ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ବହୁତ ମହତ୍ତ୍ବପୂର୍ଣ୍ଣ ରହିବ। ଲାଗି ରହିଥିବା ବିବାଦର ସମାଧାନ ହେବ। ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ।

ବୃଷ: ଆପଣଙ୍କୁ ସରକାରୀ ଓକିଲଙ୍କ ସହଯୋଗ ମିଳିବ। ଆପଣଙ୍କର ପ୍ରେମ ଜୀବନ ସୁଖଦ ହେବ। ବେପାର ବୃତ୍ତିରେ ଆଶାଜନକ ଫଳ ପାଇବେ।

ମିଥୁନ: ପରିଶ୍ରମ ଓ ନିଷ୍ଠାରେ ଆଗକୁ ବଢ଼ିବାର ଦିନଟିଏ। ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ।

କର୍କଟ: କ୍ୟାରିୟର ପ୍ରସଙ୍ଗରେ ନୂଆ ସୁଯୋଗ ମିଳିପାରେ। ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ସମ୍ବନ୍ଧରେ ମଧୁରତା ଆସିବ।

ସି˚ହ: ଆପଣଙ୍କ ମନ ଶାନ୍ତ ରହିବ। ଜୀବନକୁ ଉନ୍ନତ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ। ସାମାଜିକ ଯୋଗାଯୋଗର ପରିସର ବୃଦ୍ଧି ହେବ।

କନ୍ୟା: ସବୁ ଅଶାନ୍ତି ଦୂର ହୋଇଯିବ। ବିଦେଶୀ କ˚ପାନିର ଅ˚ଶୀଦାର ହୋଇପାରନ୍ତି। ମନୋର˚ଜନ କାର୍ଯ୍ୟରେ ଅଧିକ ସମୟ ଓ ଅର୍ଥ ବ୍ୟୟ କରନ୍ତୁ ନାହିଁ।

ତୁଳା: ବଡ଼ଙ୍କ ଠାରୁ ପ୍ରେରଣା ନେଇ କାମ କରନ୍ତୁ। ସାମାଜିକ ସ୍ତରରେ ଆପଣଙ୍କର ପ୍ରଭାବ ବଢ଼ିବ। ପ୍ରେମରେ ସଫଳତା ପାଇବେ।

ବିଛା: ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ହୋଇପାରେ। ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ।

ଧନୁ: ବେପାର ବୃତ୍ତିରେ ଭଲ ପରିଣାମ ପାଇବା ପାଇଁ ଅଧିକ ପରିଶ୍ରମ କରନ୍ତୁ। କୌଣସି ପ୍ରିୟ ବନ୍ଧୁଙ୍କ ସହିତ ମିଳନର ଯୋଗ ରହିଛି।

ମକର: ଆପଣଙ୍କର ଅଧିକାଂଶ କାମ ସ˚ପୂର୍ଣ୍ଣ ହୋଇଯିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

କୁମ୍ଭ: ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ନିଜର ବାଣୀ ଉପରେ ସ˚ଯମ ରଖନ୍ତୁ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି।

ମୀନ: ଅଧୁରା କାମ ସ˚ପୂର୍ଣ୍ଣ ହୋଇଯିବ। କାହାରି ଉପରେ ଜଲଦି ଭରସା କରନ୍ତୁ ନାହିଁ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

ସମ୍ବନ୍ଧିତ ଖବର