ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂର୍ବ କଂପାନିର ଅଭିଜ୍ଞତା ଆପଣଙ୍କ କାମରେ ଆସିବ। କୋର୍ଟ କଚେରି ମାମଲାଠୁଁ ଦୂରରେ ରୁହନ୍ତୁ। ନୂଆ ଜମି କିଣିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖନ୍ତୁ।

ବୃଷ: ଅଧିକ ଭାବୁକ ହେଲେ ଆପଣ ଅଶାନ୍ତ ହେବେ। କାରବାରରେ ଅନିଶ୍ଚିତ ସ୍ଥିତି ଉତ୍ପନ୍ନ ହୋଇପାରେ। ନିକଟ ସଂପର୍କୀୟଙ୍କୁ ମନର କଥା କହିପାରନ୍ତି।

ମିଥୁନ: ଆପଣଙ୍କର ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପହାର ଦେଇପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ।

କର୍କଟ: ବେପାରରେ ଯଥେଷ୍ଟ ଲାଭ ପାଇବେ। ପରିବାରରେ କୌଣସି ଲୋକଙ୍କ ସହିତ ମତଭେଦ ହୋଇପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମ ସମ୍ବନ୍ଧ ମଧୁର ହେବ।

ସିଂହ: ନୂଆ କାମରେ ରୁଚି ବଢ଼ିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ଘର ସଜାଇବାରେ ଧ୍ୟାନ ଦେଇପାରନ୍ତି। ସନ୍ଧ୍ୟାରେ ପିଲାମାନଙ୍କ ସହିତ ଭଲ ସମୟ କାଟିବେ।

କନ୍ୟା: ପୂର୍ବରୁ କରିଥିବା ଭୁଲ୍ ପାଇଁ ପଶ୍ଚାତାପ କରିବେ। ରାଜନୀତିରେ ବିରୋଧୀମାନଙ୍କ ଦୃଢ଼ ମୁକାବିଲା କରବେ। ବନ୍ଧୁ ସହିତ ବୁଲି ଯିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ।

ତୁଳା: ଯେଉଁ କାମ କରିବେ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

ବିଛା: ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ। ନୂଆ ଲୁଗା କିଣିବାରେ ଅଧିକ ଖର୍ଚ୍ଚ କରିପାରନ୍ତି। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି।

ଧନୁ: ଅଧୁରା ଥିବା କାମରେ ବନ୍ଧୁ ସାହାଯ୍ୟ କରିବେ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ଆପଣଙ୍କର କ୍ଷୀପ୍ର ବୁଦ୍ଧି ପାଇଁ ଆପଣଙ୍କୁ ପୁରସ୍କାର ମିଳିବାର ଯୋଗ ରହିଛି।

ମକର: ଆପଣ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ହେବ। ଜମି କିଣିବା ପାଇଁ ସୁଯୋଗ ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।

କୁମ୍ଭ: ଅନ୍ୟମାନଙ୍କ ଆଗରେ ଆପଣଙ୍କର ଛବି ଭଲ ରହିବ। ବ୍ୟବସାୟୀଙ୍କୁ ଲାଭ ମିଳିବ। ଅଫିସରେ କର୍ତ୍ତୃପକ୍ଷଙ୍କ ବ୍ୟବହାର ସକାରାତ୍ମକ ରହିବ। ଶତ୍ରୁଙ୍କୁ ପରାସ୍ତ କରିବେ।

ମୀନ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ପରିବର୍ତ୍ତନ କରିପାରନ୍ତି। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇଲେ ଦିଗୁଣା ଲାଭ ମିଳିବ। ପରିବାରରେ ଖୁସିର ଆଗମନ ହେବ।

ସମ୍ବନ୍ଧିତ ଖବର