publive-imageମେଷ: ନୂଆ କାମ କରିବାକୁ ଉତ୍ସୁକ ଥିଲେ ବଡ଼ଙ୍କ ପରାମର୍ଶ ନେଇ କରନ୍ତୁ, ଫଳପ୍ରଦ ହେବ। ବେପାରରେ ଧନଲାଭ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।

Advertisment

publive-imageବୃଷ: ପରିବାରରେ ଲାଗି ରହିଥିବା ଝଞ୍ଜଟ ସମାଧାନ କରିବାରେ ସଫଳ ରହିବେ। ପ୍ରତିଷ୍ଠା ବୃଦ୍ଧି ଲାଗି ସୁଯୋଗ ପାଇବେ। ଅନ୍ତରଙ୍ଗ ବନ୍ଧୁଙ୍କ ସହ କଥା ହେବେ।

publive-imageମିଥୁନ: ନିତିଦିନିଆ କାର୍ଯ୍ୟସୂଚୀ ପରିବର୍ତ୍ତନ କରିପାରନ୍ତି। ଉନ୍ନତିର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ।

publive-imageକର୍କଟ: ବ୍ୟବସାୟରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ଚାକିରିଜୀବୀଙ୍କୁ କାମରେ ସଫଳତା ହାସଲ ହେବ। ପ୍ରିୟ ବନ୍ଧୁଙ୍କୁ ଉପହାର ଦେଇପାରନ୍ତି।

publive-imageସିଂହ: ପରିବାରରେ ଲାଗି ରହିଥିବା କଳହ ଦୂର ହେବ। ବିୟୁଟି ପାର୍ଲରରେ କାମ କରୁଥିବା ଲୋକଙ୍କୁ ଲାଭ ହେବ। ବିଜ୍ଞାନ ଛାତ୍ର ଲେଖାପଢ଼ାରେ ଅଧିକ ମନ ଦିଅନ୍ତୁ।

publive-imageକନ୍ୟା: ଭାଇ ସହିତ ସମ୍ବନ୍ଧ ମଜଭୁତ ହେବ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ପ୍ରଶଂସା ମିଳିବ। ବ୍ୟାଙ୍କ ଚାକିରିଆଙ୍କର କାମ ଶୀଘ୍ର ପୂରା ହେବ।

publive-imageତୁଳା: ଫେସନ ଡିଜାଇନରଙ୍କ ମସ୍ତିଷ୍କରେ କିଛି ନୂଆ ଡିଜାଇନ ଆସିବ। ଜୀବନସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ରାଜନୀତିରେ ଆର୍ଥିକ ଲାଭ ହେବ।

publive-imageବିଛା: ସ୍ଥଗିତ କାମ ଘର ଲୋକଙ୍କ ସାହାଯ୍ୟରେ ସଂପୂର୍ଣ୍ଣ ହେବ। ପାରିବାରିକ ଜୀବନ ସୁଖକର ହେବ। ମହିଳାମାନେ ନୂଆ ଜିନିଷ ତିଆରି କରିବେ।

publive-imageଧନୁ: ଆପଣଙ୍କ ଲାଗି ଦିନଟି ସକାରାତ୍ମକ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ। ଡାକ୍ତରୀ ଛାତ୍ର ସିନିୟରଙ୍କ ସାହାଯ୍ୟ ପାଇବେ।

publive-imageମକର: କୌଣସି ଶୁଭ ଖବର ପାଇବେ। କାରବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ମିଳିବ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ।

publive-image

କୁମ୍ଭ: ଦୀର୍ଘ ଦିନର ଆଶା ପୂରଣ ହେବ। ଲୁଗା ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ହେବ। ଓକିଲଙ୍କର ସମାଜରେ ଖ୍ୟାତି ବଢ଼ିବ।

publive-imageମୀନ: ସାମାଜିକ କାର୍ଯ୍ୟରେ ଭାଗ ନେବେ। ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇ ନେବେ। କଂପ୍ୟୁଟର ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।