ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପ୍ରଭୁଙ୍କ ଆରାଧନା ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଯାହା ବି କାମ କରିବେ ସହଜରେ ସ˚ପୂର୍ଣ୍ଣ ହେବ। ଲେଖକଙ୍କ ପାଇଁ ଦିନଟି ଭଲ।

ବୃଷ: କୌଣସି ଲକ୍ଷ୍ୟକୁ ନେଇ ଉତ୍ସାହିତ ରହିବେ। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ନୂଆ କାମରେ ଧୀରେ ଧୀରେ ଉନ୍ନତି ହେବ।

ମିଥୁନ: ବ୍ୟବସାୟ ବୃଦ୍ଧି ଲାଗି ଭଲ ସୁଯୋଗ ପାଇବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ସାମାଜିକ କାର୍ଯ୍ୟରେ ଆନନ୍ଦ ପାଇବେ।

କର୍କଟ: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ରହିଛି। ଜମି କାରବାରରେ ପୁଞ୍ଜି ନିବେଶ କରିପାରନ୍ତି। ପାରିବାରିକ ଜୀବନ ସୁଖକର ହେବ।

ସି˚ହ: ଆର୍ଥିକ ପ୍ରସଙ୍ଗକୁ ନେଇ ଯାତ୍ରା ସଫଳ ହେବ। ବେପାରରେ ଉନ୍ନତି ହେବ। ପରିବାରରେ ଧର୍ମ କାର୍ଯ୍ୟ ପାଇଁ ଯୋଜନା ତିଆରି କରିବେ।

କନ୍ୟା: ସ୍ଥଗିତ କାମ ସ˚ପୂର୍ଣ୍ଣ ହୋଇଯିବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହେବେ ନାହିଁ। ସନ୍ତାନ ସୁଖ ପାଇପାରନ୍ତି।

ତୁଳା: ଆପଣଙ୍କ ପାଇଁ ଉନ୍ନତିର ପଥ ଖୋଲା ରହିଛି। କାରବାରରେ ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବ। ଚାକିରିରେ ବିଶେଷ ଦାୟିତ୍ବ ଗ୍ରହଣ କରିବେ।

ବିଛା: ଭାବିଥିବା କାମ ଅତିଶୀଘ୍ର ପୂରା କରିନେବେ। କାରବାରରେ ଧନଲାଭ ହେବ। ସୁସମ୍ବାଦ ପାଇବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ଧନୁ: ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଆପଣଙ୍କ କାମ କରିବା ଶୈଳୀରେ କର୍ତ୍ତୃପକ୍ଷ ଖୁସି ହେବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ମକର: ଅଭିଭାବକଙ୍କ ସହଯୋଗରେ ପରିସ୍ଥିତି ଅନୁକୂଳ ହେବ। ବଡ଼ ବ୍ୟବସାୟ ଗ୍ରୁପ ସହ ଯୋଡ଼ି ହୋଇପାରନ୍ତି। ଅଫିସରେ ସହଯୋଗୀଙ୍କ ଅକୁଣ୍ଠ ସହଯୋଗ ମିଳିବ।

କୁମ୍ଭ: ଭାବିଥିବା ସବୁ କାମ ସ˚ପୂର୍ଣ୍ଣ ହେବ। ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ। ନୂଆ କାରବାରରେ ପୁଞ୍ଜି ଲଗାଇବା ପାଇଁ ବିଚାର କରିବେ।

ମୀନ: ଧର୍ମ କାର୍ଯ୍ୟରେ ମନ ଲାଗି ରହିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସ˚ପର୍କ ନିକଟତର ହେବ। ଆପଣଙ୍କ ମନକୁ ନୂଆ ନୂଆ ଯୋଜନା ଆସିବ।

ସମ୍ବନ୍ଧିତ ଖବର