publive-image

Advertisment

ମେଷ: ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ଅହଂକାର ଉପରେ ନିୟନ୍ତ୍ରଣ ରଖନ୍ତୁ। ଘର ଲାଗି ନୂଆ ଜିନିଷ କିଣିବେ।

publive-image

ବୃଷ: ଧ୍ୟାନ ଯୋଗ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ରାଜନୈତିକ ପ୍ରଭାବ ବୃଦ୍ଧି ହେବ। ଗୋପନୀୟ ତଥ୍ୟ ପ୍ରଘଟ କରନ୍ତୁ ନାହିଁ।

publive-imageମିଥୁନ: ଆତ୍ମବିଶ୍ବାସ ବୃଦ୍ଧି ହେବ। ସମସ୍ୟା ସମାଧାନ ଦିଗରେ ଯତ୍ନଶୀଳ ହେବେ। ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ହସଖୁସିର ପରିବେଶ ରହିବ।

publive-imageକର୍କଟ: ଆଳସ୍ୟ ତ୍ୟାଗ କରନ୍ତୁ। ରାଜନୀତି କ୍ଷେତ୍ରରେ ଆପଣଙ୍କ ଖ୍ୟାତି ବଢ଼ିବ। ଅର୍ଥ ଠିକ୍ ଜାଗାରେ ନିବେଶ କରନ୍ତୁ। ଛାତ୍ରମାନେ ପରିଶ୍ରମ ଅନୁସାରେ ସଫଳତା ପାଇବେ।

publive-imageସିଂହ: କିଛି ସମସ୍ୟା ରହିବ ହେଲେ ସନ୍ଧ୍ୟା ବେଳକୁ ସବୁ ଠିକ୍ ହୋଇଯିବ। କ୍ୟାରିୟର ଗଢ଼ିବା ପାଇଁ ସୁଯୋଗ ଜୁଟିବ। ଜୀବନସାଥୀଙ୍କ ନାମରେ ବାହନ କିଣି ପାରନ୍ତି।

publive-imageକନ୍ୟା: କୌଣସି ବନ୍ଧୁ ଠାରୁ ସାହାଯ୍ୟ ପାଇବେ। ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ବୈବାହିକ ଜୀବନରେ ଆବେଗ ସମାପ୍ତ ହେବ।

publive-imageତୁଳା: ପୁଞ୍ଜି ବଜାରରେ ନିବେଶ କରନ୍ତୁ, ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ଶାସନରେ କୌଣସି ଉଚ୍ଚ ପଦବି ମିଳିବ। ଘରେ ପରିବେଶ ଉତ୍ସବମୁଖର ରହିବ।

publive-imageବିଛା: ବ୍ୟବସାୟରେ ଆଶଠୁଁ ଅଧିକ ଲାଭ ପାଇବେ। ଅଜଣା ବ୍ୟକ୍ତିଙ୍କୁ ଅଧିକ ଭରସା କରନ୍ତୁ ନାହିଁ। ନବ ଦମ୍ପତ୍ତି ଭବିଷ୍ୟତକୁ ନେଇ ଯୋଜନା କରିବେ।

publive-imageଧନୁ: ବୁଦ୍ଧି ବଳ ପ୍ରୟୋଗ କରନ୍ତୁ, ସଫଳତା ମିଳିବ। ଜମି କିଣାବିକାରେ ଲାଭ ପାଇବେ। ଚାକିରିଆଙ୍କୁ ଭଲ ସୁଯୋଗ ମିଳିବ। ନୂଆ ପ୍ରେମ ପ୍ରସଙ୍ଗର ସମ୍ଭାବନା ରହିଛି।

publive-imageମକର: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। କୌଣସି ନୂଆ ଯୋଜନା ଆପଣଙ୍କ ସମ୍ମୁଖକୁ ଆସିପାରେ।

publive-image

କୁମ୍ଭ: ନକାରାତ୍ମକ ଚିନ୍ତା ତ୍ୟାଗ କରନ୍ତୁ। ଆୟର କିଛି ଅଂଶ ଅସହାୟ ବ୍ୟକ୍ତିଙ୍କୁ ଦିଅନ୍ତୁ। ଚାକିରି, ଶିକ୍ଷା ଓ କାରବାରରେ ଉନ୍ନତି ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

publive-imageମୀନ: ପୂର୍ବ ବିବାଦ ସମାପ୍ତ ହେବ। ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଚାକିରିଆ ନୂଆ କାମର ଅନ୍ବେଷଣ କରିବେ। ଆପଣଙ୍କ ସରଳତା ପ୍ରିୟ ବନ୍ଧୁଙ୍କୁ ଖୁସି ଦେବ।