/sambad/media/post_attachments/wp-content/uploads/2017/11/ms-1.jpg) ମେଷ: ବନ୍ଧୁ ଓ ଭାଇ ସହିତ ସମୟ ବିତିବ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ନୂଆ ଲୋକଙ୍କ ସହ ବୁଝାମଣା ପକ୍କା ହେବ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।
ମେଷ: ବନ୍ଧୁ ଓ ଭାଇ ସହିତ ସମୟ ବିତିବ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ନୂଆ ଲୋକଙ୍କ ସହ ବୁଝାମଣା ପକ୍କା ହେବ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।
/sambad/media/post_attachments/wp-content/uploads/2017/11/brus-290x300.jpg) ବୃଷ: ଭୂସଂପତ୍ତି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ଅଫିସରେ ସାବଧାନ ରହିବାର ଆବଶ୍ୟକତା ଅଛି।
ବୃଷ: ଭୂସଂପତ୍ତି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ଅଫିସରେ ସାବଧାନ ରହିବାର ଆବଶ୍ୟକତା ଅଛି।
/sambad/media/post_attachments/wp-content/uploads/2017/11/mithun.jpg) ମିଥୁନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କ୍ଷମତାଠୁଁ ଅଧିକ ଦାୟିତ୍ବ ନେବେ। ଲୋକଙ୍କୁ ନିଜ କଥାରେ ସହମତ କରାଇନେବେ। ବିଶେଷ ମାମଲା ନେଇ ଆପଣଙ୍କ ଭାବନା ବଦଳିପାରେ।
ମିଥୁନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କ୍ଷମତାଠୁଁ ଅଧିକ ଦାୟିତ୍ବ ନେବେ। ଲୋକଙ୍କୁ ନିଜ କଥାରେ ସହମତ କରାଇନେବେ। ବିଶେଷ ମାମଲା ନେଇ ଆପଣଙ୍କ ଭାବନା ବଦଳିପାରେ।
/sambad/media/post_attachments/wp-content/uploads/2017/11/karkat.jpg) କର୍କଟ: ଆପଣଙ୍କ ଭାବନାରେ ସକାରାତ୍ମକ ପରିବର୍ତ୍ତନ ଆସିବ। ମହିଳାମାନଙ୍କ ଲାଗି ଦିନଟି ଭଲ। ଭଲ କଂପାନିରେ ଚାକିରିର ସୁଯୋଗ ଆସିବ।
କର୍କଟ: ଆପଣଙ୍କ ଭାବନାରେ ସକାରାତ୍ମକ ପରିବର୍ତ୍ତନ ଆସିବ। ମହିଳାମାନଙ୍କ ଲାଗି ଦିନଟି ଭଲ। ଭଲ କଂପାନିରେ ଚାକିରିର ସୁଯୋଗ ଆସିବ।
/sambad/media/post_attachments/wp-content/uploads/2017/11/singha.jpg) ସିଂହ: ନୂଆ ଉଦ୍ୟୋଗ ଗଢ଼ିବା ଲାଗି ଭାବିବେ। ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ, ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ସିଂହ: ନୂଆ ଉଦ୍ୟୋଗ ଗଢ଼ିବା ଲାଗି ଭାବିବେ। ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ, ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
/sambad/media/post_attachments/wp-content/uploads/2017/11/kanya.jpg) କନ୍ୟା: ଯାହା ବି କାମ କରିବାକୁ ଚାହିଁବେ ତାହା ପୂରା ହୋଇଯିବ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯାଇପାରନ୍ତି। ଶିକ୍ଷାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।
କନ୍ୟା: ଯାହା ବି କାମ କରିବାକୁ ଚାହିଁବେ ତାହା ପୂରା ହୋଇଯିବ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯାଇପାରନ୍ତି। ଶିକ୍ଷାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।
/sambad/media/post_attachments/wp-content/uploads/2017/11/tula.jpg) ତୁଳା: ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ମହିଳାମାନଙ୍କ ଲାଗି ଦିନଟି ଭଲ। ଭବିଷ୍ୟତ ଲାଗି କୌଣସି ବିଶେଷ ନିଷ୍ପତ୍ତି ନେବେ।
ତୁଳା: ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ମହିଳାମାନଙ୍କ ଲାଗି ଦିନଟି ଭଲ। ଭବିଷ୍ୟତ ଲାଗି କୌଣସି ବିଶେଷ ନିଷ୍ପତ୍ତି ନେବେ।
/sambad/media/post_attachments/wp-content/uploads/2017/11/bicha.jpg) ବିଛା: ପୂଜାପାଠରେ ସମୟ ବିତିବ। ଆପଣଙ୍କ ସନ୍ତାନର ସଫଳତାରେ ପ୍ରସନ୍ନ ହେବେ। ଘରର କୌଣସି ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇପାରନ୍ତି।
ବିଛା: ପୂଜାପାଠରେ ସମୟ ବିତିବ। ଆପଣଙ୍କ ସନ୍ତାନର ସଫଳତାରେ ପ୍ରସନ୍ନ ହେବେ। ଘରର କୌଣସି ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇପାରନ୍ତି।
/sambad/media/post_attachments/wp-content/uploads/2017/10/dhanu.jpg) ଧନୁ: କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଲୋକମାନଙ୍କ ଉପରେ ଆପଣଙ୍କର ପ୍ରଭାବ ବଢ଼ିବ। ପୁଞ୍ଜି ଲଗାଣ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
ଧନୁ: କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଲୋକମାନଙ୍କ ଉପରେ ଆପଣଙ୍କର ପ୍ରଭାବ ବଢ଼ିବ। ପୁଞ୍ଜି ଲଗାଣ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
/sambad/media/post_attachments/wp-content/uploads/2017/11/makar.jpg) ମକର: କୌଣସି କଥାକୁ ନେଇ ସଂଶୟରେ ରହିବେ। ଜୀବନସାଥୀଙ୍କ ସହଯୋଗ ଫଳପ୍ରଦ ସାବ୍ୟସ୍ତ ହେବ। ପ୍ରେମ ସମ୍ବନ୍ଧରେ ନୂତନତ୍ବ ଆସିବ।
ମକର: କୌଣସି କଥାକୁ ନେଇ ସଂଶୟରେ ରହିବେ। ଜୀବନସାଥୀଙ୍କ ସହଯୋଗ ଫଳପ୍ରଦ ସାବ୍ୟସ୍ତ ହେବ। ପ୍ରେମ ସମ୍ବନ୍ଧରେ ନୂତନତ୍ବ ଆସିବ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ପାରିବାରିକ ଜୀବନରେ ଉତ୍ସାହର ପରିବେଶ ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।
/sambad/media/post_attachments/wp-content/uploads/2017/11/mina.jpg) ମୀନ: ନୂଆ ଯୋଜନା ଆରମ୍ଭ କରିବାକୁ ଭାବୁଥିଲେ ତାକୁ ବାତିଲ କରନ୍ତୁ ନାହିଁ। ଚାକିରିଆଙ୍କୁ ସହକର୍ମୀଙ୍କର ପୂରା ସହଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।
ମୀନ: ନୂଆ ଯୋଜନା ଆରମ୍ଭ କରିବାକୁ ଭାବୁଥିଲେ ତାକୁ ବାତିଲ କରନ୍ତୁ ନାହିଁ। ଚାକିରିଆଙ୍କୁ ସହକର୍ମୀଙ୍କର ପୂରା ସହଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/gata-kali-rasi-4-1.jpg)
