ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଆପଣଙ୍କ ଉପରେ ଲୋକମାନଙ୍କର ଅତୁଟ ବିଶ୍ବାସ ରହିବ। ସରକାରୀ କାମରେ ଲାଭ ମିଳିପାରେ।

ବୃଷ: ଅଫିସ ଯିବା ସମୟରେ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। ବେପାରରେ ପରିବର୍ତ୍ତନ ପାଇଁ ଯୋଜନା ତିଆରି କରିବେ।

ମିଥୁନ: ମାତାପିତାଙ୍କ ପରାମର୍ଶ କ୍ୟାରିୟର ପାଇଁ ଉତ୍ତମ ହେବ। କାରବାରରେ ଆମଦାନି ପୂର୍ବ ଅପେକ୍ଷା ବୃଦ୍ଧି ପାଇବ। ପ୍ରିୟଜନଙ୍କ ସହିତ ମିଳନ ହେବ।

କର୍କଟ: ନୂଆ ସକାରାତ୍ମକ ଶକ୍ତି ଅନୁଭବ କରିବେ। ଅଫିସରେ ଆପଣଙ୍କ କାମକୁ ଠିକ୍‌ ଦିଶା ଦେବେ। ପରିବାର ଓ ସମାଜରେ ଆପଣଙ୍କୁ ସମ୍ମାନ ମିଳିବ।

ସି˚ହ: ସବୁ କାମ ମନ ମୁତାବକ ସ˚ପୂର୍ଣ୍ଣ ହେବ। କାନୁନ ମାମଲାରେ କୌଣସି ଅନୁଭବୀଙ୍କ ମତ ନିଅନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ।

କନ୍ୟା: ଆପଣଙ୍କର ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। ସବୁ କାମରେ ସଫଳତା ପାଇବେ। ଛାତ୍ରଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ।

ତୁଳା: ନିଜ ଲୋକଙ୍କ ସହାୟତାରେ ଆପଣଙ୍କର ଅଶାନ୍ତି କମ୍‌ ହେବ। ଅଧିକତର କାମ ନିର୍ଦ୍ଧାରିତ ସମୟରେ ସମାପ୍ତ କରିଦେବେ।

ବିଛା: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭପ୍ରଦ ହୋଇପାରେ। ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ।

ଧନୁ: ଆପଣଙ୍କ ଶକ୍ତିର ସ୍ତର ବୃଦ୍ଧି ପାଇବ। କୌଣସି ବଡ଼ ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରନ୍ତି। ଧନଲାଭର ଯୋଗ ରହିଛି।

ମକର: ଭବିଷ୍ୟତକୁ ସୁଧାରିବା ଲାଗି ପଦକ୍ଷେପ ନେବେ। ବେପାରରେ ଅଧିକ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ରୋମାଣ୍ଟିକ ସନ୍ଧ୍ୟା ଅତିବାହିତ ହେବ।

କୁମ୍ଭ: ଆର୍ଥିକ ଉନ୍ନତି ଓ ସଫଳତା ପାଇବେ। ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।

ମୀନ: ଆପଣଙ୍କ ଜୀବନ ଲାଗି ବିଶେଷ କାମ ମିଳିପାରେ। ଅଧିକାରୀଙ୍କ ସହିତ ବିଶେଷ ପ୍ରସଙ୍ଗ ଉପରେ କଥାବାର୍ତ୍ତା କରିପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର