/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: କାମ ପୂରା କରିବା ଲାଗି ବଡ଼ଙ୍କର ସାହାଯ୍ୟ ପାଇବେ। ବନ୍ଧୁର ପରାମର୍ଶ ବହୁତ କାମରେ ଆସିବ। କାରବାରରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ନିଜର ବ୍ୟକ୍ତିତ୍ବ ବିକାଶ ଲାଗି ଭଲ ଦିନଟିଏ। ଅଫିସରେ ବାକି କାମ ପୂରା କରିପାରିବେ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: କାରବାରକୁ ନେଇ ଆପଣଙ୍କର ଦାୟିତ୍ବ ବଢ଼ିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କାରିବେ। କୌଣସି ଧାର୍ମିକ ଆୟୋଜନରେ ଅଂଶଗ୍ରହଣ କରିପାରନ୍ତି।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ଆପଣଙ୍କର ସବୁ କାମ ସହଜରେ ପୂରା ହେବ। ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବ। ସମାଜରେ ମାନ ସମ୍ମାନ ବଢ଼ିବ। ଆପଣଙ୍କ ବ୍ୟବହାରରେ ଜୀବନସାଥୀ ପ୍ରସନ୍ନ ରହିବେ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: କୌଣସି ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ଆପଣଙ୍କୁ ଆର୍ଥିକ ମାମଲାରେ ଲାଭ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଗଣମାଧ୍ୟମ କର୍ମଚାରୀଙ୍କର କାମ ପ୍ରଶଂସିତ ହେବ। ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇପାରିବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ପ୍ରେମ ଜୀବନ ଭଲ ହେବ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ନିଜର ବ୍ୟବହାରକୁ ମାର୍ଜିତ କରିବା ଲାଗି ଚେଷ୍ଟା କରିବେ। କାର୍ଯ୍ୟ ପୂରା କରିବା ଲାଗି ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଶତ୍ରୁ କ୍ଷତି କରିବାକୁ ଉଦ୍ୟମ କରି ବିଫଳ ହେବେ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ଦୀର୍ଘ ଦିନର ସ୍ବପ୍ନ ସାକାର ହେବ। ଆପଣଙ୍କ ନିଜ ଖର୍ଚ୍ଚ ନିୟନ୍ତ୍ରଣ କରିବା ଲାଗି ଯୋଜନା କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/11/makar.jpg)
ମକର: କୋର୍ଟ କଚେରି ମାମଲାରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ବୟୋଜ୍ୟେଷ୍ଠଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। କମ୍ ପରିଶ୍ରମରେ ଅଧିକ ଲାଭର ଅବସର ପାଇବେ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ପରିଶ୍ରମ ବଳରେ କାମରେ ସଫଳତା ପାଇବେ। କୌଣସି ବିବାଦରେ ପଶନ୍ତୁ ନାହିଁ। ଶିକ୍ଷକଙ୍କ ଲାଗି ଦିନଟି ଲାଭଦାୟକ। ସୁସମ୍ବାଦ ପାଇବେ। ଘରକୁ ବନ୍ଧୁ ଆସିପାରନ୍ତି।
ମୀନ: ଆର୍ଥିକ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାର ଲୋକଙ୍କ ସହିତ ଅଧିକ ସମୟ କାଟିବେ। ଅଫିସ କାମ ପୂରା କରିବା ଲାଗି ଆଶାଠୁଁ ଅଧିକ ପରିଶ୍ରମ କରିବାକୁ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/gata-kali-rasi-4-1.jpg)