ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ସେବା ସତ୍କାରରେ କଟିବ। ରାଜନୀତିରେ ଆର୍ଥିକ ଲାଭ ହେବ। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ବୃଷ: କାର୍ଯ୍ୟକ୍ଷେତ୍ରରେ ଅଧିକ ଲାଭ ହେବାର ଯୋଗ ରହିଛି। ବୟୋଜ୍ୟେଷ୍ଠଙ୍କୁ ସାହାଯ୍ୟ କରିବେ। ଛାତ୍ରଙ୍କୁ କିଛି ନୂଆ ଶିଖିବାର ସୁଯୋଗ ମିଳିବ।

ମିଥୁନ: ନିଜର ଶକ୍ତିକୁ ସଠିକ୍‌ ଦିଶାରେ ପ୍ରୟୋଗ କରନ୍ତୁ। ବିଶେଷ କାର୍ଯ୍ୟରେ ଦୂର ସ୍ଥାନକୁ ଯିବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ।

କର୍କଟ: ବେପାରୀ ବର୍ଗ କୌଣସି ନୂଆ କାର୍ଯ୍ୟରେ ପୁଞ୍ଜି ଲଗାନ୍ତୁ। କୌଣସି ବନ୍ଧୁଙ୍କ ଘରକୁ ଯାଇପାରନ୍ତି। ଭୂସ˚ପତ୍ତି କିଣିବା ଯୋଗ ରହିଛି।

ସି˚ହ: ଦାମ୍ପତ୍ୟ ଜୀବନ ଭଲ ରହିବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବ। ନୂଆ ଯୋଜନା ପ୍ରସ୍ତୁତ କରିବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ।

କନ୍ୟା: ଖୋଦ୍‌କୁ ସୁସ୍ଥ ସବଳ ଅନୁଭବ କରିବେ। ଅପ୍ରତ୍ୟାଶିତ ଭାବେ ଆୟ ବୃଦ୍ଧି ହେବ। ବୈଜ୍ଞାନିକ ଅନୁଭବର ପ୍ରୟୋଗ ଠିକ୍‌ ଦିଶାରେ କରିବେ।

ତୁଳା: ଆପଣ ଉତ୍ସାହରେ ଭରି ରହିବେ। ବେପାର ବୃତ୍ତିରେ ଆଶାଜନକ ଫଳ ମିଳିବ। ନୂଆ ବାହନ କିଣିବା ଲାଗି ଦିନଟି ଭଲ।

ବିଛା: ବ୍ୟବସାୟ ଓ ଚାକିରିରେ ଲାଗିରହିଥିବା ବିବାଦ ସମାପ୍ତ ହେବ। ପରିବାର ସହିତ ସମୟ ଅତିବାହିତ କରିବେ। ଘରର ଜିନିଷପତ୍ର କିଣିବେ।

ଧନୁ: ନୂଆ କାର୍ଯ୍ୟରେ ଭାଗ୍ୟର ସହଯୋଗ ପାଇବେ। ଚାକିରିରେ ପଦୋନ୍ନତି ମିଳିପାରେ। ପ୍ରେମ ସ˚ପର୍କ ନିବିଡ଼ ହେବ।

ମକର: ଆପଣଙ୍କ ଆତ୍ମବିଶ୍ବାର ସ୍ତର ବୃଦ୍ଧି ପାଇବ। ବନ୍ଧୁଙ୍କ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ।

କୁମ୍ଭ: ନୂଆ ପରିଯୋଜନାରେ ଆପଣଙ୍କର ସମସ୍ତ ଶକ୍ତି ଲଗାଇବେ। ବ୍ୟବସାୟରେ ପରିବର୍ତ୍ତନ ଆଣିପାରନ୍ତି। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।

ମୀନ: ଯାହା ବି କାମ କରିବେ ସେଥିରେ ସଫଳତା ଓ ଲାଭ ପାଇବେ। ପ୍ରତିଷ୍ଠା ବୃଦ୍ଧି ପାଇଁ ଅବସର ପାଇବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ସୁଖଦ ହେବ।

ସମ୍ବନ୍ଧିତ ଖବର