publive-imageମେଷ: କ୍ୟାରିୟରରେ ଗୁରୁଙ୍କ ସାହାଯ୍ୟ ପାଇବେ। କୌଣସି ନିକଟ ସଂପର୍କୀୟଙ୍କ ଠାରୁ ଆର୍ଥିକ ସହାୟତା ପାଇପାରନ୍ତି। ସପରିବାର ମନୋରମ ସ୍ଥାନକୁ ଭ୍ରମଣରେ ଯିବେ।

Advertisment

publive-imageବୃଷ: କିଛି ଲୋକ ଆପଣଙ୍କ ଦ୍ବାରା ପ୍ରଭାବିତ ହେବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଭାଇଙ୍କ ଠାରୁ କିଛି ଉପହାର ପାଇବେ।

publive-imageମିଥୁନ: ଆପଣଙ୍କ ଭିତରେ ଅତ୍ୟଧିକ ଆତ୍ମବିଶ୍ବାସ ସୃଷ୍ଟି ହୋଇପାରେ। ଚାକିରିଜୀବୀଙ୍କ ଉନ୍ନତି ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

publive-imageକର୍କଟ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବିଦେଶ ଯିବାର ସୁଯୋଗ ମିଳିବ। ପାରିବାରିକ ପରିବେଶ ଭଲ ରହିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଉତ୍ତମ।

publive-imageସିଂହ: ଅଫିସରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମ ପ୍ରଶଂସିତ ହେବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ।

publive-imageକନ୍ୟା: ଆପଣ ନିଜ ଶକ୍ତିକୁ ଭଲ କାମରେ ଲଗାଇବେ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଲାଭପ୍ରଦ ହେବ। ପାରିବାରିକ ଜୀବନ ସୁଖକର ହେବ।

publive-imageତୁଳା: ବ୍ୟବସାୟ ସମ୍ବନ୍ଧରେ ଯାତ୍ରା ଯୋଗ ରହିଛି। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ନୂଆ ଜମି କିଣିବା ଲାଗି ସୁଯୋଗ ଆସିବ।

publive-imageବିଛା: କ୍ରୋଧ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରଖିବା ଦରକାର। କୌଣସି କଥାକୁ ନେଇ ବନ୍ଧୁ ସହିତ ବଚସା ହୋଇପାରେ। ଜୀବନସାଥୀଙ୍କ ପରାମର୍ଶରେ ରୋଜଗାର ମିଳିବ।

publive-imageଧନୁ: ଜୀବନରେ ଆଗକୁ ବଢ଼ି ଚାଲିବେ। ନୂଆ କାମରୁ ବହୁତ କିଛି ଶିଖିବେ। ପରିବାର ଲୋକ ଆପଣଙ୍କ ବ୍ୟବହାରରେ ଖୁସି ହେବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

publive-imageମକର: ଅଭାବୀ ଲୋକଙ୍କୁ ସହାୟତାର ହାତ ବଢ଼ାଇବେ। ଚାକିରି ବୃତ୍ତିରେ ଉନ୍ନତି ହୋଇପାରେ। ବନ୍ଧୁ ଠାରୁ କିଛି ଭଲ ଶିକ୍ଷା ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

publive-image

କୁମ୍ଭ: କ୍ୟାରିୟରରେ ବଡ଼ ସଫଳତା ମିଳିବ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଛାତ୍ରଙ୍କୁ ପରିଶ୍ରମ କରିବାକୁ ହେବ।

publive-imageମୀନ: କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମନା କରିବାକୁ ସକ୍ଷମ ହେବେ। ଚାକିରିଜୀବୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଜୀବନସାଥୀଙ୍କ ସହ ସୁଖଦ ସନ୍ଧ୍ୟା ଅତିବାହିତ କରିବେ।