publive-imageମେଷ: ରଚନାତ୍ମକ କାର୍ଯ୍ୟରେ ସମୟ ବିତିବ। କୌଣସି ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷାତ ହେବ। ନୂଆ କାରବାରରେ ଯଥେଷ୍ଟ ଲାଭ ପାଇବେ।

Advertisment

publive-imageବୃଷ: ରାଜନୀତିକ, ସାମାଜିକ କାର୍ଯ୍ୟରେ ସମୟ ଦେବେ। ବ୍ୟବସାୟରେ ଲାଭ ହୋଇପାରେ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ପାଇବେ।

publive-imageମିଥୁନ: କୌଣସି କାମରେ ଆଶାଠୁଁ ଅଧିକ ଧନଲାଭ ହେବ। ନୂଆ ଲୋକଙ୍କ ସହିତ ସ˚ପର୍କ ହୋଇପାରେ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିବାର ଯୋଗ ରହିଛି।

publive-imageକର୍କଟ: ସବୁ ମନସ୍କାମନା ପୂରଣ ହେବ। ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟବସାୟରେ ଉନ୍ନତି ହେବ। ଘରକୁ କୌଣସି ବନ୍ଧୁ ଆସିବେ।

publive-imageସି˚ହ: ମନରେ ନୂଆ ବିଚାର ଉତ୍ପନ୍ନ ହେବ। ଅଚାନକ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ବସି ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ।

publive-imageକନ୍ୟା: ନୂଆ ସ୍ରୋତରୁ ଧନଲାଭ ହେବ। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ।

publive-imageତୁଳା: ବନ୍ଧୁମାନଙ୍କ ସହିତ ସମୟ ବିତିବ। ବେପାରରେ ଯଥେଷ୍ଟ ଲାଭ ପାଇବେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ପାରିବାରିକ ଜୀବନ ସୁଖମୟ ହେବ।

publive-imageବିଛା: ବ୍ୟବସାୟରେ ପରିବାର ଲୋକଙ୍କ ସହଯୋଗ ପାଇବେ। ତରବରିଆ ଭାବେ କୌଣସି ସମାଧାନ କରନ୍ତୁ ନାହିଁ। ବିଦ୍ୟାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

publive-imageଧନୁ: ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ଛାତ୍ର ପରୀକ୍ଷାରେ ଭଲ କରିବେ।

publive-imageମକର: ଆପଣଙ୍କ ଜୀବନ ଲାଗି କିଛି ସୁଯୋଗ ମିଳିପାରେ। ନୂଆ ଲୋକଙ୍କ ସହିତ ମିଶିବେ। କୌଣସି ବନ୍ଧୁ ଆସିବା ହେତୁ ପରିବାରରେ ଖୁସର ପରିବେଶ ରହିବ।

publive-image

କୁମ୍ଭ: ଆପଣଙ୍କ ମନ ଶାନ୍ତ ରହିବ। ଯାହା ବି କାମ କରିବେ ସଫଳତା ପାଇବେ। ଚାକିରିଜୀବୀଙ୍କୁ ଅଫିସରେ ଭଲ ଖବର ମିଳିପାରେ। ପ୍ରେମ ଜୀବନ ଭଲ ରହିବ।

publive-imageମୀନ: ପାରିବାରିକ କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ। ବ୍ୟବସାୟରେ ପୁଞ୍ଜି ଲଗାଇପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ ରହିବ।