ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବି ଓ ସୋମବାର: ଦ୍ରବ୍ୟ ନଷ୍ଟ ବା ଚୋରି ହୋଇପାରେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର: ସନ୍ତାନ ସୁଖ ପାଇବେ। ଶନିବାର: ଆୟ ବଢ଼ିବ।

 

ରବି ଓ ସୋମବାର: ଆର୍ଥିକ ସ୍ଥିତିରେ ସୁଧାର ହେବ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ବାଧା ଉପୁଜିପାରେ। ଗୁରୁ ଓ ଶୁକ୍ରବାର: ଧାର୍ମିକ ଭାବନା ଉଜ୍ଜୀବିତ ହେବ। ଶନିବାର: କାମର ବୋଝ ବଢ଼ିବ।

ରବି ଓ ସୋମବାର: ଆୟର ନୂଆ ଉତ୍ସ ଆସିପାରେ। ମଙ୍ଗଳ ଓ ବୁଧବାର: ଚାକିରି ମିଳିବା ଯୋଗ ରହିଛି। ଗୁରୁ ଓ ଶୁକ୍ରବାର: ମନ ଉଦାସ ରହିବ। ଶନିବାର: ଭାଗ୍ୟର ବୃଦ୍ଧି ହେବ।

ରବି ଓ ସୋମବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ମଙ୍ଗଳ ଓ ବୁଧବାର: ସବୁ ସମସ୍ୟାର ସମାଧାନ ହୋଇଯିବ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନ ସୁଖଦ ରହିବ। ଶନିବାର: ମନ ଉଦାସ ରହିବ।

ରବି ଓ ସୋମବାର: ରାଜନୀତିରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ଆଗକୁ ବଢ଼ିବା ପାଇଁ ନୂଆ କଥା ଭାବିବେ। ଗୁରୁ ଓ ଶୁକ୍ରବାର: ବନ୍ଧୁଙ୍କୁ ମନ କଥା କହିବେ। ଶନିବାର: ପ୍ରେମ ଜୀବନ ଭଲ ରହିବ।

ରବି ଓ ସୋମବାର: ମନର ଆଶା ପୂରଣ ହେବ। ମଙ୍ଗଳ ଓ ବୁଧବାର: ବିବାଦଠୁ ଦୂରରେ ରୁହନ୍ତୁ। ଗୁରୁ ଓ ଶୁକ୍ରବାର: ସକାରାତ୍ମକ ବିଚାର ଘେନି ଆଗକୁ ବଢ଼ିବେ। ଶନିବାର: ଶତ୍ରୁଙ୍କୁ ଜୟ କରିବେ।

 

ରବି ଓ ସୋମବାର: ଅଧୁରା କାମ ପୂରା ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ନୂଆ ଦିଗ ପାଇବେ। ଗୁରୁ ଓ ଶୁକ୍ରବାର: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଶନିବାର: ସୁସମ୍ବାଦ ପାଇବେ।

ରବି ଓ ସୋମବାର: ପ୍ରୟାସ କରି ସଫଳ ହେବେ। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଗୁରୁ ଓ ଶୁକ୍ରବାର: ରାଜନୈତିକ ପରିସର ବଢ଼ିବ। ଶନିବାର: ବନ୍ଧୁ ମିଳନ।

 

ରବି ଓ ସୋମବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ ଓ ବୁଧବାର: ଛାତ୍ରମାନେ ନୂଆ କଥା ଶିଖିବେ। ଗୁରୁ ଓ ଶୁକ୍ରବାର: କାର୍ଯ୍ୟରେ ସଫଳତା ପାଇବେ। ଶନିବାର: ଭଲ ଖବର ପାଇବେ।

 

ରବି ଓ ସୋମବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ଖର୍ଚ୍ଚ ବଢ଼ିପାରେ। ଗୁରୁ ଓ ଶୁକ୍ରବାର: ରାଜନୀତିରେ ଲାଭ ପାଇବେ। ଶନିବାର: ନୂଆ ଲକ୍ଷ୍ୟ ହାସଲ କରିବେ।

 

ରବି ଓ ସୋମବାର: ଆପଣଙ୍କ ସପକ୍ଷରେ ପରିବର୍ତ୍ତନ ହେବ। ମଙ୍ଗଳ ଓ ବୁଧବାର: ବନ୍ଧୁ ଆପଣଙ୍କୁ ଉପହାର ଦେବେ। ଗୁରୁ ଓ ଶୁକ୍ରବାର: ସବୁ କିଛି ହାସଲ କରିବେ। ଶନିବାର: ବେପାରରେ ଲାଭ ପାଇବେ।

ରବି ଓ ସୋମବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ମଙ୍ଗଳ ଓ ବୁଧବାର: ଘରର ପରିବେଶ ଭଲ ରହିବ। ଗୁରୁ ଓ ଶୁକ୍ରବାର: ଆୟ ବଢ଼ିବ। ଶନିବାର: ପଇସାର ଅଭାବ ଅନୁଭବ କରିବେ।

ସମ୍ବନ୍ଧିତ ଖବର