୍ବନ୍ଧିତ ଖବର