ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଇଷ୍ଟଦେବଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। କମିସନଯୁକ୍ତ କାରବାରରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ ସମସ୍ତଙ୍କ ସହିତ ତାଳମେଳ ବଜାୟ ରହିବ।

 

ବୃଷ: ଧର୍ମ କାର୍ଯ୍ୟରେ ସମୟ ବିତିବ। ନୂଆ ଲୋକଙ୍କ ଠାରୁ ଉପାର୍ଜନ ଲାଗି ନୂଆ ବିଚାର ପାଇବେ। ବୈବାହିକ ଜୀବନ ଭଲ ରହିବ। ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ।

 

ମିଥୁନ: କୌଣସି ପ୍ରସଙ୍ଗରେ ଭାବପ୍ରବଣ ହେବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା ବେଳେ ସତର୍କ ରୁହନ୍ତୁ। ଅଫିସ କାମରେ କୌଣସି ଚ୍ୟାଲେଞ୍ଜ ଆସିପାରେ।

 

କର୍କଟ: ବେପାରରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଚାକିରିଜୀବୀଙ୍କୁ ନିଜ କାମରେ ସଫଳତା ମିଳିବ। ଘରକୁ ଅନ୍ତରଙ୍ଗ ବନ୍ଧୁ ଆସି ପାରନ୍ତି।

 

ସି˚ହ: ସକାରାତ୍ମକ ଚିନ୍ତା ଓ ସାମର୍ଥ୍ୟକୁ ପ୍ରୟୋଗ କରନ୍ତୁ। ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ରଚନାତ୍ମକ କାମରେ ଲାଭ ପାଇବେ।

 

କନ୍ୟା: କାମରେ ଲାଗି ରହିଥିବା ବାଧା ସମାପ୍ତ ହେବ। ରାଜନୀତିରେ ଲାଭ ପାଇବେ। ଛାତ୍ରମାନେ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ।

 

ତୁଳା: ଆପଣଙ୍କ ମନରେ ନୂଆ ନୂଆ ବିଚାର ଜନ୍ମିବ। ବିଶେଷ କାମରେ ଅନୁଭବୀଙ୍କ ସାହାଯ୍ୟ ପାଇବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

 

ବିଛା: ଅଫିସରେ ନିଜ ମତ ରଖିବାର ସୁଯୋଗ ପାଇବେ। ଅଚାନକ ଧନଲାଭ ହେବ। ସାମାଜିକ କ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ।

 

ଧନୁ: ପୂର୍ବରୁ କରିଆସୁଥିବା କାମ ସ˚ପୂର୍ଣ୍ଣ ହେବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ହୋଇ ରହିବେ। ପରିବାରରେ ମଧୁରତା ସହିତ ବିଶ୍ବାସ ବଢ଼ିବ।

 

ମକର: ଆପଣଙ୍କର ସ୍ବଭାବ ମଜାଳିଆ ରହିବ। ନୂଆ ଲୋକଙ୍କ ସହ ସାକ୍ଷାତ୍‌ ଆଲୋଚନାରୁ ଭବିଷ୍ୟତରେ ଲାଭ ମିଳିବ। ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ।

 

କୁମ୍ଭ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ପାରିବାରିକ ପ୍ରସଙ୍ଗରେ ବ୍ୟସ୍ତତା ବଢ଼ିପାରେ। ଅଫିସ କାମରେ ଦୂର ସ୍ଥାନକୁ ଯାତ୍ରାରେ ଯିବେ।

 

ମୀନ: ଆପଣଙ୍କ କାମ ସ˚ପୂର୍ଣ୍ଣ କରିବାରେ କେହି ବାଧା ଦେବେନାହିଁ। ବେକାରଙ୍କୁ ରୋଜଗାର ମିଳିବ। ଭାଗୀଦାରି କାରବାରରେ ଭଲ ପରିଣାମ ପାଇବେ।

ସମ୍ବନ୍ଧିତ ଖବର