publive-image

Advertisment

ମେଷ: ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ପ୍ରେମୀଯୁଗଳ ବୁଲି ଯିବାର ଯୋଜନା କରିବେ। ନୂଆ କାମ ଆରମ୍ଭ କଲେ ଭବିଷ୍ୟତରେ ଲାଭ ହେବ।

publive-image

ବୃଷ: ଆପଣଙ୍କର ସବୁ କାମ ମନମୁତାବକ ପୂରା ହେବ। ନିଜ କାମ ପାଇଁ କାହାରି ଉପରେ ଚାପ ପକାନ୍ତୁ ନାହିଁ। ପାରିବାରିକ ସମ୍ବନ୍ଧ ଭଲ ହେବ।

publive-imageମିଥୁନ: ଅଫିସରେ ଆପଣଙ୍କ କାମ ନିର୍ଦ୍ଧାରିତ ସମୟର ପୂରା ହେବ। କ୍ୟାରିୟରେ ନୂଆ ସୁଯୋଗ ପାଇବେ। କୌଣସି ବିଶେଷ ବ୍ୟକ୍ତିଙ୍କ ପାଖରୁ ସାହାଯ୍ୟ ପାଇବେ।

publive-imageକର୍କଟ: ସ୍ଥଗିତ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆପଣଙ୍କ ନିକଟକୁ ନୂଆ ଦାୟିତ୍ବ ଆସିବ। ଜୀବନସାଥୀଙ୍କ ପାଖରୁ କୌଣସି ଶୁଭ ଖବର ପାଇବେ।

publive-imageସିଂହ: ବିଶେଷ କାମରେ ସଫଳତା ହାସଲ କରିବେ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

publive-imageକନ୍ୟା: ଆପଣଙ୍କ ମନ ସାମାଜିକ କାର୍ଯ୍ୟରେ ରହିବ। ସାରା ଦିନ ସୁସ୍ଥ ସବଳ ଅନୁଭବ କରିବେ। ନୂଆ ଲୋକଙ୍କ ସହିତ ଚୁକ୍ତି ପକ୍କା ହୋଇପାରେ।

publive-imageତୁଳା: ବନ୍ଧୁମାନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ବ୍ୟବସାୟରେ ଉନ୍ନତି ହେବାର ସମ୍ଭାବନା। ପଇସା ନେବା ଦେବାରୁ ନିବୃତ୍ତ ରୁହନ୍ତୁ।

publive-imageବିଛା: ଘରକୁ ବନ୍ଧୁଙ୍କ ଆଗମନ ହେତୁ ଖୁସିର ପରିବେଶ ରହିବ। ଶରୀର ସୁସ୍ଥ ରହିବ। ପରିବାର ସହିତ ଆଲୋଚନା କରି ନିଜର ଅଶାନ୍ତିକୁ ଦୂର କରିବେ।

publive-imageଧନୁ: ଆପଣଙ୍କ ଭିତରେ ଅତ୍ୟଧିକ ଆତ୍ମବିଶ୍ବାସ ରହିବ। ବେପାରରେ ଯଥେଷ୍ଟ ଲାଭ ହେବ। ନିଜ ସାମର୍ଥ୍ୟରେ କାମକୁ ସହଜରେ ପୂରା କରିନେବେ।

publive-imageମକର: ଦୀର୍ଘ ଦିନର ଅଶାନ୍ତି ଦୂର ହେବ। ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ। ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ବିଶ୍ବାସ ବଜାୟ ରଖନ୍ତୁ।

publive-image

କୁମ୍ଭ: କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେବେ। ପାରିବାରିକ କାର୍ଯ୍ୟ ଲାଗି ଆପଣ ଅଧିକ ଯା’ଆସ କରିବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

publive-imageମୀନ: ଶିକ୍ଷଣୀୟ କାର୍ଯ୍ୟରେ ରୁଚି ରହିବ। ଆପଣଙ୍କ କ୍ଷମତାକୁ ଭଲ କାମରେ ଲଗାଇବେ। ଘରେ କୌଣସି ଶୁଭ କାର୍ଯ୍ୟ ସମ୍ପାଦିତ ହେବ।