ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଚାକିରିଆଙ୍କ ଲାଗି ଦିନଟି ଲାଭଦାୟକ। କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମ୍ନା କରିବେ। ଜୀବନସାଥୀଙ୍କ ସହ ସୁଖଦ ସନ୍ଧ୍ୟା ଅତିବାହିତ କରିବେ।

ବୃଷ: ବନ୍ଧୁ ଠାରୁ ଆର୍ଥିକ ସାହାଯ୍ୟ ପାଇବେ। ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ସପରିବାର ବଡ଼ ସହରକୁ ଯିବାର ଯୋଜନା କରିପାରନ୍ତି। ସବୁ କଷ୍ଟ ଦୂର ହେବ।

ମିଥୁନ: କାହାରି ଠାରୁ ଆପଣ ଉପହାର ପାଇବେ। ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

କର୍କଟ: ଆପଣଙ୍କ ଭିତରେ ଅଧିକ ଆତ୍ମବିଶ୍ବାସ ରହିବ। ଜୀବନରେ ଉନ୍ନତି ସୁନିଶ୍ଚିତ ହେବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ସିଂହ: ବାପା ମାଆଙ୍କ ସହିତ ଧର୍ମସ୍ଥାନକୁ ଯାଇପାରନ୍ତି। ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହୋଇପାରେ। ଜୀବନସାଥୀଙ୍କ ସହ ସାମଞ୍ଜସ୍ୟ ବଜାୟ ରହିବ।

କନ୍ୟା: ପରିବାରରେ ମାଙ୍ଗଳିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ। ସମାଜରେ ଲୋକପ୍ରିୟତା ବଢ଼ିବ। କର୍ମଜୀବୀ ମହିଳାଙ୍କର ଦରମା ବଢ଼ିପାରେ।

ତୁଳା: ଦିନଟି ପୂର୍ବ ଅପେକ୍ଷା ଭଲ ହେବ। ଜୀବନସାଥୀଙ୍କ ସହଯୋଗ ମିଳିବା ହେତୁ ମନ ଉତ୍ସାହରେ ପୂର୍ଣ୍ଣ ରହିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

ବିଛା: ବ୍ୟବସାୟ ସମ୍ବନ୍ଧରେ ଯାତ୍ରା ଯୋଗ ରହିଛି। କାମର ଗତି ମନ୍ଥର ହୋଇପାରେ। ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ବନ୍ଧ ବହୁତ ଦୃଢ଼ ହେବ।

ଧନୁ: ଉନ୍ନତି ପାଇଁ ନୂଆ ରାସ୍ତା ନଜର ଆସିବ। ବନ୍ଧୁ ସହ କୌଣସି କଥାକୁ ନେଇ ତର୍କବିତର୍କ ହୋଇପାରେ। ଆପଣଙ୍କର ସବୁ ସମସ୍ୟାର ନିବାରଣ ହେବ।

ମକର: ଘରୋଇ କାମ ସମାପ୍ତ କରିବାରେ ଆପଣ ସଫଳ ହେବେ। କାର୍ଯ୍ୟକ୍ଷମତା ବଳରେ ଆଗକୁ ବଢ଼ିବାର ମଉକା ପାଇବେ। ପ୍ରେମ ସମ୍ବନ୍ଧରେ ସୁଖଦ ଉପହାର ମିଳିବ।

କୁମ୍ଭ: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ।

ମୀନ: ବ୍ୟବସାୟରେ ଯୋଜନାବଦ୍ଧ ଭାବେ କାମ କରିବେ। ପରିବାରରେ ପରିବେଶ ଶାନ୍ତିଦାୟକ ରହିବ। କ୍ୟାରିୟରରେ ବଡ଼ ସଫଳତା ହାସଲ ହେବ।

ସମ୍ବନ୍ଧିତ ଖବର