/sambad/media/post_attachments/wp-content/uploads/2017/11/ms-1.jpg) ମେଷ: ଅଫିସ କାମରେ ଦୂର ସ୍ଥାନକୁ ଯିବେ। ପ୍ରେମୀଯୁଗଳ ସମ୍ବନ୍ଧକୁ ମଜଭୁତ କରିବା ପାଇଁ ଏକାନ୍ତରେ ସମୟ ବିତାଇବେ। ନିଜର ଦାୟିତ୍ବ ନିର୍ବାହ କରିବାରେ ସକ୍ଷମ ହେବେ। 
ମେଷ: ଅଫିସ କାମରେ ଦୂର ସ୍ଥାନକୁ ଯିବେ। ପ୍ରେମୀଯୁଗଳ ସମ୍ବନ୍ଧକୁ ମଜଭୁତ କରିବା ପାଇଁ ଏକାନ୍ତରେ ସମୟ ବିତାଇବେ। ନିଜର ଦାୟିତ୍ବ ନିର୍ବାହ କରିବାରେ ସକ୍ଷମ ହେବେ। 
/sambad/media/post_attachments/wp-content/uploads/2017/11/brus-290x300.jpg) ବୃଷ: ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଚାକିରି ଅନ୍ବେଷଣକାରୀଙ୍କୁ ଭଲ ସ୍ଥାନରୁ ଡାକରା ଆସିବ। 
ବୃଷ: ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଚାକିରି ଅନ୍ବେଷଣକାରୀଙ୍କୁ ଭଲ ସ୍ଥାନରୁ ଡାକରା ଆସିବ। 
/sambad/media/post_attachments/wp-content/uploads/2017/11/mithun.jpg) ମିଥୁନ: ଆପଣଙ୍କ ଠାରୁ କେହି ପରାମର୍ଶ ନେଇପାରନ୍ତି। ବାପା ମାଆଙ୍କ ପରାମର୍ଶ ଲାଭପ୍ରଦ ହେବ। ବ୍ୟବସାୟୀଙ୍କୁ ନୂଆ ଅଭିଜ୍ଞତା ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ମିଥୁନ: ଆପଣଙ୍କ ଠାରୁ କେହି ପରାମର୍ଶ ନେଇପାରନ୍ତି। ବାପା ମାଆଙ୍କ ପରାମର୍ଶ ଲାଭପ୍ରଦ ହେବ। ବ୍ୟବସାୟୀଙ୍କୁ ନୂଆ ଅଭିଜ୍ଞତା ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/11/karkat.jpg) କର୍କଟ: ପରିବାରରେ ବିଶେଷ ମାମଲାକୁ ଅଣଦେଖା କରନ୍ତୁ ନାହିଁ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ବାପାମାଆଙ୍କ ପରାମର୍ଶ ଆପଣ ପାଇଁ ଲାଭଦାୟକ ହେବ।
କର୍କଟ: ପରିବାରରେ ବିଶେଷ ମାମଲାକୁ ଅଣଦେଖା କରନ୍ତୁ ନାହିଁ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ବାପାମାଆଙ୍କ ପରାମର୍ଶ ଆପଣ ପାଇଁ ଲାଭଦାୟକ ହେବ।
/sambad/media/post_attachments/wp-content/uploads/2017/11/singha.jpg) ସିଂହ: ବାପାମାଆଙ୍କ ସହିତ କୌଣସି ସ୍ଥାନକୁ ଯିବାର ଯୋଜନା କରିବେ। ସରକାରୀ ମାମଲାରେ ଦଖଲ ଦେଲେ ଅଶାନ୍ତିକୁ ଆମନ୍ତ୍ରଣ କରିବେ। ବୈବାହିକ ଜୀବନ ସୁଖମୟ ହେବ।
ସିଂହ: ବାପାମାଆଙ୍କ ସହିତ କୌଣସି ସ୍ଥାନକୁ ଯିବାର ଯୋଜନା କରିବେ। ସରକାରୀ ମାମଲାରେ ଦଖଲ ଦେଲେ ଅଶାନ୍ତିକୁ ଆମନ୍ତ୍ରଣ କରିବେ। ବୈବାହିକ ଜୀବନ ସୁଖମୟ ହେବ।
/sambad/media/post_attachments/wp-content/uploads/2017/11/kanya.jpg) କନ୍ୟା: ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ଆରାମ ମିଳିବ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ପରିବାରର ଶାନ୍ତି ପାଇଁ ନିଜକୁ ଶାନ୍ତ ରଖନ୍ତୁ। ଚାକିରିଆଙ୍କ ଲାଗି ଦିନଟି ବହୁତ ଭଲ।
କନ୍ୟା: ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ଆରାମ ମିଳିବ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ପରିବାରର ଶାନ୍ତି ପାଇଁ ନିଜକୁ ଶାନ୍ତ ରଖନ୍ତୁ। ଚାକିରିଆଙ୍କ ଲାଗି ଦିନଟି ବହୁତ ଭଲ।
/sambad/media/post_attachments/wp-content/uploads/2017/11/tula.jpg) ତୁଳା: ପୂର୍ବରୁ କରିଥିବା ଯୋଜନା ଲାଭଦାୟକ ହେବ। ଅବିବାହିତ ଲୋକଙ୍କ ଲାଗି ଦିନଟି ଶୁଭ। ମନ ଚାହୁଁଥିବା ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ।
ତୁଳା: ପୂର୍ବରୁ କରିଥିବା ଯୋଜନା ଲାଭଦାୟକ ହେବ। ଅବିବାହିତ ଲୋକଙ୍କ ଲାଗି ଦିନଟି ଶୁଭ। ମନ ଚାହୁଁଥିବା ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ।
/sambad/media/post_attachments/wp-content/uploads/2017/11/bicha.jpg) ବିଛା: କାହାରି ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। କାମ ସଂପୂର୍ଣ୍ଣ ହେବା ଯୋଗୁଁ ଆପଣଙ୍କ ଭିତରେ ପ୍ରବଳ ଉତ୍ସାହ ରହିବ। ମହିଳାମାନଙ୍କୁ ଦିନଟି ବଡ଼ ସଫଳତା ଆଣିଦେବ।
ବିଛା: କାହାରି ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। କାମ ସଂପୂର୍ଣ୍ଣ ହେବା ଯୋଗୁଁ ଆପଣଙ୍କ ଭିତରେ ପ୍ରବଳ ଉତ୍ସାହ ରହିବ। ମହିଳାମାନଙ୍କୁ ଦିନଟି ବଡ଼ ସଫଳତା ଆଣିଦେବ।
/sambad/media/post_attachments/wp-content/uploads/2017/10/dhanu.jpg) ଧନୁ: ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ଅଛି। ସରକାରୀ ଚାକିରିରେ ପଦୋନ୍ନତି ମିଳିପାରେ। ନିଜ ବିଚାରକୁ ସ୍ପଷ୍ଟଭାବେ ବ୍ୟକ୍ତ କରିବେ। ମଉଜମସ୍ତି ପାଇଁ ଭଲ ଅବସର ପାଇବେ।
ଧନୁ: ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ଅଛି। ସରକାରୀ ଚାକିରିରେ ପଦୋନ୍ନତି ମିଳିପାରେ। ନିଜ ବିଚାରକୁ ସ୍ପଷ୍ଟଭାବେ ବ୍ୟକ୍ତ କରିବେ। ମଉଜମସ୍ତି ପାଇଁ ଭଲ ଅବସର ପାଇବେ।
/sambad/media/post_attachments/wp-content/uploads/2017/11/makar.jpg) ମକର: ଅଫିସ କାମରେ ସହକର୍ମୀଙ୍କର ସହାୟତା ନେବେ। ଦୂର ସ୍ଥାନକୁ ଯିବାର ଯୋଗ ରହିଛି। ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ। ବ୍ୟବସାୟରେ ଲାଭର ଯୋଗ ଅଛି।
ମକର: ଅଫିସ କାମରେ ସହକର୍ମୀଙ୍କର ସହାୟତା ନେବେ। ଦୂର ସ୍ଥାନକୁ ଯିବାର ଯୋଗ ରହିଛି। ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ। ବ୍ୟବସାୟରେ ଲାଭର ଯୋଗ ଅଛି।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: କୌଣସି ଶୁଭ ସୂଚନା ପାଇବେ। ଆପଣଙ୍କ ଭିତରେ ଆତ୍ମବିଶ୍ବାସ ବଜାୟ ରହିବ। କାମରେ ନୂଆ କୌଶଳ ବିନିଯୋଗ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ।
/sambad/media/post_attachments/wp-content/uploads/2017/11/mina.jpg) ମୀନ: ବନ୍ଧୁ ସହିତ ବସି ଭବିଷ୍ୟତ ଯୋଜନା ଉପରେ ବିଚାର କରିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ। ବ୍ୟବସାୟୀଙ୍କୁ ବଡ଼ ପ୍ରକଳ୍ପ ମିଳିବ। ଧର୍ମାନୁଷ୍ଠାନକୁ ଯିବେ।
ମୀନ: ବନ୍ଧୁ ସହିତ ବସି ଭବିଷ୍ୟତ ଯୋଜନା ଉପରେ ବିଚାର କରିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ। ବ୍ୟବସାୟୀଙ୍କୁ ବଡ଼ ପ୍ରକଳ୍ପ ମିଳିବ। ଧର୍ମାନୁଷ୍ଠାନକୁ ଯିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/rasi1.jpg)
