ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପଡ଼ୋଶୀଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।

ବୃଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବାପା ମାଆଙ୍କ ସେବା କରନ୍ତୁ, ଭଲ ଫଳ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମିଥୁନ: ନିଜ କାମରେ ଆପଣଙ୍କୁ ସଫଳତା ଓ ଲାଭ ମିଳିବ। ସନ୍ତାନଙ୍କ ପକ୍ଷରୁ ଖୁସି ପାଇବେ। ବନ୍ଧୁଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ।

କର୍କଟ: ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

ସି˚ହ: ଖୋଦ୍‌କୁ ଠିକ୍‌ ପ୍ରମାଣିତ କରି ପାରିବେ। ଲାଭର ଅବସର ପାଇବେ। ଅଫିସରେ ସହକର୍ମୀଙ୍କ ସହିତ ଘନିଷ୍ଠତା ବଢ଼ିବ। ପ୍ରେମ ଜୀବନ ଭଲ ରହିବ।

କନ୍ୟା: ଆପଣଙ୍କୁ ମାନସିକ ସୁଖ ପ୍ରାପ୍ତ ହେବ। ଆପଣଙ୍କୁ କେହି ସାହାଯ୍ୟ ମାଗି ପାରନ୍ତି। ରାଜନୀତିକ ଓ ସାମାଜିକ କାର୍ଯ୍ୟରେ ସମୟ ଦେବେ।

ତୁଳା: ସହଜରେ ସମସ୍ୟାର ସମାଧାନ ବାହାରିଯିବ। ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ବାହନ ସାବଧାନ ପୂର୍ବକ ଚଳାନ୍ତୁ।

ବିଛା: ଆପଣ ଯାହାଙ୍କୁ କିଛି କହିଲେ ସେ ବାରଣ କରିବେ ନାହିଁ। କୋର୍ଟ କଚେରି ମାମଲାରେ ଆରାମ ପାଇବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖା ଦେବ।

ଧନୁ: ଆପଣଙ୍କର ଅଧିକାଂଶ ସମୟ ପିଲାମାନଙ୍କ ସହିତ ଅତିବାହିତ ହେବ। ବେକାରଙ୍କୁ ରୋଜଗାର ମିଳିବ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯିବେ।

ମକର: ସମାଜରେ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। ଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇପାରେ। ବ୍ୟବସାୟରେ ଉନ୍ନତି ହେବ। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ।

କୁମ୍ଭ: ଦୋକାନିଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। କର୍ତ୍ତୃପକ୍ଷ ଆପଣଙ୍କ ଉପରେ ଖୁସି ରହିବେ। ଜୀବନସାଥୀଙ୍କ ସହିତ ସାମଞ୍ଜସ୍ୟ ବଜାୟ ରହିବ।

ମୀନ: ଅନ୍ୟମାନଙ୍କ କଥା ଶୁଣନ୍ତୁ କିନ୍ତୁ ନିଜ ନିଷ୍ପତ୍ତିରେ କାମ କରନ୍ତୁ। ପଇସା ଦେବା ନେବାରୁ ନିବୃତ୍ତ ରୁହନ୍ତୁ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

ସମ୍ବନ୍ଧିତ ଖବର