ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କିଛି ନୂଆ କରିବା ପାଇଁ ଯୋଜନା କରିବେ। ଘରକୁ ବନ୍ଧୁ ଆସିବା ହେତୁ ପରିବାରରେ ଖୁସିର ପରିବେଶ ରହିବ। ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ।

 

 

ବୃଷ: ଅନ୍ୟମାନଙ୍କ ସହିତ ବ୍ୟବହାରରେ ଶାଳୀନତା ରଖନ୍ତୁ। କୌଣସି କାମରେ ଅଧିକ ସମୟ ଲାଗିପାରେ। ଛାତ୍ରମାନେ ନୂଆ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

 

 

ମିଥୁନ: ବେପାରରେ ଲାଭ ପାଇବେ। ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ମହିଳାମାନଙ୍କ ପାଇଁ ଆନନ୍ଦର ଦିନଟିଏ।

 

 

କର୍କଟ: ଅଧିକ ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ମଜଭୁତ କରିବେ। ସନ୍ତାନଙ୍କ ସହିତ ସମୟ ଅତିବାହିତ କରିବା ହେତୁ ଖୁସି ପାଇବେ। ବାହାରକୁ ବୁଲି ଯିବାର ଯୋଜନା କରିବେ।

 

 

ସି˚ହ: ଆପଣଙ୍କୁ ବହୁତ କିଛି ଶିଖିବାକୁ ମିଳିବ। ଓକିଲଙ୍କୁ କୌଣସି ବଡ଼ ମକଦ୍ଦମାରେ ବିଜୟ ହାସଲ ହୋଇପାରେ। ଜମି କିଣିବା ଲାଗି ଯୋଜନା କରିବେ।

 

କନ୍ୟା: ସବୁ କାମ ସୁଚାରୁ ରୂପେ ସ˚ପୂର୍ଣ୍ଣ ହେବ। ଶିକ୍ଷଣୀୟ କାର୍ଯ୍ୟରେ ମନ ଲାଗିବ। ପାରିବାରିକ ଜୀବନ ସୁଖ ଶାନ୍ତି ଭରା ରହିବ। ପିଲାମାନଙ୍କ ପାଇଁ ଦରକାରୀ ଜିନିଷ କିଣିବେ।

 

 

ତୁଳା: କୌଣସି କାର୍ଯ୍ୟ ସ˚ପୂର୍ଣ୍ଣ କରିବା ଲାଗି ଅପେକ୍ଷା କରିବାକୁ ପଡ଼ିପାରେ। ବେପାରରେ ଲାଭ ହେବ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ।

 

 

ବିଛା: ନୂଆ ଯୋଜନା ପ୍ରସ୍ତୁତ କରିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ।

 

ଧନୁ: ବିଚାର ଆଦାନ ପ୍ରଦାନ କରିବାର ସଫଳ ରହିବେ। ଆର୍ଥିକ ସ୍ଥିତି ବିଶେଷ ରୂପେ ମଜଭୁତ ହେବ। ଛାତ୍ରଛାତ୍ରୀ ଶିକ୍ଷଣୀୟ କଥା ଜାଣିବାକୁ ଉତ୍ସୁକ ହେବେ।

 

 

ମକର: ଧୈର୍ଯ୍ୟ ଧରି କାମ କରନ୍ତୁ। ତରବରିଆ ଭାବେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ନୂଆ ଜିନିଷ କିଣିବେ। ବୈବାହିକ ଜୀବନରେ ଖୁସି ବଜାୟ ରହିବ।

 

କୁମ୍ଭ: ଆପଣଙ୍କ ବ୍ୟକ୍ତିତ୍ବ ସୁବାସ ଭଳି ଚତୁର୍ଦ୍ଦିଗରେ ବିସ୍ତାରିତ ହେବ। ଧନଲାଭର ସୁଯୋଗ ପାଇବେ। ଛାତ୍ରଙ୍କୁ ନିଜ ପରିଶ୍ରମର ପରିଣାମ ହାସଲ ହେବ।

 

ମୀନ: କ୍ୟାରିୟରରେ ସୁଧାର ପାଇଁ ଭଲ ଦିନଟିଏ। ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ଅଧୢାପକଙ୍କ ଲାଗି ଧନଲାଭର ନୂଆ ମାର୍ଗ ଖୋଲିବ।

ସମ୍ବନ୍ଧିତ ଖବର