ମେଷ: ନିଜର ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଆତ୍ମଶୁଦ୍ଧି ପାଇଁ ଇଷ୍ଟଦେବଙ୍କର ପ୍ରାର୍ଥନା କରନ୍ତୁ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ବ୍ୟବସାୟରେ ବେଶୀ ଲାଭ ପାଇବେ।
ମିଥୁନ: ବାପା ମାଆଙ୍କର ସେବା କରିବାର ଅବସର ପାଇବେ। ଚାକିରି କ୍ଷେତ୍ରରେ ପ୍ରଶ˚ସା ପାଇବେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।
କର୍କଟ: ଆପଣଙ୍କ ମନରେ ନୂଆ ନୂଆ ବିଚାର ସୃଷ୍ଟି ହେବ। ସବୁ କାମ ଆପଣଙ୍କର ମନ ମୁତାବକ ସ˚ପୂର୍ଣ୍ଣ ହେବ। ବୈବାହିକ ଜୀବନ ଭଲ ରହିବ।
ସି˚ହ: ବାପା ମାଆଙ୍କୁ ନିଜର ମନ କଥା କହିବେ। ନେତୃତ୍ବ ନେବାର କ୍ଷମତା କାମରେ ଆସିବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ।
କନ୍ୟା: ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଦୈନିକ କାର୍ଯ୍ୟରେ ସଫଳତା ପାଇବେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ।
ତୁଳା: ବ୍ୟବସାୟରେ ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ଜୀବନରେ ଅନ୍ୟମାନଙ୍କର ସହଯୋଗ ପାଇବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ବିଛା: ନିଜ କାମରେ ବନ୍ଧୁଙ୍କ ସହାୟତା ନେଇପାରନ୍ତି। ଆପଣ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇପାରନ୍ତି। ଛାତ୍ରଙ୍କୁ ଭଲ ସୁଯୋଗ ମିଳିପାରେ।
ଧନୁ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ନିଜର କଥାଭାଷାରେ ସ˚ଯମ ରଖନ୍ତୁ। ପ୍ରିୟତମଙ୍କୁ ଉପହାର ଦେଇପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଭଲ।
ମକର: ପୂଜାପାଠରେ ଅଧିକ ସମୟ ବିତିବ। ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ପ୍ରେମ ପାଇବେ। ବ୍ୟବସାୟରେ ଉନ୍ନତି ହେବ।
କୁମ୍ଭ: କୌଣସି କଥାକୁ ନେଇ ମନସ୍ତାପରେ ରହିବେ। ନିଜର କାମ ସ˚ପୂର୍ଣ୍ଣ କରିବା ପାଇଁ ଅଧିକ ପରିଶ୍ରମ ଆବଶ୍ୟକ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।
ମୀନ: କୌଣସି ଆତ୍ମୀୟଙ୍କ ଠାରୁ ଖୁସି ଖବର ପାଇବେ। ଚାକିରି ପାଇଁ ଭଲ ପ୍ୟାକେଜ୍ ପାଇବେ। ହୋଟେଲ ବ୍ୟବସାୟୀଙ୍କୁ ଅଧିକ ଲାଭ ମିଳିବ।