publive-image

Advertisment

ମେଷ: ଜୀବନସାଥୀଙ୍କ ସହ ଧର୍ମାନୁଷ୍ଠାନକୁ ଯିବେ। ରାଜନେତା ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି। ଛୋଟ ବେପାରୀଙ୍କୁ ଆଶା ଠାରୁ ଅଧିକ ଧନଲାଭ ହେବ। ‌

publive-image

ବୃଷ: ବ୍ୟବସାୟରେ ପରିଶ୍ରମ ତୁଳନାରେ ଲାଭ କମ୍ ପାଇବେ। ଟଙ୍କା ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ। କୋର୍ଟ କଚେରି ମାମଲାର ଶୁଣାଣି ଆପଣଙ୍କ ସପକ୍ଷରେ ଆସିବ।

publive-image

ମିଥୁନ: ଯାତ୍ରା ଓ ଫିଲ୍ମ କଳାକାରଙ୍କ ଲାଗି ଦିନଟି ଲାଭଦାୟକ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ। ଭ୍ରମଣ ସୁଖଦ ହେବ। ଉଦ୍ୟୋଗରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ।‌

publive-image

କର୍କଟ: ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ଯେଉଁମାନେ ଜମି କିଣିବାକୁ ଭାବୁଛନ୍ତି ସେମାନଙ୍କୁ ଲାଭଦାୟକ ପ୍ରସ୍ତାବ ମିଳିବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ।‌

publive-image

ସିଂହ: ଜୀବନରେ ନୂଆ ମାଇଲଖୁଣ୍ଟ ହାସଲ କରିବେ। ସଙ୍ଗୀତଜ୍ଞ ପ୍ରସିଦ୍ଧ ହେବେ। ଫ୍ୟାସନ୍‌ ଡିଜାଇନର୍ ଭଲ କାମ ପାଇଁ ସମ୍ମାନିତ ହେବେ। ନୂଆ ବ୍ୟବସାୟ ଆରମ୍ଭ ପାଇଁ ଦିନଟି ଭଲ। ‌

publive-image

କନ୍ୟା: ଜମି ଦଲାଲଙ୍କୁ ଅଧିକ ଲାଭ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ। ପୂରା ଦିନ ଆପଣଙ୍କ ଚେହେରାରେ ହସ ରହିବ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। ‌

publive-image

ତୁଳା: ସାମାଜିକ ସଂଗଠନରେ ଥିବା ଲୋକଙ୍କର ପ୍ରତିଷ୍ଠା ବୃଦ୍ଧି ହେବ। ଲେଖକ ସମାରୋହ‌ରେ ସମ୍ମାନିତ ହେବେ। ବାଲ୍ୟ ବନ୍ଧୁ ସହ ସାକ୍ଷାତ ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

publive-image

ବିଛା: ସାରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ସ୍ବାସ୍ଥ୍ୟ ସମସ୍ୟା ସମାପ୍ତ ହେବ। ଧାର୍ମିକ ସମାରୋହରେ ସମ୍ମିଳିତ ହେବାର ସୁଯୋଗ ପାଇବେ। ବେପାରରେ ଯଥେଷ୍ଟ ଲାଭ ମିଳିବ।

publive-image

ଧନୁ: ଦିନଟି ବହୁତ ଭଲ। ସରକାରୀ ଚାକିରିଆଙ୍କୁ ନୂଆ ଦାୟିତ୍ବ ମିଳିବ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ବାଣିଜ୍ୟ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

publive-image

ମକର: କାର୍ଯ୍ୟକ୍ଷେତ୍ରରେ ଛୋଟମୋଟ ସମସ୍ୟାର ସମ୍ମୁଖୀନ ହେବେ। ଘର କାମରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

publive-image

କୁମ୍ଭ: ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ପ୍ରିୟଜନ ଠାରୁ ମନ ପସନ୍ଦର ଉପହାର ପାଇବେ। ଛାତ୍ରଙ୍କ ଲାଗି ସଫଳତାର ଦ୍ବାର ଖୋଲିବ।

publive-image

ମୀନ: ଭାବିଥିବା କାମ ଅତିଶୀଘ୍ର ପୂରା କରିନେବେ। କାମରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।