ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜ କାମରେ ଧୢାନ ଦେବାକୁ ଚେଷ୍ଟା କରନ୍ତୁ। କଥା କହିବା ବେଳେ ଅନ୍ୟର କଥାକୁ ଧୢାନ ଦେଇ ଶୁଣନ୍ତୁ। ବ୍ୟବସାୟରେ ପ୍ରଗତି ହେବ।

ବୃଷ: ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ଚାକିରିଜୀବୀଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ମିଳିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ମିଥୁନ: କୌଣସି କଥାକୁ ନେଇ ଖୁସି ହୋଇପାରନ୍ତି। କେହି ଆପଣଙ୍କୁ କାମ ସମ୍ବନ୍ଧରେ ପରାମର୍ଶ ମାଗି ପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

କର୍କଟ: ସୃଜନଶୀଳ ବ୍ୟକ୍ତମାନେ ସଫଳତା ହାସଲ କରିବେ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ।

ସି˚ହ: ପରିବାର କାମରେ ବ୍ୟସ୍ତ ରହିବେ। ଛୋଟ କଥାକୁ ନେଇ ରାଗନ୍ତୁ ନାହିଁ। ନେଣଦେଣରେ ବଡ଼ଙ୍କ ସମ୍ମତି ଲାଭପ୍ରଦ ରହିବ।

କନ୍ୟା: ସ୍ଥଗିତ କାମ ସ˚ପୂର୍ଣ୍ଣ ହେବ। ସାମାଜିକ କାର୍ଯ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ନୂଆ ଲୋକମାନଙ୍କ ସହିତ ଭଲ ବ୍ୟବହାର କରନ୍ତୁ।

ତୁଳା: ପ୍ରଗତିର ସୁଯୋଗ ମିଳିବ। ସରକାରୀ କ୍ଷେତ୍ରରେ ଆପଣଙ୍କର ଆଶା ପୂରଣ ହେବ। ବ୍ୟବସାୟରେ ଭଲ ପରିଣାମ ପାଇବେ।

ବିଛା: ବ୍ୟବସାୟ ସ˚ପର୍କିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। ଚାକିରିଆଙ୍କୁ ସମସ୍ତଙ୍କର ସହଯୋଗ ମିଳିବ। ରଚନାତ୍ମକ କାମରେ ଲାଭ ମିଳିବ।

ଧନୁ: ସବୁ କାମ ସହଜରେ ପୂରା ହେବ। ଧନଲାଭର ନୂଆ ରାସ୍ତା ଖୋଲିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

ମକର: ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ସମାଜରେ ମାନ ସମ୍ମାନ ବଢ଼ିବ। କୌଣସି ନୂଆ କାମ କରିବାର ଯୋଜନା କରିବେ। ସୁସମ୍ବାଦ ପାଇବେ।

କୁମ୍ଭ: ମନ ପ୍ରସନ୍ନ ରହିବ। ଅନ୍ୟମାନଙ୍କ ସହିତ ଥଟ୍ଟାମଜା କରିବେ। ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିପାରେ।

ମୀନ: ନୂଆ ସମ୍ବନ୍ଧରୁ ଆପଣଙ୍କୁ ଲାଭ ମିଳିପାରେ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ଛାତ୍ରଙ୍କର ପାଠପଢ଼ାରେ ମନ ଲାଗିବ।

ସମ୍ବନ୍ଧିତ ଖବର