/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଭାବିଚିନ୍ତି କାମ କରନ୍ତୁ। ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ସନ୍ତାନ ସୁଖ ମିଳିବାର ଯୋଗ ଅଛି। ବନ୍ଧୁ ଠାରୁ ଆର୍ଥିକ ସହାୟତା ପାଇବେ। ପ୍ରେମ ଜୀବନ ଭଲ ରହିବ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ନୂଆ ସୁଯୋଗ ଲାଗି ଆପଣ ନିଜକୁ ପ୍ରସ୍ତୁତ ରଖିବା ଦରକାର। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: କୌଣସି କଥାକୁ ନେଇ ବଡ଼ ଭଉଣୀଙ୍କ ପରାମର୍ଶ ନେବେ। ନିଜର ଅଭାବ ଦୂର କରିବା ପାଇଁ ଚେଷ୍ଟା କରିବେ। ପାରିବାରିକ ଜୀବନ ସୁଖକର ହେବ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: କାର୍ଯ୍ୟକ୍ଷେତ୍ରରେ କିଛି ଅହ୍ବାନ ଆସିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଆପଣ କିଛି ନୂଆ ଶିଖିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଜୀବନସାଥୀଙ୍କ ପାଇଁ କିଛି ନିବେଶ କରିବେ। ଆପଣଙ୍କ କାମରେ ବାପାଙ୍କ ସହଯୋଗ ପାଇବେ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଆପଣ ଅଧିକ ସକ୍ରିୟ ରହିବେ। ଦୀର୍ଘ ଦିନର ସ୍ଥଗିତ କାମରେ ସଫଳତା ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଠିକ୍ ରହିବ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ଲାଗି କାହାରି ପରାମର୍ଶ ନେବେ। ଡାକ୍ତରୀ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ନବବିବାହିତ ଦମ୍ପତ୍ତି ପରସ୍ପରଙ୍କୁ ମନର କଥା କହିବେ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ସଂପର୍କ ସ୍ଥାପନ ହେବ। ବେପାରରେ ଲାଭ ପାଇବେ। ପ୍ରିୟବନ୍ଧୁ ସହ ଫୋନରେ କଥା ହେବେ। ଅନ୍ୟଙ୍କୁ ନିଜ ସପକ୍ଷରେ କରିବାରେ ସଫଳ ହେବେ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ପରିବାରରେ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ପଦକ୍ଷେପ ନିଅନ୍ତୁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ରହିବ। ଆପଣ ନିଜ କାର୍ଯ୍ୟ ଆଗକୁ ବଢ଼ାଇବାର ଯୋଜନା କରିବେ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ଆପଣଙ୍କର ଉନ୍ନତି ହେବା ଯୋଗୁଁ ପରିବାରରେ ଖୁସିର ମାହୋଲ ରହିବ। ବ୍ୟବସାୟ ବଢ଼ାଇବା ଲାଗି ଭାଗୀଦାରଙ୍କ ସହଯୋଗ ପାଇବେ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଉପାର୍ଜନ ଲାଗି ନୂଆ ମଉକା ପାଇବେ। ବଡ଼ଙ୍କ ସମ୍ମତି ନେଇ ନୂଆ କାରବାର ଆରମ୍ଭ କରନ୍ତୁ। ଆପଣ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ମୀନ: ପିଲାପିଲିଙ୍କ ସହ ଆପଣଙ୍କର ଭଲ ସମୟ ବିତିବ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେବ। କଠିନରୁ କଠିନ ପରିସ୍ଥିତିର ସାମନା କରିବା ପାଇଁ ପ୍ରସ୍ତୁତ ରହିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/gata-kali-rasi-4-1.jpg)