ମେଷ: ଆପଣଙ୍କର ବୃଦ୍ଧି ପାଉଥିବା କ୍ଷମତା ବଳରେ ବହୁତ କିଛି ହାସଲ କରିବେ। ଜମାପୁଞ୍ଜି ବୃଦ୍ଧି ହେବ। ରାଜନୀତିରେ ସମ୍ମାନ ମିଳିପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ। ବୈଦେଶିକ ବେପାରରେ ବଡ଼ ଡିଲ୍ କରିବେ। ନବ ଦମ୍ପତିଙ୍କ ଲାଗି ଦିନଟି ଭଲ ରହିବ।
ମିଥୁନ: କୌଣସି ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣଙ୍କ କାମ ସ˚ପୂର୍ଣ୍ଣ ହେବ। ସମାଜରେ ମାନ ସମ୍ମାନ ପାଇବେ। ପାରିବାରିକ ଜୀବନ ସୁଖକର ହେବ।
କର୍କଟ: ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ବୈବାହିକ ଜୀବନ ଖୁସି ଭରା ରହିବ।
ସି˚ହ: ଅଧୁରା କାମ ପୂରା ହେବ। ବେପାରରେ ଉଚିତ ଲାଭ ପାଇବେ। ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
କନ୍ୟା: ନିଜ କାମରେ ଅଧିକ ପରିଶ୍ରମ କରିବାକୁ ହେବ। କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ। ଦାମ୍ପତ୍ୟ ଜୀବନରେ ନିବିଡ଼ତା ବୃଦ୍ଧି ପାଇବ।
ତୁଳା: ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ସୁସମ୍ବାଦ ପାଇବେ। ବ୍ୟବସାୟରେ ବିସ୍ତାର କରିବେ। ଘରକୁ ବନ୍ଧୁ ଆସିବେ।
ବିଛା: କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଅଚାନକ ଧନଲାଭ ହେବ। ପରିବାରରେ ଲାଗି ରହିଥିବା ମତଭେଦ ଦୂର ହେବ।
ଧନୁ: କିଛି ନୂଆ ଶିଖିବାର ସୁଯୋଗ ପାଇବେ। ପୂର୍ବରୁ କରିଥିବା କାମରୁ ଆପଣଙ୍କୁ ଲାଭ ମିଳିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
ମକର: ବ୍ୟକ୍ତିଗତ ବିଷୟରେ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରିବେ। ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ। ଭୂସ˚ପତ୍ତି କିଣିବା ଲାଗି ଦିନଟି ଶୁଭ।
କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଝଞ୍ଜଟର ସମାଧାନ କରିବାରେ ସକ୍ଷମ ହେବେ। ଅଚାନକ ଧନଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ।
ମୀନ: ନୂଆ କାମ ଆରମ୍ଭ କରିପାରନ୍ତି। ସୁସମ୍ବାଦ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ରମାନେ ଲେଖାପଢ଼ାରେ ମନୋଯୋଗ ଦେବେ।