/sambad/media/post_attachments/wp-content/uploads/2017/11/ms-1.jpg) ମେଷ: ଆର୍ଥିକ ସ୍ଥିତି ମଜଭୁତ ରହିବ। ବ୍ୟବସାୟ ବଢ଼ାଇବା ଲାଗି ଅଧିକ ପରିଶ୍ରମ କରିବେ। ଲୋକମାନଙ୍କ ମଧ୍ୟରେ ଆପଣଙ୍କର ସମ୍ମାନ ବଢ଼ିବ।
ମେଷ: ଆର୍ଥିକ ସ୍ଥିତି ମଜଭୁତ ରହିବ। ବ୍ୟବସାୟ ବଢ଼ାଇବା ଲାଗି ଅଧିକ ପରିଶ୍ରମ କରିବେ। ଲୋକମାନଙ୍କ ମଧ୍ୟରେ ଆପଣଙ୍କର ସମ୍ମାନ ବଢ଼ିବ।
/sambad/media/post_attachments/wp-content/uploads/2017/11/brus-290x300.jpg) ବୃଷ: ନିଜ ବାଣୀରେ ସଂଯମ ରଖନ୍ତୁ। ଅନ୍ଲାଇନ୍ ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦେବେ।
ବୃଷ: ନିଜ ବାଣୀରେ ସଂଯମ ରଖନ୍ତୁ। ଅନ୍ଲାଇନ୍ ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦେବେ।
/sambad/media/post_attachments/wp-content/uploads/2017/11/mithun.jpg) ମିଥୁନ: ଆପଣଙ୍କ ଧର୍ମନିଷ୍ଠତାରୁ ଲୋକେ ପ୍ରେରଣା ନେବେ। ବକେୟା ଅର୍ଥ ପାଇବେ। ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ପାରିବାରିକ ଜୀବନ ସୁଖକର ହେବ।
ମିଥୁନ: ଆପଣଙ୍କ ଧର୍ମନିଷ୍ଠତାରୁ ଲୋକେ ପ୍ରେରଣା ନେବେ। ବକେୟା ଅର୍ଥ ପାଇବେ। ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ପାରିବାରିକ ଜୀବନ ସୁଖକର ହେବ।
/sambad/media/post_attachments/wp-content/uploads/2017/11/karkat.jpg) କର୍କଟ: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ସମସ୍ତେ ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ଶିକ୍ଷକଙ୍କ ସାହାଯ୍ୟରେ ଶିକ୍ଷାର୍ଥୀ ପ୍ରୋଜେକ୍ଟ ପୂରା କରିବେ।
କର୍କଟ: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ସମସ୍ତେ ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ଶିକ୍ଷକଙ୍କ ସାହାଯ୍ୟରେ ଶିକ୍ଷାର୍ଥୀ ପ୍ରୋଜେକ୍ଟ ପୂରା କରିବେ।
/sambad/media/post_attachments/wp-content/uploads/2017/11/singha.jpg) ସିଂହ: କୋର୍ଟ କଚେରି ମାମଲାରେ ଖଚ୍ଚାର୍ନ୍ତ ହୋଇପାରନ୍ତି। ରାଜନୀତିରେ ସଫଳତା ପାଇବେ। କାରବାରରେ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।
ସିଂହ: କୋର୍ଟ କଚେରି ମାମଲାରେ ଖଚ୍ଚାର୍ନ୍ତ ହୋଇପାରନ୍ତି। ରାଜନୀତିରେ ସଫଳତା ପାଇବେ। କାରବାରରେ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।
/sambad/media/post_attachments/wp-content/uploads/2017/11/kanya.jpg) କନ୍ୟା: ଅନ୍ୟର ମାମଲାରେ ଦଖଲ ଦିଅନ୍ତୁ ନାହିଁ। ସନ୍ଧ୍ୟାରେ ଜୀବନସାଥୀ ଭଲ ବ୍ୟଞ୍ଜନ ତିଆରି କରି ଖାଇବାକୁ ଦେବେ। ଛାତ୍ର ନିଜ କ୍ୟାରିୟରକୁ ନେଇ ଯୋଜନା କରିବେ।
କନ୍ୟା: ଅନ୍ୟର ମାମଲାରେ ଦଖଲ ଦିଅନ୍ତୁ ନାହିଁ। ସନ୍ଧ୍ୟାରେ ଜୀବନସାଥୀ ଭଲ ବ୍ୟଞ୍ଜନ ତିଆରି କରି ଖାଇବାକୁ ଦେବେ। ଛାତ୍ର ନିଜ କ୍ୟାରିୟରକୁ ନେଇ ଯୋଜନା କରିବେ।
/sambad/media/post_attachments/wp-content/uploads/2017/11/tula.jpg) ତୁଳା: କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ବିରୋଧୀମାନେ ଦୂରତ୍ବ ବଜାୟ ରଖିବେ। ନୂଆ ବେପାର ଆରମ୍ଭ କରିବା ଲାଗି ବଡ଼ ଭାଇଙ୍କ ସହଯୋଗ ପାଇବେ।
ତୁଳା: କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ବିରୋଧୀମାନେ ଦୂରତ୍ବ ବଜାୟ ରଖିବେ। ନୂଆ ବେପାର ଆରମ୍ଭ କରିବା ଲାଗି ବଡ଼ ଭାଇଙ୍କ ସହଯୋଗ ପାଇବେ।
/sambad/media/post_attachments/wp-content/uploads/2017/11/bicha.jpg) ବିଛା: ଲେଖକଙ୍କ ଲାଗି ଦିନଟି ଭଲ। ନୂଆ ରଚନା ଆରମ୍ଭ କରିପାରନ୍ତି। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ବିଛା: ଲେଖକଙ୍କ ଲାଗି ଦିନଟି ଭଲ। ନୂଆ ରଚନା ଆରମ୍ଭ କରିପାରନ୍ତି। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
/sambad/media/post_attachments/wp-content/uploads/2017/10/dhanu.jpg) ଧନୁ: ଅକାରଣରେ ଆରମ୍ଭ ହୋଇଥିବା ବାଧା ସମାପ୍ତ ହୋଇଯିବ। ବେପାର ବୃଦ୍ଧି ଲାଗି ନୂଆ ଯୋଜନା ତିଆରି କରିବେ। ରାଜନେତାଙ୍କୁ ଉଚ୍ଚ ପଦବି ମିଳିପାରେ।
ଧନୁ: ଅକାରଣରେ ଆରମ୍ଭ ହୋଇଥିବା ବାଧା ସମାପ୍ତ ହୋଇଯିବ। ବେପାର ବୃଦ୍ଧି ଲାଗି ନୂଆ ଯୋଜନା ତିଆରି କରିବେ। ରାଜନେତାଙ୍କୁ ଉଚ୍ଚ ପଦବି ମିଳିପାରେ।
/sambad/media/post_attachments/wp-content/uploads/2017/11/makar.jpg) ମକର: କାର୍ଯ୍ୟକ୍ଷେତ୍ରରେ ଅତ୍ୟନ୍ତ ସଜାଗ ରହିବେ। ମିଷ୍ଟବାଣୀ ଆପଣଙ୍କ କାମକୁ ଶୀଘ୍ର ପୂରା କରିବାରେ ସାହାଯ୍ୟ କରିବ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ହେବ।
ମକର: କାର୍ଯ୍ୟକ୍ଷେତ୍ରରେ ଅତ୍ୟନ୍ତ ସଜାଗ ରହିବେ। ମିଷ୍ଟବାଣୀ ଆପଣଙ୍କ କାମକୁ ଶୀଘ୍ର ପୂରା କରିବାରେ ସାହାଯ୍ୟ କରିବ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ହେବ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଦିନଟି ପୂର୍ବ ଅପେକ୍ଷା ଯଥେଷ୍ଟ ଲାଭ ଦେବ। ଆପଣ ଅଧିକ କଥା ନ କହି କାମରେ ଧ୍ୟାନ ଦେବା ଦରକାର। ପ୍ରିୟଜନ ସହ ଲାଗି ରହିଥିବା ମନାନ୍ତର ସମାପ୍ତ ହୋଇଯିବ।
/sambad/media/post_attachments/wp-content/uploads/2017/11/mina.jpg) ମୀନ: ଆର୍ଥିକ ସ୍ଥିତି ମଜଭୁତ ରହିବ। ବ୍ୟବସାୟ ବୃଦ୍ଧି ଲାଗି ଅଧିକ ପରିଶ୍ରମ କରିବେ। ଲୋକମାନଙ୍କ ମନରେ ଆପଣଙ୍କ ପାଇଁ ସମ୍ମାନ ବଢ଼ିବ।
ମୀନ: ଆର୍ଥିକ ସ୍ଥିତି ମଜଭୁତ ରହିବ। ବ୍ୟବସାୟ ବୃଦ୍ଧି ଲାଗି ଅଧିକ ପରିଶ୍ରମ କରିବେ। ଲୋକମାନଙ୍କ ମନରେ ଆପଣଙ୍କ ପାଇଁ ସମ୍ମାନ ବଢ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/gata-kali-rasi-4-1.jpg)
