publive-imageମେଷ: ସକାରାତ୍ମକତା ଆପଣଙ୍କୁ ବହୁତ ଆଗକୁ ନେଇ ଯିବ। ପଇସା ଯେମିତି ଆସିବ ସେମିତି ଖର୍ଚ୍ଚ ହୋଇଯିବ। ବ୍ୟବସାୟରେ ପରିବାରର ସହଯୋଗ ପାଇବେ।

Advertisment

publive-imageବୃଷ: ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ। ସମାରୋହରେ କୌଣସି ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ। କୋର୍ଟ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।

publive-imageମିଥୁନ: ଧର୍ମ କର୍ମରେ ମନ ଲାଗି ରହିବ। ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବାକୁ ସକ୍ଷମ ହେବେ। ଘରର କୌଣସି ନୂଆ ଦାୟିତ୍ବ ଆପଣଙ୍କ ନିକଟକୁ ଆସିବ।

publive-imageକର୍କଟ: ସାମାଜିକ କାର୍ଯ୍ୟ ପାଇଁ ସମୟ ଦେବେ। ଆପଣଙ୍କ ପିଲା ବ୍ୟବସାୟରେ ସଂପୂର୍ଣ୍ଣ ସହଯୋଗ କରିବେ। ନୂଆ ଘର ତିଆରି ଲାଗି ଯୋଜନା କରିବେ।

publive-imageସି˚ହ: ମହିଳାମାନଙ୍କ ଲାଗି ପ୍ରେମ ପାଇବାର ଦିନଟିଏ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। ପ୍ରସାଧନ ଦୋକାନୀଙ୍କର ଆର୍ଥିକ ସ୍ଥିତି ସୁଧୁରିବ।

publive-imageକନ୍ୟା: ଭାଗ୍ୟ ବଦଳିବା ପାଇଁ ଶୁଭ ସମୟ। ଆପଣଙ୍କର ସ୍ବଭାବ ସକାରାତ୍ମକ ରହିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହୋଇପାରେ। ବୈବାହିକ ଜୀବନରେ ସୁଖ ପାଇବେ।

publive-imageତୁଳା: ମନକୁ ସକାରାତ୍ମକ ବିଚାର ଆସିବ। ଅଫିସ କାମରେ ରାଜ୍ୟ ବାହାରକୁ ଯିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ।

publive-imageବିଛା: ଚାକିରିଆଙ୍କ ଲାଗି ଭଲ ଦିନଟିଏ। ପଦୋନ୍ନତି ମିଳିପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ବୈବାହିକ ଜୀବନରେ ପ୍ରସନ୍ନତା ବଜାୟ ରହିବ।

publive-imageଧନୁ: ସାମାଜିକ କାର୍ଯ୍ୟରେ ସମୟ ଦେବେ। ଅଚାନକ ଧନପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଇ˚ଜିନିୟରଙ୍କୁ ଭଲ କ˚ପାନିରେ ଚାକିରି ମିଳିବ।

publive-imageମକର: ତରବରିଆ ଭାବେ କୌଣସି କାମ କଲେ ଅସୁବିଧାରେ ପଡ଼ି ପାରନ୍ତି। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ବେପାରରେ ଲାଭ ହେବ।

publive-image

କୁମ୍ଭ: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେ ନାହିଁ। ବେପାରରେ ଉନ୍ନତି କରିବେ। ଜୀବନସାଥୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିପାରେ।

publive-imageମୀନ: ବାପାଙ୍କ ଠାରୁ ସ୍ନେହ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ। ଇ˚ଜିନିୟର ଛାତ୍ରଙ୍କ ଲାଗି କୌଣସି କ˚ପାନିରେ ଚାକିରିର ପ୍ରସ୍ତାବ ଆସିବ।