/sambad/media/post_attachments/wp-content/uploads/2017/11/ms-1.jpg) ମେଷ: ଜରୁରୀ କାମରେ ସଫଳତା ପାଇବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ପରିବାରର ବଡ଼ଙ୍କ ଅନୁମତି ନିଅନ୍ତୁ। ଜୀବନସାଥୀ ସହିତ ସମ୍ବନ୍ଧ ମଜଭୁତ ହେବ।
ମେଷ: ଜରୁରୀ କାମରେ ସଫଳତା ପାଇବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ପରିବାରର ବଡ଼ଙ୍କ ଅନୁମତି ନିଅନ୍ତୁ। ଜୀବନସାଥୀ ସହିତ ସମ୍ବନ୍ଧ ମଜଭୁତ ହେବ।
/sambad/media/post_attachments/wp-content/uploads/2017/11/brus-290x300.jpg) ବୃଷ: ଧୈର୍ଯ୍ୟଧରି କାମ କଲେ ଯାଇ ଲାଭ ମିଳିବ। ଆପଣଙ୍କର ଉଦାର ସ୍ବଭାବ ବଳରେ ଲୋକମାନଙ୍କୁ ଆକର୍ଷିତ କରିପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ।
ବୃଷ: ଧୈର୍ଯ୍ୟଧରି କାମ କଲେ ଯାଇ ଲାଭ ମିଳିବ। ଆପଣଙ୍କର ଉଦାର ସ୍ବଭାବ ବଳରେ ଲୋକମାନଙ୍କୁ ଆକର୍ଷିତ କରିପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ।
/sambad/media/post_attachments/wp-content/uploads/2017/11/mithun.jpg) ମିଥୁନ: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଉପାୟ ଭାବିବେ। ପ୍ରତିଟି ଚେଷ୍ଟାରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଚାକିରିରେ ଦରମା ବଢ଼ିପାରେ।
ମିଥୁନ: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଉପାୟ ଭାବିବେ। ପ୍ରତିଟି ଚେଷ୍ଟାରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଚାକିରିରେ ଦରମା ବଢ଼ିପାରେ।
/sambad/media/post_attachments/wp-content/uploads/2017/11/karkat.jpg) କର୍କଟ: ଯେଉଁ କାମ ଆପଣଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ ତାକୁ ପ୍ରଥମେ କରିବାକୁ ଚେଷ୍ଟା କରନ୍ତୁ। ସୁସମ୍ବାଦ ପାଇବେ। ବିବାହିତ ନିଜ ସାଥୀଙ୍କ ଭାବନାକୁ ବୁଝନ୍ତୁ।
କର୍କଟ: ଯେଉଁ କାମ ଆପଣଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ ତାକୁ ପ୍ରଥମେ କରିବାକୁ ଚେଷ୍ଟା କରନ୍ତୁ। ସୁସମ୍ବାଦ ପାଇବେ। ବିବାହିତ ନିଜ ସାଥୀଙ୍କ ଭାବନାକୁ ବୁଝନ୍ତୁ।
/sambad/media/post_attachments/wp-content/uploads/2017/11/singha.jpg) ସିଂହ: ବୁଦ୍ଧି ଲଗାଇଲେ ଯାଇ କାରବାର ଆଗକୁ ବଢ଼ିବ। ରାଜନୈତିକ କାର୍ଯ୍ୟରେ ରୁଚି ବଢ଼ିବ। ଛାତ୍ର କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ଗୁରୁଙ୍କର ସାହାଯ୍ୟ ନେବେ।
ସିଂହ: ବୁଦ୍ଧି ଲଗାଇଲେ ଯାଇ କାରବାର ଆଗକୁ ବଢ଼ିବ। ରାଜନୈତିକ କାର୍ଯ୍ୟରେ ରୁଚି ବଢ଼ିବ। ଛାତ୍ର କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ଗୁରୁଙ୍କର ସାହାଯ୍ୟ ନେବେ।
/sambad/media/post_attachments/wp-content/uploads/2017/11/kanya.jpg) କନ୍ୟା: ଅଫିସରେ କୌଣସି ମାମଲା ନେଇ ବିବାଦ ହୋଇପାରେ। ଆବଶ୍ୟକତା ବେଳେ କିଛି ଲୋକ ଆପଣଙ୍କୁ ସାହାଯ୍ୟ କରିବେ। ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ।
କନ୍ୟା: ଅଫିସରେ କୌଣସି ମାମଲା ନେଇ ବିବାଦ ହୋଇପାରେ। ଆବଶ୍ୟକତା ବେଳେ କିଛି ଲୋକ ଆପଣଙ୍କୁ ସାହାଯ୍ୟ କରିବେ। ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ।
/sambad/media/post_attachments/wp-content/uploads/2017/11/tula.jpg) ତୁଳା: ବହୁ ଦିନର ସ୍ବପ୍ନ ସାକାର ହେବ। ନିଜକୁ ଆର୍ଥିକ ରୂପେ ମଜଭୁତ ଅନୁଭବ କରିବେ। ଜୀବନସାଥୀଙ୍କ ପ୍ରେମ ପାଇବେ। ଘରେ ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।
ତୁଳା: ବହୁ ଦିନର ସ୍ବପ୍ନ ସାକାର ହେବ। ନିଜକୁ ଆର୍ଥିକ ରୂପେ ମଜଭୁତ ଅନୁଭବ କରିବେ। ଜୀବନସାଥୀଙ୍କ ପ୍ରେମ ପାଇବେ। ଘରେ ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।
/sambad/media/post_attachments/wp-content/uploads/2017/11/bicha.jpg) ବିଛା: ଯୁବକଙ୍କୁ ରୋଜଗାରର ନୂଆ ସୁଯୋଗ ପ୍ରାପ୍ତ ହେବ। ବିବାହିତ ନିଜର ଜୀବନସାଥୀ ଉପରେ ଭରସା ରଖନ୍ତୁ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।
ବିଛା: ଯୁବକଙ୍କୁ ରୋଜଗାରର ନୂଆ ସୁଯୋଗ ପ୍ରାପ୍ତ ହେବ। ବିବାହିତ ନିଜର ଜୀବନସାଥୀ ଉପରେ ଭରସା ରଖନ୍ତୁ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।
/sambad/media/post_attachments/wp-content/uploads/2017/10/dhanu.jpg) ଧନୁ: ଯେତେ ସକାରାତ୍ମକ କଥା ଭାବିବେ ସେତେ ସଫଳ ହେବେ। କାରବାର ଆଗକୁ ବଢ଼ାଇବା ପାଇଁ ଚେଷ୍ଟା କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
ଧନୁ: ଯେତେ ସକାରାତ୍ମକ କଥା ଭାବିବେ ସେତେ ସଫଳ ହେବେ। କାରବାର ଆଗକୁ ବଢ଼ାଇବା ପାଇଁ ଚେଷ୍ଟା କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
/sambad/media/post_attachments/wp-content/uploads/2017/11/makar.jpg) ମକର: ବ୍ୟବସାୟୀ ନିଜ ମତରେ ଅନ୍ୟମାନଙ୍କୁ ସହମତ କରାଇନେବେ। କଳାକ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ଜୀବନସାଥୀଙ୍କ ଠାରୁ ପ୍ରଶଂସା ମିଳିବ।
ମକର: ବ୍ୟବସାୟୀ ନିଜ ମତରେ ଅନ୍ୟମାନଙ୍କୁ ସହମତ କରାଇନେବେ। କଳାକ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ଜୀବନସାଥୀଙ୍କ ଠାରୁ ପ୍ରଶଂସା ମିଳିବ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଚେଷ୍ଟାର ସକାରାତ୍ମକ ଫଳ ପାଇବେ। ପରିବାରରେ ଖୁସିର ପରିବେଶ ରହିବ। ଅାପଣଙ୍କର ଖର୍ଚ୍ଚ ବଢ଼ିପାରେ। ପ୍ରେମିକା ନିଜର ପ୍ରେମିକଙ୍କୁ ମନର କଥା କହିବେ।
/sambad/media/post_attachments/wp-content/uploads/2017/11/mina.jpg) ମୀନ: ଆପଣଙ୍କ ସମ୍ମୁଖକୁ ଭଲ ସୁଯୋଗ ଆସିବ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଆରାମଦାୟକ ରହିବ। କୌଣସି ବନ୍ଧୁ ମାଧ୍ୟମରେ ଧନଲାଭ ହେବ।
ମୀନ: ଆପଣଙ୍କ ସମ୍ମୁଖକୁ ଭଲ ସୁଯୋଗ ଆସିବ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଆରାମଦାୟକ ରହିବ। କୌଣସି ବନ୍ଧୁ ମାଧ୍ୟମରେ ଧନଲାଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/rasifal-f.jpg)
