publive-imageମେଷ: ଜୀବନରେ ଆଗକୁ ବଢ଼ିବା ପାଇଁ ଦିନଟି ଉତ୍ତମ ରହିବ। ବନ୍ଧୁବର୍ଗଙ୍କ ସହଯୋଗ ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

Advertisment

publive-imageବୃଷ: ବ୍ୟବସାୟରୁ ଆଶାଜନକ ଫଳ ପାଇବେ। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ସୂଚନା ମିଳିପାରେ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।

publive-imageମିଥୁନ: ପୂଜାପାଠରେ ଅଧିକ ସମୟ ବିତିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ନୂଆ କାମ ଆରମ୍ଭ କରନ୍ତୁ; ଲାଭ ହେବ। ପ୍ରେମିକ ଠାରୁ ଉପହାର ପାଇବେ।

publive-imageକର୍କଟ: ଧର୍ମସ୍ଥାନକୁ ଯିବାର ଯୋଗ ରହିଛି। କାରବାରରେ କୌଣସି ଲୋକ ସହାୟକ ହେବେ। ଘରେ ସୁଖଦ ବାତାବରଣ ବଜାୟ ରହିବ।

publive-imageସି˚ହ: ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରେମରେ ସଫଳତା ମିଳିବ। ଛାତ୍ରମାନେ ଲେଖାପଢ଼ାରେ ଧୢାନ ଦିଅନ୍ତୁ।

publive-imageକନ୍ୟା: ସଫଳତାର ନୂଆ ପାହାଚରେ ପାଦ ରଖିବେ। ଅଧିକାରୀଙ୍କ ସହିତ ଖାସ୍‌ ବିଷୟରେ ଆଲୋଚନା କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ରହିବ।

publive-imageତୁଳା: ସ୍ବଭାବ ଶାନ୍ତ ଓ ବ୍ୟବହାର ମଧୁର ରହିବ। ବ୍ୟବସାୟରେ ସବୁ କିଛି ଭଲ ହେବ। ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ଫଳ ମିଳିବ। ପ୍ରେମ ସ˚ପର୍କ ନିବିଡ଼ ହେବ।

publive-imageବିଛା: ଅଫିସରେ ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହୋଇପାରେ। ବନ୍ଧୁଙ୍କ ସହିତ କୌଣସି ବିଷୟରେ ଚର୍ଚ୍ଚା କରିବେ। ବେପାରୀଙ୍କୁ ଯଥେଷ୍ଟ ଲାଭ ମିଳିବ।

publive-imageଧନୁ: ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ଧନଲାଭର ନୂଆ ମାର୍ଗ ଖୋଲିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ।

publive-imageମକର: ଅଧିକତର କାମ ପୂରା ହୋଇଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଦାମ୍ପତ୍ୟ ଜୀବନରେ ଆପୋସ ବୁଝାମଣା ବଜାୟ ରହିବ।

publive-image

କୁମ୍ଭ: ନିଜକୁ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ଖୁସି ଖବର ପାଇବେ। ବେପାରୀଙ୍କ ଲାଗି ଦିନଟି ଭଲ ରହିବ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ।

publive-imageମୀନ: ଖୁସ୍‌ ମିଜାଜରେ ରହିବେ। ଉନ୍ନତି ପାଇଁ ସୁଯୋଗ ମିଳିପାରେ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଭଲ।