ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବନ୍ଧୁ ମାଧୢମରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସ˚ପୂର୍ଣ୍ଣ ହେବ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

ବୃଷ: ଆପଣଙ୍କର ଆତ୍ମବିଶ୍ବାସ ଦୃଢ଼ ରହିବ। ବିଶେଷ କାମ ସ˚ପୂର୍ଣ୍ଣ ହେବା ଯୋଗୁଁ ଆପଣଙ୍କୁ ଖୁସି ମିଳିବ। ବନ୍ଧୁଙ୍କ ସହିତ ସାକ୍ଷାତ ହେବ।

ମିଥୁନ: ଧନଲାଭର ସୁଯୋଗ ପାଇବେ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। କୌଣସି ସହପାଠୀ ଆପଣଙ୍କୁ ନିଜର କଥା କହିବେ।

କର୍କଟ: ଲାଗି ରହିଥିବା ଅଶାନ୍ତି ଦୂର ହେବ। ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ। ମହିଳାଙ୍କୁ ଖୁସି ଖବର ମିଳିବ।

ସି˚ହ: ପାରିବାରିକ ମାମଲା ନେଇ ଚିନ୍ତା ବଢ଼ିବ। ବ୍ୟବସାୟରେ ପରିଶ୍ରମ ତୁଳନାରେ କମ୍‌ ଲାଭ ପାଇବେ। ବିରୋଧୀଙ୍କ ପ୍ରତି ସାବଧାନ ରୁହନ୍ତୁ।

କନ୍ୟା: ବହୁ ଦିନର ଆଶା ପୂରଣ ହେବ। ଆୟର ସ୍ରୋତ ବୃଦ୍ଧି ପାଇବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ତୁଳା: ବ୍ୟବସାୟରେ ପରିବର୍ତ୍ତନ ଦ୍ବାରା ଭାଗ୍ୟ ଉଜ୍ଜ୍ବଳ ହେବ। ସମାଜରେ ଆପଣଙ୍କ କାମର ପ୍ରଶ˚ସା ହେବ। କିଛି ନୂଆ ସ˚ପର୍କ ଆପଣଙ୍କ ତାଲିକାରେ ଯୋଡ଼ିହେବ।

ବିଛା: ପୂଜାପାଠରେ ଅଧିକ ସମୟ ବିତିବ। କିଛି ଲୋକଙ୍କ ଠାରୁ ସାହାଯ୍ୟ ପାଇପାରନ୍ତି। ଆପଣଙ୍କ ବ୍ୟବସାୟରେ ଅଚାନକ ବୃଦ୍ଧି ଘଟିବ।

ଧନୁ: ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ଆପଣଙ୍କ କାମରେ ବରିଷ୍ଠଙ୍କ ପୂରା ଯୋଗଦାନ ରହିବ।

ମକର: ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। କାରବାରରେ ନୂଆ ଚୁକ୍ତି ହେବ। ଭ୍ରମଣ ସୁଖ ମିଳିବ। ପ୍ରିୟତମଙ୍କୁ ଉପହାର ଦେବେ।

କୁମ୍ଭ: ଲାଗି ରହିଥିବା କଷ୍ଟରୁ ମୁକ୍ତି ପାଇବେ। ବେକାରଙ୍କ ଲାଗି ଭାଗ୍ୟ ଉନ୍ନତିର ସୁଯୋଗ ଆସିବ। ବ୍ୟବସାୟରେ ଲାଭ ପାଇବେ।

ମୀନ: ପରିବାର ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ବ୍ୟବସାୟ ପାଇଁ ଭଲ ସୁଯୋଗ ପାଇବେ। ସମାଜିକ କ୍ଷେତ୍ରରେ ଯଶ ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର