publive-imageମେଷ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

Advertisment

publive-imageବୃଷ: କ୍ୟାରିୟରରେ ଅଗ୍ରସର ହେବାର ପ୍ରୟାସ ଲାଭଦାୟକ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ।

publive-imageମିଥୁନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଯଥେଷ୍ଟ ସଫଳତା ହାସଲ ହେବ। ଭାଇ ନିଜ କାମରେ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ଔଷଧ ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ହେବ।

publive-imageକର୍କଟ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମରେ ଅଧସ୍ତନ ଓ ଉପରିସ୍ଥ କର୍ମଚାରୀ ଖୁସି ହେବେ। ପରିବାରରେ ଆପଣଙ୍କ ବ୍ୟବହାରରେ ସମସ୍ତେ ଖୁସି ରହିବେ।

publive-imageସିଂହ: ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିପାରେ। ବ୍ୟବସାୟରେ ଉନ୍ନତି ହେବ। ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

publive-imageକନ୍ୟା: ଅଫିସରେ କାମର ବୋଝ ବଢ଼ିପାରେ। ବ୍ୟବସାୟୀ ମହତ୍ତ୍ବପୂର୍ଣ୍ଣ ଯୋଜନା ତିଆରି କରିବେ। ଜୀବନସାଥୀଙ୍କ ଠାରୁ କୌଣସି ଉପହାର ପାଇବେ।

publive-imageତୁଳା: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଢ଼ିବ। ଛାତ୍ରଛାତ୍ରୀ ଗୁରୁତ୍ବପୂର୍ଣ୍ଣ ବିଷୟକୁ ଶାନ୍ତିରେ ଅଧ୍ୟୟନ କରନ୍ତୁ।

publive-imageବିଛା: ବେପାରକୁ ଆଗକୁ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ବ୍ୟାଙ୍କ କର୍ମଚାରୀ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବେ। ପ୍ରେମିକା ସହିତ ସମୟ ଅତିବାହିତ କରିବେ।

publive-imageଧନୁ: ନୂଆ କାମ ଆରମ୍ଭ କରିବା ପୂର୍ବରୁ ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ସନ୍ଧ୍ୟାରେ ଭାଇ ଭଉଣୀଙ୍କ ସହିତ ହସଖୁସିର ଆସର ଜମିବ।

publive-imageମକର: କାମରେ ସୁଧାର ଆଣିବାରେ ଆପଣଙ୍କ ଧ୍ୟାନ ଲାଗିରହିବ। ସହକର୍ମୀଙ୍କ ସହିତ ତର୍କବିତର୍କ ହୋଇପାରେ। ଘରେ କୌଣସି ଜିନିଷ ମରାମତି କରିବାକୁ ପଡ଼ିପାରେ।

publive-image

କୁମ୍ଭ: ଆର୍ଥିକ ସ୍ଥିତି ମଜଭୁତ ରହିବ। ଆପଣଙ୍କ ବ୍ୟବସାୟରେ ବାପା ସାହାଯ୍ୟ କରିବେ। ନୂଆ ଲୋକଙ୍କୁ ଭଲଭାବେ ଜାଣିଲା ପରେ ଯାଇ ବନ୍ଧୁତା କରନ୍ତୁ।

publive-imageମୀନ: ଆପଣଙ୍କୁ ଯାହା କାମ ମିଳିବ ତାକୁ ଭଲଭାବେ ତୁଲାଇବେ। ଜମି ଦଲାଲଙ୍କ କାମ ଠିକ୍ ମାର୍ଗରେ ଆଗେଇବ। ପ୍ରେମୀଯୁଗଳ ଭବିଷ୍ୟତ ପାଇଁ ଯୋଜନା କରିବେ।