publive-imageମେଷ: ସହକର୍ମୀଙ୍କ ସାହାଯ୍ୟରେ କୌଣସି ଯୋଜନା ସଫଳ ହେବ। ବେପାର ସମ୍ବନ୍ଧରେ ଭଲ ଖବର ପାଇବେ। ଦାମ୍ପତ୍ୟ ଜୀବନରେ ସମାଞ୍ଜସ୍ୟ ବଜାୟ ରହିବ।

Advertisment

publive-imageବୃଷ: କମ୍‌ ପରିଶ୍ରମରେ ବେଶୀ ଲାଭ ପାଇବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ସନ୍ତାନଙ୍କ ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ।

publive-imageମିଥୁନ: ଚାକିରି ବୃତ୍ତିରେ ସଫଳତା ପାଇବେ। ଆପଣଙ୍କୁ କେହି ଉପହାର ଦେବେ। ଅଭିନୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଶୁଭ।

publive-imageକର୍କଟ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର ପାଇବେ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ।

publive-imageସି˚ହ: ଆପଣଙ୍କ କଳ୍ପନା ଶକ୍ତି ଲକ୍ଷ୍ୟ ପ୍ରାପ୍ତିରେ ସହାୟକ ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ଛାତ୍ରଙ୍କୁ ଭଲ ପରିଣାମ ମିଳିବ।

publive-imageକନ୍ୟା: ଅନ୍ୟମାନଙ୍କ ସହିତ ଆପଣଙ୍କର ତାଳମେଳ ଭଲ ରହିବ। ଆପଣଙ୍କ ନିକଟକୁ ନୂଆ ଦାୟିତ୍ବ ଆସିବ। ଗ୍ରହରତ୍ନ ବ୍ୟବସାୟୀଙ୍କୁ ଧନଲାଭ ହେବ।

publive-imageତୁଳା: ଅଫିସର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚେଷ୍ଟା କରିବେ। ନୂଆ ଲୋକଙ୍କ ସହିତ ସ˚ପର୍କ ସୁଦୃଢ଼ ହେବ। ଲାଗି ରହିଥିବା ବିବାଦ ସମାପ୍ତ ହୋଇପାରେ।

publive-imageବିଛା: ଅନୁଭବୀ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିପାରନ୍ତି। ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ। ମହିଳାଙ୍କର ସମାଜରେ ସମ୍ମାନ ବୃଦ୍ଧି ହେବ।

publive-imageଧନୁ: ସପରିବାର କୌଣସି ଧର୍ମସ୍ଥାନକୁ ଯାତ୍ରା କରିପାରନ୍ତି। ବନ୍ଧୁଙ୍କ ଠାରୁ ଉଚିତ ପରାମର୍ଶ ପାଇବେ। ରାଜନୀତିରେ ଉଚ୍ଚ ପଦବୀ ପ୍ରାପ୍ତ ହୋଇପାରେ।

publive-imageମକର: ବ୍ୟବସାୟରେ ଲାଗିରହିଥିବା ଅନିଶ୍ଚିତତା ସମାପ୍ତ ହୋଇଯିବ। ବିଲ୍‍ଡର୍‍ଙ୍କ ଲାଗି ଦିନଟି ଲାଭପ୍ରଦ। ପରିବାରରେ ସୁଖ ଶାନ୍ତିର ବାତାବରଣ ବଜାୟ ରହିବ।

publive-image

କୁମ୍ଭ: ଖୋଦ୍‌କୁ ସୁସ୍ଥ ସବଳ ଅନୁଭବ କରିବେ। ସାମାଜିକ କାର୍ଯ୍ୟକ୍ରମରେ ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଅଫିସରେ ଆପଣଙ୍କୁ ପ୍ରଶଂସା ମିଳିବ।

publive-imageମୀନ: ଆପଣଙ୍କ ପାଇଁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।