publive-image

Advertisment

ମେଷ: ମାଙ୍ଗଳିକ ଅୟୋଜନର ରୂପରେଖ ପ୍ରସ୍ତୁତ କରିବେ। ଚାକିରିଆଙ୍କୁ କାମରେ ଲାଭ ମିଳିବ। ବ୍ୟବସାୟରେ ଧନଲାଭ ହେବ। ସାମାଜିକ ସ୍ତରରେ ଲୋକପ୍ରିୟତା ବୃଦ୍ଧି ପାଇବ।

publive-image

ବୃଷ: ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। ଲୋକେ ଆପଣଙ୍କ ଦ୍ବାରା ପ୍ରଭାବିତ ହେବେ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

publive-imageମିଥୁନ: ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ସକାରାତ୍ମକ ମନୋଭାବ ଯୋଗୁଁ କ୍ୟାରିୟରରେ ସଫଳତା ମିଳିବ। ପରିବାରରେ ଶାନ୍ତିଦାୟକ ବାତାବରଣ ରହିବ।

publive-imageକର୍କଟ: ଆପଣଙ୍କୁ ବନ୍ଧୁ ଠାରୁ ଭଲ ପରାମର୍ଶ ମିଳିବ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ବେପାରରେ ଲାଭ ହେବାର ସମ୍ଭାବନା ଅଛି।

publive-imageସିଂହ: ନକାରାତ୍ମକ ଚିନ୍ତାରୁ ନିବୃତ୍ତ ରହନ୍ତୁ। ବନ୍ଧୁ ଠାରୁ ଆର୍ଥିକ ସହାୟତା ପାଇବେ। କିଣାବିକା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

publive-imageକନ୍ୟା: ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। କ୍ୟାରିୟରରେ ପରିବର୍ତ୍ତନ ଆଣିବାରେ ସଫଳ ହେବେ। ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।

publive-imageତୁଳା: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଉଚ୍ଚ ରହିବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ପରିବାର ସହ ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ।

publive-imageବିଛା: ମାତାପିତାଙ୍କ ସହ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। କୌଣସି ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ।

publive-imageଧନୁ: ବ୍ୟବସାୟୀଙ୍କର ଧନଲାଭ ହୋଇପାରେ। ଜୀବନସାଥୀଙ୍କୁ ତାଙ୍କ ମନ ପସନ୍ଦର ଉପହାର ଦେବେ। କୌଣସି ଜରୁରୀ ଜିନିଷ କେଉଁଠି ପାସୋରି ଯାଇପାରନ୍ତି।

publive-imageମକର: ସନ୍ତାନ ଠାରୁ ଭଲ ଖବର ପାଇବେ। ବ୍ୟବସାୟ ସମ୍ବନ୍ଧୀୟ ଯାତ୍ର‌ାରେ ସଫଳ ହେବେ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନ ଉତ୍ସାହରେ ପୂର୍ଣ୍ଣ ରହିବ।

publive-image

କୁମ୍ଭ: ଜରୁରୀ କାମ ପୂରା କରିବାରେ ସଫଳ ହେବେ। ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ଶତ୍ରୁ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ।

publive-imageମୀନ: ଜୀବନସାଥୀଙ୍କ ସହଯୋଗରେ କାମ ପୂରା ହୋଇଯିବ। ଶିକ୍ଷକଙ୍କ ଲାଗି ଦିନଟି ଭଲ ରହିବ। ଆପଣଙ୍କ ପରିଶ୍ରମର ଫଳ ସନ୍ତୋଷଜନକ ହେବ।