ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିଶ୍ରମ ଅନୁସାରେ ଯଥେଷ୍ଟ ଲାଭ ପାଇବେ। ରାଜନୀତିରେ କିଛି ଆଶା ପୂରଣ ହେବ। କାରବାରରେ ଆମଦାନି ପୂର୍ବ ଅପେକ୍ଷା ବଢ଼ିବ।

ବୃଷ: ଆତ୍ମବିଶ୍ବାସର ସ୍ତର ବୃଦ୍ଧି ପାଇବ। ପରିଶ୍ରମର ସ˚ପୂର୍ଣ୍ଣ ଫଳ ପାଇବେ। ଆଇନ ମାମଲାରେ ଅଭିଜ୍ଞ ବ୍ୟକ୍ତିଙ୍କର ମତ ନିଅନ୍ତୁ। ଭୂସ˚ପତ୍ତି କିଣିବା ଯୋଗ ରହିଛି।

ମିଥୁନ: ବ୍ୟବସାୟରେ ଫସି ରହିଥିବା ଅର୍ଥ ପାଇବେ। କୌଣସି ନୂଆ କାମ କରିବାର ଯୋଜନା କରିବେ। ଅଫିସରେ ସମସ୍ତଙ୍କର ସହଯୋଗ ମିଳିବ।

କର୍କଟ: ଖାସ୍‌ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବି ପାରନ୍ତି। ସମାଜରେ ମାନ ସମ୍ମାନ ପାଇବେ।

ସି˚ହ: ଆପଣଙ୍କ ଭଲ ବ୍ୟବହାର ଦ୍ବାରା ଆଖପାଖର ଲୋକେ ପ୍ରଭାବିତ ହେବେ। ଭାବିଥିବା କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ। ନେତାଙ୍କୁ ଆର୍ଥିକ ଲାଭ ମିଳିବ।

କନ୍ୟା: ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିପାରେ। ବନ୍ଧୁଙ୍କ ଠାରୁ ଶୁଭ ଖବର ପାଇବେ। ଅର୍ଥ ନେବାଦେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: କାମ ସମ୍ବନ୍ଧୀୟ ଯାତ୍ରା ଲାଭପ୍ରଦ ରହିବ। ନେତା ଓ ଅଭିନେତାଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ କୌଣସି ପ୍ରୋଜେକ୍ଟରେ ସଫଳତା ମିଳିବ।

ବିଛା: ଆର୍ଥିକ ପ୍ରଗତି ଓ ସଫଳତା ପାଇବାର ଦିନଟିଏ। ନୂଆ ଲୋକଙ୍କ ସହିତ ସଂପର୍କ ସ୍ଥାପନ ଲାଭପ୍ରଦ ହେବ। ଅର୍ଡର୍ ସପ୍ଲାଇରେ ନିୟୋଜିତ ଲୋକଙ୍କୁ ଉନ୍ନତିର ସୁଯୋଗ ମିଳିବ।

ଧନୁ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ଚାକିରିଜୀବୀଙ୍କୁ ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

ମକର: ପରିଶ୍ରମର ଭଲ ପରିଣାମ ମିଳିପାରେ। ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ବନ୍ଧୁଙ୍କ ସହିତ ଆଲୋଚନା କରିବେ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ: କାର୍ଯ୍ୟ ବ୍ୟସ୍ତତାରେ ରହିବେ। କୌଣସି ଆଶା ପୂରଣ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାର ସହିତ ଭଲ ସମୟ ଅତିବାହିତ କରିବେ।

ମୀନ: ସାମାଜିକ କାର୍ଯ୍ୟରେ ଅ˚ଶଗ୍ରହଣ କରିବେ। ବ୍ୟବସାୟୀଙ୍କୁ ନୂଆ ଉତ୍ସରୁ ଲାଭ ହୋଇପାରେ। ଅବିବାହିତାଙ୍କ ଲାଗି ସୁନ୍ଦର ବିବାହ ପ୍ରସ୍ତାବ ଆସିବ।

ସମ୍ବନ୍ଧିତ ଖବର