publive-imageମେଷ: ତରବରିଆ ଭାବେ କାମ କଲେ ଅସୁବିଧାର ସମ୍ମୁଖୀନ ହେବେ। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ। ଆପଣ ଆଜି ଯାହା ଶିଖିବେ ତାହା ଆପଣଙ୍କ ଲାଗି ଲାଭଦାୟକ ହେବ।

Advertisment

publive-imageବୃଷ: ଆପଣଙ୍କର ଅଶାନ୍ତି ନିବାରଣ ହେବ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

publive-imageମିଥୁନ: ଆପଣଙ୍କୁ ଭଲ ଚାକିରି ମିଳିବ। ଆର୍ଥିକ ଚିନ୍ତା ଦୂର ହୋଇଯିବ। ପୁରୁଣା ବନ୍ଧୁ ସହିତ ଫୋନରେ କଥା ହେବେ। ପରିବାରରେ ସୌହାର୍ଦ୍ଦ ବଜାୟ ରହିବ।

publive-imageକର୍କଟ: ଘର କାମ ପୂରା କରିବାରେ ପରିବାରର ସହଯୋଗ ମିଳିବ। ବଡ଼ଙ୍କର ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ। ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।

publive-imageସିଂହ: ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ। ବେପାରରେ ଲାଭ ହେବ। ଏକାନ୍ନବର୍ତ୍ତୀ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରୀତି ବଢ଼ିବ। ଯାନ କିଣିବା ଲାଗି ମନ ସ୍ଥିର କରିବେ।

publive-imageକନ୍ୟା: ପୂଜାପାଠରେ ସମୟ ବିତିବ। ଟେଣ୍ଟ୍‌ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ। ରାଜନୀତିରେ ଥିବା ଲୋକମାନେ ଚିନ୍ତାରୁ ମୁକ୍ତି ପାଇବେ। ପିଲାଙ୍କ ଠାରୁ ଭଲ ଖବର ମିଳିବ।

publive-imageତୁଳା: ଓକିଲଙ୍କ ଲାଗି ଦିନଟି ଭଲ; କୌଣସି ମକଦ୍ଦମାରେ ଜୟ ଲାଭ କରିବେ। ଘର ଲୋକ ଆପଣଙ୍କର କର୍ତ୍ତବ୍ୟନିଷ୍ଠା ଦେଖି ଖୁସି ହେବେ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।

publive-imageବିଛା: ଅଧୁରା କାମ ପୂରା କରିପାରିବେ। ଚାକିରିରେ ଉନ୍ନତିର ଯୋଗ ଅଛି। ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯାଇପାରନ୍ତି। ଘର ପାଇଁ ବିଜୁଳି ଉପକରଣ କିଣି ପାରନ୍ତି।

publive-imageଧନୁ: ମହିଳା ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲ ରହିବ। ଅଫିସରେ ଆପଣଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିବ। ଯାନ କିଣିବା ପାଇଁ ପରିବାରର ପୂରା ସମର୍ଥନ ପାଇବେ।

publive-imageମକର: ବାପାମାଆଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିବ। ବୈବାହିକ ଜୀବନରେ ଖୁସି ଆସିବ। ଛାତ୍ରଙ୍କୁ କିଛି ଶିଖାଇବା ପାଇଁ ଦିନଟି ଭଲ।

publive-image

କୁମ୍ଭ: ବ୍ୟାବସାୟିକ ସଫଳତା ପାଇବେ। ନିବେଶ ପ୍ରସଙ୍ଗ ନେଇ ବଡ଼ଙ୍କର ମତ ନେବା ଉଚିତ। ଛୋଟ ଛୋଟ ସଫଳତା ଆପଣଙ୍କୁ ଉତ୍ସାହିତ କରିବ। ରାଜନୀତିରେ ମନ ଲାଗିବ।

publive-imageମୀନ: ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ସୁସ୍ଥ ରହିବେ। ପ୍ରେମୀଯୁଗଳ ଜୀବନଶୈଳୀରେ କିଛି ପରିବର୍ତ୍ତନ କରିପାରନ୍ତି। ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।