publive-imageମେଷ: ପାଖ ଲୋକଙ୍କ ସହିତ ସମ୍ବନ୍ଧ ସୁଧାରିବାକୁ ଚେଷ୍ଟା କରିବେ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବେ। ଗ୍ରହରତ୍ନ ବ୍ୟବସାୟୀଙ୍କୁ ଲାଭ ମିଳିବ।

Advertisment

publive-imageବୃଷ: ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। କୌଣସି କ˚ପାନିରେ ଚାକିରି ଲାଗି ଫୋନ୍‌ ଆସିବ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

publive-imageମିଥୁନ: ବ୍ୟବସାୟ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ରାଜନୀତିକ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageକର୍କଟ: ଜୀବନରେ କିଛି ନୂଆ ପରିବର୍ତ୍ତନର ସମ୍ଭାବନା ଦେଖା ଦେବ। ଆମଦାନି ରପ୍ତାନିରେ ଲାଭ ପାଇବେ। ବାହନ କିଣିବା ଲାଗି ଦିନଟି ଶୁଭ। ଦାମ୍ପତ୍ୟ ଜୀବନ ସୁଖଦ ହେବ।

publive-imageସି˚ହ: କୌଣସି ନୂଆ ଯୋଜନା ସମ୍ମୁଖକୁ ଆସିପାରେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ପରିଣାମ ମିଳିବ।

publive-imageକନ୍ୟା: ଅଫିସରେ ନୂଆ କାମର ଦାୟିତ୍ବ ମିଳିବ। ବ୍ୟବସାୟରେ ଲାଗି ରହିଥିବା ଝଞ୍ଜଟ ସମାପ୍ତ ହୋଇଯିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

publive-imageତୁଳା: ଧନଲାଭ ସହିତ ଖୁସିର ଆଗମନ ହେବ। କାମ ପ୍ରତି ଏକାଗ୍ରତା ରହିବ। ପୁରୁଣା ବନ୍ଧୁ ସହିତ ଦେଖା ହେବ। ଛାତ୍ରଙ୍କୁ ପରୀକ୍ଷା ସମ୍ପର୍କରେ ଶୁଭ ଖବର ମିଳିବ।

publive-imageବିଛା: ଆପଣଙ୍କର ନୂଆ ଶକ୍ତିକୁ କାମରେ ଲଗାନ୍ତୁ। ଚାକିରି ବୃତ୍ତିରେ ଅଧୁରା ସ୍ବପ୍ନ ପୂରା ହେବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

publive-imageଧନୁ: କେହି ଆପଣଙ୍କ ଠାରୁ ଅଧିକ ଆଶା ରଖିବେ। କୃଷିଜୀବୀଙ୍କୁ ଧନଲାଭ ହେବ। ପ୍ରେମ ଓ ରୋମାନ୍‌ସ ପାଇଁ ଦିନଟି ଉତ୍ତମ।

publive-imageମକର: ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ନୂଆ କାମ ଆରମ୍ଭ କରିବା ଲାଗି ଦିନଟି ଭଲ। ପରିବାରରେ ନୂଆ ଖୁସି ଆସିବ।

publive-image

କୁମ୍ଭ: ଦୈନିକ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବେ। ଇସ୍ପାତରେ ନିର୍ମିତ କୌଣସି ଜିନିଷ କିଣି ପାରନ୍ତି। ପ୍ରେମ ଜୀବନରେ ଆନନ୍ଦ ପାଇବେ।

publive-imageମୀନ: ନିଜର ଯୋଜନାକୁ ନେଇ ମନରେ ସ˚ଶୟ ସୃଷ୍ଟି ହୋଇପାରେ। ବେପାରରେ ଅଚାନକ ଧନଲାଭ ହେବ। ମହିଳାଙ୍କ ଲାଗି ଦିନଟି ଉତ୍କୃଷ୍ଟ ରହିବ।