ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଉଜ୍ଜ୍ବଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବେ। ନୂଆ କାର୍ଯ୍ୟରେ ଭାଗ୍ୟର ସହଯୋଗ ପାଇବେ। ଶିକ୍ଷାର୍ଥୀଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ।

ବୃଷ: ସବୁ ଅଶାନ୍ତି ଦୂର ହେବ। ବିଶେଷ କାମରେ ଆପଣଙ୍କୁ ସଫଳତା ହାସଲ ହେବ। ବିଦେଶୀ କଂପାନିରେ ଆପଣ ଅଂଶୀଦାର ହୋଇପାରନ୍ତି।

ମିଥୁନ: କମ୍ ଆଶା ରଖିଥିବା ଜିନିଷ ହାସଲ କରିବେ। ମନରେ ସକାରାତ୍ମକ ବିଚାର ସୃଷ୍ଟି ହେବ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଭଲ ଉପହାର ଦେଇପାରନ୍ତି।

କର୍କଟ: ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ କାମର ବୋଝ ବଢ଼ିବ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।

ସିଂହ: ବାଲ୍ୟବନ୍ଧୁ ସହ ଆପଣଙ୍କର ଦେଖା ହୋଇପାରେ। କାର୍ଯ୍ୟ ସମ୍ପର୍କିତ ବଡ଼ ନିଷ୍ପତ୍ତି ନେବେ। ଛାତ୍ର କୌଣସି ନୂଆ ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି।

କନ୍ୟା: ନୂଆ କାମ ପ୍ରତି ଆଗ୍ରହ ବଢ଼ିବ। ଆପଣଙ୍କ ଶୈଳୀ ଲୋକମାନଙ୍କୁ ପସନ୍ଦ ଆସିବ। କାରବାରରେ ବାକି ଥିବା ଜରୁରୀ କାମ ସଂପୂର୍ଣ୍ଣ କରିବେ।

ତୁଳା: କୋର୍ଟ ସମ୍ବନ୍ଧୀୟ କାମରେ ବରିଷ୍ଠଙ୍କ ସାହାଯ୍ୟ ନେବେ। ଆପଣ କୌଣସି ଗୋପନୀୟ କଥା ଜାଣିବେ। ଝିଅ ଆପଣଙ୍କୁ ଗର୍ବ ଅନୁଭବ କରାଇପାରନ୍ତି।

ବିଛା: ବିଭିନ୍ନ ଉତ୍ସ ମାଧ୍ୟମରେ ଅର୍ଥଲାଭ କରିପାରନ୍ତି। ଆପଣଙ୍କ ରଚନାତ୍ମକ ପ୍ରତିଭା ସ୍ପଷ୍ଟଭାବେ ଦେଖାଦେବ। ସାଂସାରିକ ସୁଖ ସୁବିଧା ବୃଦ୍ଧି ହେବ।

ଧନୁ: ଆପଣ ନିଜ ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ। ବିବାହିତ ଲୋକଙ୍କ ଭିତରେ ପ୍ରେମ ବଢ଼ିବ।

ମକର: ଚାକିରିଆଙ୍କୁ ନିଜ କାମରେ ସଫଳତା ମିଳିବ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ। ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ।

କୁମ୍ଭ: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ। କାରବାରରେ ଆମଦାନି ପୂର୍ବ ଅପେକ୍ଷା ଭଲ ହେବ। ଛାତ୍ରଙ୍କ ଗବେଷଣା କାମ ସଂପୂର୍ଣ୍ଣ ହୋଇପାରେ।

ମୀନ: ସମାଜରେ ଆପଣଙ୍କୁ ଉଚିତ ଆଦର ମିଳିବ। କ୍ୟାରିୟରରେ ଉନ୍ନତିର ରାସ୍ତା ଖୋଲିବ। ପ୍ରିୟ ବନ୍ଧୁ ସହ ଫୋନରେ କଥା ହୋଇପାରନ୍ତି।

ସମ୍ବନ୍ଧିତ ଖବର