publive-imageମେଷ: ଉନ୍ନତରେ ଲାଗି ରହିଥିବା ବାଧା ଦୂର ହେବ। ଅନ୍ୟ ରାଜ୍ୟକୁ ଯାଇପାରନ୍ତି। ସମାଜରେ ଲୋକେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା କରିବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

Advertisment

publive-imageବୃଷ: ଭାବିଥିବା କାମ ପୂରା ହୋଇଯିବ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ସିନେମା ଦେଖିବେ।

publive-imageମିଥୁନ: ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ ଅଧୁରା କାମ ଦେଖି ଅସନ୍ତୁଷ୍ଟ ହୋଇପାରନ୍ତି। ରାଜନେତାଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

publive-imageକର୍କଟ: ସନ୍ଧ୍ୟା ପୂର୍ବରୁ କୌଣସି ଶୁଭ ଖବର ମିଳିବ। ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ଦୁଇ-ଚାରିଜଣଙ୍କ ମତ ନିଅନ୍ତୁ। ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ।

publive-imageସିଂହ: ଦୀର୍ଘ ଦିନର କାମ ପୂରା କରିବା ଲାଗି ବନ୍ଧୁର ସାହାଯ୍ୟ ପାଇବେ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ଛାତ୍ରଛାତ୍ରୀଙ୍କ ଲେଖାପଢ଼ାରେ ମନ ଲାଗି ନ ପାରେ।

publive-imageକନ୍ୟା: ଅଧିକ ପରିଶ୍ରମ ଓ ଏକାଗ୍ରତା ସହ କାମ ସଂପୂର୍ଣ୍ଣ କରିବେ। ବେପାରରେ ବକେୟା ଅର୍ଥ ପାଇବେ। ସୁନା ଅଳଙ୍କାର କିଣିବା ଲାଗି ଚିନ୍ତା କରିବେ।

publive-imageତୁଳା: ନୂଆ କାମ ଆରମ୍ଭ କଲେ ଯଥେଷ୍ଟ ଲାଭ ହେବ। ନିକଟ ସଂପର୍କୀୟ ଆପଣଙ୍କୁ ଭଲ ପରାମର୍ଶ ଦେବେ। ନବ ବିବାହିତ ଭଲ ସମୟ ଅତିବାହିତ କରିବେ।

publive-imageବିଛା: ଲୋକଙ୍କ ସହ ଅଯଥା ଚର୍ଚ୍ଚା ନ କରି ନିଜ କାମରେ ଧ୍ୟାନ ଦିଅନ୍ତୁ। ଅଫିସରେ ଦିନଟି ଭଲରେ ବିତିବ। ଉପରିସ୍ଥ କର୍ମଚାରୀଙ୍କ ସହଯୋଗରେ ପଦୋନ୍ନତି ମିଳିବ।

publive-imageଧନୁ: ଅନ୍‍ଲାଇନ୍‍ରେ ଆୟ ଲାଗି ଆପଣଙ୍କୁ ସୁଯୋଗ ମିଳିବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଅଫିସରେ ଆପଣଙ୍କର ଭଲ ପ୍ରଦର୍ଶନ ଦେଖି କର୍ତ୍ତୃପକ୍ଷ ପ୍ରଶଂସା କରିବେ।

publive-imageମକର: ବ୍ୟବସାୟରେ ସାହସର ସହ କାମ କଲେ ସଫଳ ହେବେ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଡାକ୍ତରୀ ଛାତ୍ର କିଛି ନୂଆ ଶିଖିବେ।

publive-image

କୁମ୍ଭ: ଅଫିସରେ ପରିଶ୍ରମ ଓ ମନଯୋଗରେ କାମ କରି ସଫଳ ହେବେ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଅସନ୍ତୁଷ୍ଟ ସାଥୀଙ୍କୁ ମନାଇବାରେ ସଫଳ ହେବେ।

publive-imageମୀନ: ଅଫିସରେ କାମ ପୂରା କରିବାରେ ସହକର୍ମୀଙ୍କର ସାହାଯ୍ୟ ମିଳିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବେ।