ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଶୌର୍ଯ୍ୟକୁ ବଳ ମିଳିବ। ଗୋଟିଏ ନିର୍ଦ୍ଦିଷ୍ଟ ଦିଗରେ ପ୍ରୟାସ କରନ୍ତୁ, ଯଥେଷ୍ଟ ସଫଳତା ପାଇବେ। ସମାରୋହକୁ ଯିବା ପାଇଁ ଯୋଜନା କରିବେ।

 

ବୃଷ: ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଦାମ୍ପତ୍ୟ ଜୀବନ ସୁଖକର ହେବ। ଛାତ୍ରଙ୍କୁ ଭଲ ପରିଣାମ ମିଳିବ।

 

ମିଥୁନ: ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ପ୍ରସନ୍ନ ହେବେ। ବେପାରରେ ଲାଭ ହେବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

 

କର୍କଟ: ଅଫିସରେ ଶୀଘ୍ର କାମ ସମାପ୍ତ କରିବା ପାଇଁ ଚେଷ୍ଟା କରିବେ। ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

 

ସି˚ହ: ପରିବାର ସହ ଧର୍ମସ୍ଥାନକୁ ଯାଇପାରନ୍ତି। ରାଜନୀତିରେ ଭଲ ମିଳାମିଶା ହେବ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

 

କନ୍ୟା: ଦେବୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରନ୍ତୁ, ଆତ୍ମବିଶ୍ବାସ ବଢ଼ିବ। ସାମାଜିକ ପରିସର ବଢ଼ିପାରେ। ଅଫିସ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ।

 

ତୁଳା: ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଧନ ସମ୍ବନ୍ଧୀୟ ସ୍ଥିତି ଭଲ ରହିବ। କୌଣସି ପ୍ରସଙ୍ଗରେ ବଡ଼ ନିଷ୍ପତ୍ତି ନେଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

 

ବିଛା: ଆପଣଙ୍କର ଶକ୍ତିକୁ ଭଲ କାମରେ ଲଗାଇବେ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ। ବ୍ୟବସାୟ ବିସ୍ତାର କରିବେ। ଶତ୍ରୁ ପରାସ୍ତ ହେବେ।

 

ଧନୁ: ଆପଣଙ୍କ ଲାଗି ସଫଳତାର ଦିନଟିଏ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। କର୍ମକ୍ଷେତ୍ରରେ ପ୍ରଶ˚ସା ପାଇବେ। ସାଙ୍ଗର ଜନ୍ମଦିନ ଉତ୍ସବକୁ ଯାଇପାରନ୍ତି।

 

ମକର: ସବୁ ଅଶାନ୍ତି ଦୂର ହେବ। ଆପଣଙ୍କୁ ବଡ଼ ସଫଳତା ମିଳିବ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ।

 

କୁମ୍ଭ: ବେପାର ଉଦ୍ୟୋଗରେ ଲାଭ ପାଇବେ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ। ସନ୍ତାନ ସୁଖ ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

 

ମୀନ: ପ୍ରଗତି ପାଇଁ ମୁଣ୍ଡକୁ ବିଚାର ଆସିବ। ପ୍ରିୟ ବନ୍ଧୁଙ୍କ ସହିତ ଦେଖା ହେବ। ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ।

ସମ୍ବନ୍ଧିତ ଖବର