publive-image

Advertisment

ମେଷ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ବିଷୟ ପ୍ରତି ଅଧିକ ରହିବ। ବ୍ୟବସାୟରେ ବାପା ସହଯୋଗ କରିବେ। କୌଣସି ଭଲ ଖବର ମିଳିପାରେ। ରାଜନୀତିରେ ରୁଚି ବଢ଼ିବ।

publive-image

ବୃଷ: ଉପରିସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିବେ। ନୂଆ ଲୋକଙ୍କ ସହ ସାକ୍ଷାତ ହୋଇପାରେ। ବେପାରରେ ଲାଭର ସମ୍ଭାବନା। ପାରିବରିକ ଜୀବନ ସୁଖମୟ ହେବ।

publive-imageମିଥୁନ: ସାମାଜିକ କାର୍ଯ୍ୟରେ ଆପଣ ଯୋଗଦାନ ଦେବେ। ଧାର ଅର୍ଥ ଠିକଣା ସମୟରେ ଫେରସ୍ତ ପାଇବାର ଆଶା କମ୍। କର୍ମକ୍ଷେତ୍ରରେ ଆଶା ଅନୁସାରେ ସଫଳତା ପାଇବେ।

publive-imageକର୍କଟ: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ମହିଳାମାନେ କୌଣସି ଖୁସି ଖବର ପାଇବେ।

publive-imageସିଂହ: ପାରିବାରିକ ଜୀବନରେ ମହତ୍ତ୍ବପୂର୍ଣ୍ଣ କାମ ପୂରା ହେବ। ଚାକିରିରେ ଉନ୍ନତି ଯୋଗ ରହିଛି। ଭବିଷ୍ୟତ ଯୋଜନା ଉପରେ ବିଚାର ବିମର୍ଶ କରନ୍ତୁ।

publive-imageକନ୍ୟା: ବେପାର ପାଇଁ ଦିନଟି ଲାଭପ୍ରଦ ରହିବ। ଯୋଜନା ତିଆରି କରିବା ଏବଂ ନିଷ୍ପତ୍ତି ନେବା ପାଇଁ ଭଲ ଦିନଟିଏ। ଅଫିସ କାମରେ ଦୂରସ୍ଥାନକୁ ଯାଇପାରନ୍ତି।

publive-imageତୁଳା: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟ ବୃଦ୍ଧି ହେବାର ଯୋଗ ରହିଛି। ଛାତ୍ରଙ୍କୁ କିଛି ଶିଖାଇବା ପାଇଁ ଦିନଟି ଭଲ। ପ୍ରେମୀ ଯୁଗଳ ଦର୍ଶନୀୟ ସ୍ଥାନକୁ ବୁଲି ଯିବେ।

publive-imageବିଛା: ଅଧୁରା କାମ ସାରିବାକୁ ଚେଷ୍ଟା କରିବେ। ସାମାଜିକ ଓ ରାଜନୀତି କାର୍ଯ୍ୟରେ ମନ ଲାଗିବ। ଅଚାନକ ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।

publive-imageଧନୁ: ଆପଣ ସହ ମିଶୁଥିବା ବ୍ୟକ୍ତି ଆପଣ ପ୍ରତି ପ୍ରଭାବିତ ହେବେ। କ୍ୟାରିୟର ସମ୍ପର୍କିତ ଜାତ ସଂଶୟ କିଛି ସମୟ ପରେ ଦୂର ହୋଇଯିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

publive-imageମକର: ଆପଣଙ୍କ ଧ୍ୟାନ ଅଫିସ କାମ ସାରିବାରେ ଲାଗି ରହିବ। ଆର୍ଥିକ ସ୍ଥିତି ସୁଧୁରିବେ। ପାରିବାରିକ ଜୀବନ ଭଲ ରହିବ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ।

publive-image

କୁମ୍ଭ: ପୂର୍ବପ୍ରସ୍ତୁତ ଯୋଜନାର ପରିବର୍ତ୍ତନ କରିପାରନ୍ତି। ଲାଗି ରହିଥିବା ସମସ୍ୟାର ସମାଧାନ ମିଳିବ। ରାଜନୀତିରେ ଆର୍ଥିକ ଲାଭ ହେବ। ବାହାନ କିଣିବା ଲାଗି ମନ ବଳିବ।

publive-imageମୀନ: ବୟୋଜ୍ୟେଷ୍ଠଙ୍କ ପରାମର୍ଶ ଲାଭକରୀ ସାବ୍ୟସ୍ତ ହେବ। ସମାଜ କଲ୍ୟାଣ କାର୍ଯ୍ୟରେ ରୁଚି ବଢ଼ିବ। ପଦୋନ୍ନ୍ରତି ଅବସର ମିଳିବ। ପରିବାରରେ ସୌହାର୍ଦ୍ଦ ବଜାୟ ରହିବ।