publive-imageମେଷ: ଆପଣଙ୍କ ମନ ଓ ହୃଦୟ ବିରୋଧାଭାସ ସୃଷ୍ଟି କରିପାରନ୍ତି। ଜୀବନରେ ଆଗକୁ ବଢ଼ିବା ପାଇଁ ଲୋକଙ୍କ ସାହାଯ୍ୟ ପାଇବେ। ପ୍ରେମିକଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।

Advertisment

publive-imageବୃଷ: ଆପଣଙ୍କ ରଚନାତ୍ମକ ପ୍ରତିଭା ଲୋକଙ୍କ ସାମନାକୁ ଆସିବ। କୌଣସି ଶୁଭ ସମାଚାର ପାଇବାର ସମ୍ଭାବନା ଅଛି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।

publive-imageମିଥୁନ: ବାପା ମାଆଙ୍କ ସାହାଯ୍ୟରେ ଗୁରୁତ୍ବପୂର୍ଣ୍ଣ କାମ ସ˚ପୂର୍ଣ୍ଣ ହେବ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

publive-imageକର୍କଟ: ବିଶେଷ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ବନ୍ଧୁ ସହିତ ଦର୍ଶନୀୟ ସ୍ଥାନକୁ ବୁଲି ଯାଇପାରନ୍ତି। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।

publive-imageସି˚ହ: ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶ˚ସା ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ। ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ।

publive-imageକନ୍ୟା: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। କୌଣସି ନୂଆ କାମ କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ।

publive-imageତୁଳା: ନିଜର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। ଆପଣଙ୍କର ଆୟ ବୃଦ୍ଧି ହେବାର ସ˚କେତ ମିଳିବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।

publive-imageବିଛା: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନିଜର ଧୀଶକ୍ତି ବଳରେ ସବୁ କାମ ସମ୍ଭାଳି ନେବେ। ମହିଳାଙ୍କର ଅଫିସରେ ଉନ୍ନତି ହେବ।

publive-imageଧନୁ: ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଘରେ ମାଙ୍ଗଳିକ କାର୍ଯ୍ୟ ଲାଗି ଭାବି ପାରନ୍ତି। ବ୍ୟବସାୟ କାମରେ ପାଖ ସହରକୁ ଯାଇପାରନ୍ତି।

publive-imageମକର: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବାଲ୍ୟବନ୍ଧୁଙ୍କ ସହିତ ଭେଟ ହୋଇପାରେ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ।

publive-image

କୁମ୍ଭ: କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ।

publive-imageମୀନ: ପୂଜାପାଠରେ ଅଧିକ ସମୟ ବିତିବ। ପରିବାର ଲୋକଙ୍କ ପରାମର୍ଶ ମହତ୍ତ୍ବପୂର୍ଣ୍ଣ ରହିବ। କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।