ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଗକୁ ବଢ଼ିବାର ଦିନଟିଏ। କର୍ମକ୍ଷେତ୍ରରେ ଅଧିକ ଦାୟିତ୍ବ ତୁଲାଇବେ। ବ୍ୟବସାୟୀ ବର୍ଗଙ୍କୁ ଧନଲାଭ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।

ବୃଷ: ଇଷ୍ଟଦେବଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ସୁସମ୍ବାଦ ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଜୀବନସାଥୀଙ୍କ ସହ ପ୍ରେମ ବଢ଼ିବ।

ମିଥୁନ: ମନ ସ୍ଥିର ନ ରହିବା ହେତୁ ଉଚ୍ଛୃଙ୍ଖଳ ହୋଇପାରନ୍ତି। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

କର୍କଟ: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ନୂଆ ପୁରୁଣା ବନ୍ଧୁଙ୍କର ସହଯୋଗ ଓ ସଦିଚ୍ଛା ପାଇବେ। ବ୍ୟବସାୟରେ ଲାଭ ହେବ।

ସି˚ହ: ଭାବିଥିବା କାମ ବିନା ବାଧା ବିଘ୍ନରେ ସ˚ପନ୍ନ ହେବ। ଭଲ ଖବର ପାଇବେ। ଭାଗୀଦାରଙ୍କ ସହିତ ମଧୢାହ୍ନ ଭେଜନ କରିବେ।

କନ୍ୟା: ଆପଣଙ୍କ ଭିତରେ ନୂଆ ଶକ୍ତି ସ˚ଚାର ହେବ। ପୂର୍ବରୁ ଆରମ୍ଭ କରିଥିବା କାମ ସ˚ପୂର୍ଣ୍ଣ ହୋଇଯିବ। ପ୍ରିୟତମଙ୍କୁ ନିଜର ମନକଥା କୁହନ୍ତୁ।

ତୁଳା: ନୂଆ ଲୋକଙ୍କ ସହିତ ପରିଚୟ ହେବ। ବ୍ୟବସାୟ ପାଇଁ ନୂଆ ଚୁକ୍ତିପତ୍ର କରିବେ। ପାରିବାରିକ ଜୀବନରେ ସୁଖ ସୌଭାଗ୍ୟ ବୃଦ୍ଧି ପାଇବ।

ବିଛା: ମନରେ ନୂଆ ନୂଆ ବିଚାର ସୃଷ୍ଟି ହେବ। ବ୍ୟବସାୟ ସମ୍ବନ୍ଧରେ ଅନୁଭବୀ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବେ। ମହିଳାମାନଙ୍କ ଲାଗି ଦିନଟି ଭଲ।

ଧନୁ: ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ନିଜ କଥାରେ ସମସ୍ତଙ୍କୁ ପ୍ରଭାବିତ କରିପାରନ୍ତି। ଓକିଲଙ୍କୁ ନୂଆ ମୋକଦ୍ଦମା ମିଳିପାରେ।

ମକର: କୌଣସି ଭଲ ଖବର ପାଇବେ। ରାଜନୀତିରେ ପରିସର ବୃଦ୍ଧି ହେବ। ଅଫିସରେ କାମ ବଢ଼ିପାରେ। ପ୍ରେମରେ ସଫଳତା ପାଇବେ।

କୁମ୍ଭ: ମନରେ ଧର୍ମ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଭାବିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।

ମୀନ: କିଛି ନୂଆ କରି ଦେଖାଇବାର ଇଚ୍ଛା ଜାଗିବ। ବନ୍ଧୁଙ୍କ ସହିତ ମୋବାଇଲ୍‌ରେ ଲମ୍ବା ସମୟ ଧରି କଥା ହେବେ। ବ୍ୟବସାୟରେ ଲାଭ ହେବ।

ସମ୍ବନ୍ଧିତ ଖବର