ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବିବାର: ପ୍ରେମ ଜୀବନ ଭଲ ରହିବ। ସୋମ ଓ ମଙ୍ଗଳବାର: ଚାକିରିରେ ବଦଳି ହୋଇପାରେ। ବୁଧ ଓ ଗୁରୁବାର: କାମ ସକାରାତ୍ମକ ରୂପେ ପୂରା ହେବ। ଶୁକ୍ର ଓ ଶନିବାର: ବେପାର ବୃଦ୍ଧି ହେବ।

 

ରବିବାର: କାମ ପ୍ରତି ଏକାଗ୍ରତା ରହିବ। ସୋମ ଓ ମଙ୍ଗଳବାର: ଧନଲାଭ ହେବ। ବୁଧ ଓ ଗୁରୁବାର: ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରୁହନ୍ତୁ। ଶୁକ୍ର ଓ ଶନିବାର: ପରିଶ୍ରମର ସୁଫଳ ପାଇବେ।

ରବିବାର: ନୂଆ କାମ ଆରମ୍ଭ କରିପାରନ୍ତି। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ବଡ଼ ଅର୍ଡର ପାଇବେ। ବୁଧ ଓ ଗୁରୁବାର: ବିବାହିତଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଶିକ୍ଷାର୍ଥୀଙ୍କ ଲାଗି ସମୟ ଭଲ।

ରବିବାର: ପୂର୍ବ ବିବାଦ ସାମ‌୍ନାକୁ ଆସିପାରେ। ସୋମ ଓ ମଙ୍ଗଳବାର: ପ୍ରେମ ପ୍ରତି ଆକର୍ଷଣ ବଢ଼ିବ। ବୁଧ ଓ ଗୁରୁବାର: ଶତ୍ରୁଙ୍କୁ ଜୟ କରିବେ। ଶୁକ୍ର ଓ ଶନିବାର: ଧନଲାଭର ନୂଆ ମାର୍ଗ ଖୋଲିବ।

ରବିବାର: ଭ୍ରମଣ ସୁଖଦ ରହିବ। ସୋମ ଓ ମଙ୍ଗଳବାର: ସମ୍ମାନନୀୟ ଲୋକଙ୍କ ସହ ମିଶିବେ। ବୁଧ ଓ ଗୁରୁବାର: ପରିଶ୍ରମର ସକାରାତ୍ମକ ଫଳ ପାଇବେ। ଶୁକ୍ର ଓ ଶନିବାର: ପାରିବାରିକ ଦାୟିତ୍ବ ବଢ଼ିବ।

ରବିବାର: ଧନପ୍ରାପ୍ତି ହେବ। ସୋମ ଓ ମଙ୍ଗଳବାର: ଅଫିସ୍‌ରେ ନୂଆ କାମ କରିବେ। ବୁଧ ଓ ଗୁରୁବାର: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଶୁକ୍ର ଓ ଶନିବାର: ପ୍ରିୟତମଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

 

ରବିବାର: ଖୁସି ଖବର ପାଇବେ। ସୋମ ଓ ମଙ୍ଗଳବାର: କାରବାର ବୃଦ୍ଧି ହେବ। ବୁଧ ଓ ଗୁରୁବାର: ଭଲ ଚାକିରିର ସୁଯୋଗ ଆସିବ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: କୌଣସି ବଡ଼ ନିର୍ଣ୍ଣୟ ନେଇପାରନ୍ତି। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଶୁକ୍ର ଓ ଶନିବାର: ବେପାରରେ ଉନ୍ନତି ହେବ।

 

ରବିବାର: ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ସୋମ ଓ ମଙ୍ଗଳବାର: ଅର୍ଥ ଅଭାବ ଅନୁଭବ କରିବେ। ବୁଧ ଓ ଗୁରୁବାର: ଜୀବନରେ ଖୁସିର ଆଗମନ ହେବ। ଶୁକ୍ର ଓ ଶନିବାର: ବେପାରରେ ଉନ୍ନତି ହେବ।

 

ରବିବାର: କ୍ୟାରିୟର ପାଇଁ ସୁଯୋଗ। ସୋମ ଓ ମଙ୍ଗଳବାର: ସମ୍ବନ୍ଧରେ ମଧୁରତା ଆସିବ। ବୁଧ ଓ ଗୁରୁବାର: ଘର ଖର୍ଚ୍ଚ ବଢ଼ିପାରେ। ଶୁକ୍ର ଓ ଶନିବାର: ବ୍ୟକ୍ତିତ୍ବରେ ବିକଶିତ ହେବ।

 

ରବିବାର: କାମ ସହଜରେ ପୂରା ହେବ। ସୋମ ଓ ମଙ୍ଗଳବାର: ରୋଜଗାରର ସୁଯୋଗ ପାଇବେ। ବୁଧ ଓ ଗୁରୁବାର: ବ୍ୟବସାୟ ଯାତ୍ରା ଫଳପ୍ରଦ ହେବ। ଶୁକ୍ର ଓ ଶନିବାର: ସନ୍ତାନ ପ୍ରତି ବିଶ୍ବାସ ବଢ଼ିବ।

ରବିବାର: ତର୍କ ଶକ୍ତିକୁ ମଜଭୁତ ରଖନ୍ତୁ। ସୋମ ଓ ମଙ୍ଗଳବାର: ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଧନଲାଭ ହେବ। ଶୁକ୍ର ଓ ଶନିବାର: ରାଜନୀତିରେ ସଫଳତା ପାଇବେ।

ସମ୍ବନ୍ଧିତ ଖବର