ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି କଥା ନେଇ ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହେବ। ସମସ୍ୟାର ସମାଧାନ ଲାଗି ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ।

ବୃଷ: ଆପଣଙ୍କର କଳାତ୍ମକ ଓ ରଚନାତ୍ମକ କାର୍ଯ୍ୟକୁ ଯଥେଷ୍ଟ ପ୍ରଶଂସା ମିଳିବ। ବ୍ୟବସାୟୀ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।

ମିଥୁନ: ଆଜି ଆପଣ ବହୁତ ସକ୍ରିୟ ରହିବେ। ଲୋକମାନଙ୍କ ସହିତ ମିଳାମିଶା ବଢ଼ିବ। ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ସାନ ଭଉଣୀର ଲେଖାପଢ଼ାରେ ସାହାଯ୍ୟ କରିପାରନ୍ତି।

କର୍କଟ: ଆର୍ଥିକ ଚିନ୍ତା ଦୂର ହେବ। ପରିବାର ଲୋକେ ଆପଣଙ୍କ ଖୁସିର ଭାଗୀଦାର ହେବେ। ଅଫିସରେ ପ୍ରକଳ୍ପ ସଂପୂର୍ଣ୍ଣ ହେଉ ହେଉ ଅଟକିଯିବ। ରାଜନୀତିରେ ସଫଳତା ପାଇବେ।

ସିଂହ: ଆତ୍ମବିଶ୍ବାସର ସ୍ତର ଉଚ୍ଚ ରହିବ। ନୂଆ କାମ ନେଇ ବିଚାର କରିବା ଲାଗି ଦିନଟି ଭଲ। ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

କନ୍ୟା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହୋଇଯିବ। ଛାତ୍ରଙ୍କୁ ନୂଆ ପ୍ରକଳ୍ପରେ କାମ କରିବାକୁ ମିଳିବ।

ତୁଳା: ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଜୀବନସାଥୀଙ୍କର ପ୍ରେମ ଓ ସୁଖ ପାଇବେ।

ବିଛା: ମହତ୍ତ୍ବପୂର୍ଣ୍ଣ କାମ କରିବା ଲାଗି ଶାରୀରିକ ଓ ମାନସିକ ରୂପେ ନିଜକୁ ପ୍ରସ୍ତୁତ ରଖନ୍ତୁ। ଧନଲାଭର ଯୋଗ ରହିଛି। ପାରିବାରିକ ଜୀବନ ସୁଖକର ହେବ।

ମକର: ଦିନଟି ବ୍ୟସ୍ତତାରେ କଟିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହିତ ବଚସା ହୋଇପାରେ। ବିରୋଧୀ ପକ୍ଷ ଆପଣଙ୍କ ଉପରେ ଦୃଷ୍ଟି ରଖିବେ।

ମକର: ଦିନଟି ବ୍ୟସ୍ତତାରେ କଟିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହିତ ବଚସା ହୋଇପାରେ। ବିରୋଧୀ ପକ୍ଷ ଆପଣଙ୍କ ଉପରେ ଦୃଷ୍ଟି ରଖିବେ।

କୁମ୍ଭ: ମହତ୍ତ୍ବପୂର୍ଣ୍ଣ କାମ ଅତିଶୀଘ୍ର ପୂରା କରିପାରିବେ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଆରାମଦାୟକ। ଭୂସଂପତ୍ତି କିଣିବାର ଯୋଗ ରହିଛି।

ମୀନ: ଆର୍ଥିକ କାରବାର ବେଳେ ସାବଧାନ ରୁହନ୍ତୁ। ଆପଣଙ୍କ ନୂଆ ଯୋଜନା ଫଳପ୍ରଦ ହେବ। ଚାକିରିଜୀବୀଙ୍କର ଆୟରେ ବୃଦ୍ଧି ହେବ। ପରିବାରରେ ସୌହାର୍ଦ୍ଦ୍ୟ ବଜାୟ ରହିବ।

ସମ୍ବନ୍ଧିତ ଖବର