/sambad/media/post_attachments/wp-content/uploads/2017/11/ms-1.jpg) ମେଷ: ନିଜର କାର୍ଯ୍ୟସୂଚୀ ପରିବର୍ତ୍ତନ କରିବେ। ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ବୈବାହିକ ଜୀବନ ସୁଖକର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ମେଷ: ନିଜର କାର୍ଯ୍ୟସୂଚୀ ପରିବର୍ତ୍ତନ କରିବେ। ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ବୈବାହିକ ଜୀବନ ସୁଖକର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/11/brus-290x300.jpg) ବୃଷ: ଭବନ ନିର୍ମାଣ କରୁଥିବା ଲୋକଙ୍କୁ ନୂଆ କାମ ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଶତ୍ରୁମାନେ ଦବି ରହିବେ। କ୍ୟାରିୟରରେ ସଫଳତା ହାସଲ ହେବ।
ବୃଷ: ଭବନ ନିର୍ମାଣ କରୁଥିବା ଲୋକଙ୍କୁ ନୂଆ କାମ ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଶତ୍ରୁମାନେ ଦବି ରହିବେ। କ୍ୟାରିୟରରେ ସଫଳତା ହାସଲ ହେବ।
/sambad/media/post_attachments/wp-content/uploads/2017/11/mithun.jpg) ମିଥୁନ: ସାଜସରଞ୍ଜାମ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବେ। କୌଣସି ବ୍ୟକ୍ତିର ମତ ଆପଣଙ୍କ କାମରେ ଫଳପ୍ରଦ ସାବ୍ୟସ୍ତ ହେବ।
ମିଥୁନ: ସାଜସରଞ୍ଜାମ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବେ। କୌଣସି ବ୍ୟକ୍ତିର ମତ ଆପଣଙ୍କ କାମରେ ଫଳପ୍ରଦ ସାବ୍ୟସ୍ତ ହେବ।
/sambad/media/post_attachments/wp-content/uploads/2017/11/karkat.jpg) କର୍କଟ: ଘନିଷ୍ଠ ବନ୍ଧୁ ଆପଣଙ୍କୁ ଭେଟିବା ପାଇଁ ଘରକୁ ଆସିବେ। ଅଧୁରା କାମ ପୂରା ହେବ। କିଛି ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ହେବ। ଗୃହ ସଂପତ୍ତି କିଣିବାର ଯୋଗ ଅଛି।
କର୍କଟ: ଘନିଷ୍ଠ ବନ୍ଧୁ ଆପଣଙ୍କୁ ଭେଟିବା ପାଇଁ ଘରକୁ ଆସିବେ। ଅଧୁରା କାମ ପୂରା ହେବ। କିଛି ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ହେବ। ଗୃହ ସଂପତ୍ତି କିଣିବାର ଯୋଗ ଅଛି।
/sambad/media/post_attachments/wp-content/uploads/2017/11/singha.jpg) ସିଂହ: ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିବ। ସମାଜରେ ରାଜନେତାଙ୍କର ପ୍ରଭାବ ବଢ଼ିବ। ବିଶେଷ କାର୍ଯ୍ୟ କରିବା ପାଇଁ ମନ ସ୍ଥିର କରିବେ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।
ସିଂହ: ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିବ। ସମାଜରେ ରାଜନେତାଙ୍କର ପ୍ରଭାବ ବଢ଼ିବ। ବିଶେଷ କାର୍ଯ୍ୟ କରିବା ପାଇଁ ମନ ସ୍ଥିର କରିବେ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।
/sambad/media/post_attachments/wp-content/uploads/2017/11/kanya.jpg) କନ୍ୟା: ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ। ବନ୍ଧୁ ମାଧ୍ୟମରେ କୌଣସି କାମ ସଂପୂର୍ଣ୍ଣ ହେବ। ଆପଣଙ୍କୁ ଆର୍ଥିକ ଲାଭ ମିଳିବ। ବିବାହିତଙ୍କର ଦିନଟି ଭଲରେ ବିତିବ।
କନ୍ୟା: ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ। ବନ୍ଧୁ ମାଧ୍ୟମରେ କୌଣସି କାମ ସଂପୂର୍ଣ୍ଣ ହେବ। ଆପଣଙ୍କୁ ଆର୍ଥିକ ଲାଭ ମିଳିବ। ବିବାହିତଙ୍କର ଦିନଟି ଭଲରେ ବିତିବ।
/sambad/media/post_attachments/wp-content/uploads/2017/11/tula.jpg) ତୁଳା: ବ୍ୟବସାୟରେ ବକେୟା ଅର୍ଥ ପାଇବେ। ପରିବାର ଲୋକ ଆପଣଙ୍କ ନିଷ୍ପତ୍ତିକୁ ସମର୍ଥନ କରିବେ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ।
ତୁଳା: ବ୍ୟବସାୟରେ ବକେୟା ଅର୍ଥ ପାଇବେ। ପରିବାର ଲୋକ ଆପଣଙ୍କ ନିଷ୍ପତ୍ତିକୁ ସମର୍ଥନ କରିବେ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ।
/sambad/media/post_attachments/wp-content/uploads/2017/11/bicha.jpg) ବିଛା: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିବ। ଜୀବନସାଥୀଙ୍କ ସହ ବାହାରେ ରାତ୍ରିଭୋଜନ କରିବେ। କ୍ୟାରିୟର ସହ ସଂଲଗ୍ନ ସୁବର୍ଣ୍ଣ ସୁଯୋଗ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ବିଛା: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିବ। ଜୀବନସାଥୀଙ୍କ ସହ ବାହାରେ ରାତ୍ରିଭୋଜନ କରିବେ। କ୍ୟାରିୟର ସହ ସଂଲଗ୍ନ ସୁବର୍ଣ୍ଣ ସୁଯୋଗ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
/sambad/media/post_attachments/wp-content/uploads/2017/10/dhanu.jpg) ଧନୁ: ସପରିବାର ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଶୁଭ ସୂଚନା ମିଳିବ। ଆପଣଙ୍କ କାମରେ ନୂତନତ୍ବ ଆସିବ। ପ୍ରେମୀଯୁଗଳ ଏକାଠି ସମୟ କାଟିବେ।
ଧନୁ: ସପରିବାର ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଶୁଭ ସୂଚନା ମିଳିବ। ଆପଣଙ୍କ କାମରେ ନୂତନତ୍ବ ଆସିବ। ପ୍ରେମୀଯୁଗଳ ଏକାଠି ସମୟ କାଟିବେ।
/sambad/media/post_attachments/wp-content/uploads/2017/11/makar.jpg) ମକର: ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ବେପାରରେ ଲାଭ ହେବ। ପରିବାରର କୌଣସି କାମ ପାଇଁ ଅଧିକ ଯା’ଆସ କରିବେ। କୋର୍ଟ ମାମଲାରେ ବରିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ ନେବେ।
ମକର: ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ବେପାରରେ ଲାଭ ହେବ। ପରିବାରର କୌଣସି କାମ ପାଇଁ ଅଧିକ ଯା’ଆସ କରିବେ। କୋର୍ଟ ମାମଲାରେ ବରିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ ନେବେ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ନିଜକୁ ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ। ଆପଣଙ୍କୁ ଆନନ୍ଦ ଅନୁଭୂତ ହେବ। କାମରେ ଦୂର ସ୍ଥାନକୁ ଯିବେ। ନୂଆ ଘର କିଣିବା ଲାଗି ପରିବାର ଲୋକଙ୍କ ସହ ଆଲୋଚନା କରିବେ।
/sambad/media/post_attachments/wp-content/uploads/2017/11/mina.jpg) ମୀନ: ବ୍ୟବସାୟରେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣ ପ୍ରଶଂସିତ ହେବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବଢ଼ିଆ।
ମୀନ: ବ୍ୟବସାୟରେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣ ପ୍ରଶଂସିତ ହେବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବଢ଼ିଆ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/gata-kali-rasi-4-1.jpg)
